ଓଃ ମାଇ ଗଡ- ୨ ଫିଲ୍ମର ଫାର୍ଷ୍ଟ ଲୁକ୍ ଜାରି: ଏଥର କୃଷ୍ଣ ନୁହେଁ ଭଗବାନ ଶିବଙ୍କ ଅବତାରରେ ନଜର ଆସିବେ ଅକ୍ଷୟ

The Sakala Picture
Published On

ମୁମ୍ବାଇ: ଓଃ ମାଇ ଗଡ- ୨ ଫିଲ୍ମର ଆଜି ଫାର୍ଷ୍ଟ ଲୁକ୍ ଜାରି ହୋଇଛି । ଫିଲ୍ମର ହିରୋ ଅକ୍ଷୟ କୁମାର ଏ ସମ୍ପର୍କରେ ଆଜି ଟ୍ବିଟ କରି ସୂଚନା ଦେଇଛନ୍ତି । ଏଥିରେ ଅକ୍ଷୟଙ୍କୁ ଭଗବାନ ଶିବଙ୍କ ରୂପରେ ଦେଖିବାକୁ ମିଳିଛି । ପୋଷ୍ଟର ଶେୟାର କରିବା ସହ କ୍ୟାପ୍ସନ ଲେଖିଥିଲେ ଯେ, କର୍ତା କରେ ନ କର ସକେ ଶିବ କରେ ସୋ ହାୟ । ପୂର୍ବଥର ପରିି ଏଥର ମଧ୍ୟ ଆମେ ଏକ […]

ମୁମ୍ବାଇ: ଓଃ ମାଇ ଗଡ- ୨ ଫିଲ୍ମର ଆଜି ଫାର୍ଷ୍ଟ ଲୁକ୍ ଜାରି ହୋଇଛି । ଫିଲ୍ମର ହିରୋ ଅକ୍ଷୟ କୁମାର ଏ ସମ୍ପର୍କରେ ଆଜି ଟ୍ବିଟ କରି ସୂଚନା ଦେଇଛନ୍ତି । ଏଥିରେ ଅକ୍ଷୟଙ୍କୁ ଭଗବାନ ଶିବଙ୍କ ରୂପରେ ଦେଖିବାକୁ ମିଳିଛି । ପୋଷ୍ଟର ଶେୟାର କରିବା ସହ କ୍ୟାପ୍ସନ ଲେଖିଥିଲେ ଯେ, କର୍ତା କରେ ନ କର ସକେ ଶିବ କରେ ସୋ ହାୟ । ପୂର୍ବଥର ପରିି ଏଥର ମଧ୍ୟ ଆମେ ଏକ ମହତ୍ୱପୂର୍ଣ୍ଣ ସାମାଜିକ ବିଷୟ ନେଇ ଆସିଛୁ । ଆଶା କରୁଛୁ ଏହା ଆପଣଙ୍କୁ ନିଶ୍ଚିତ ଭାବେ ପସନ୍ଦ ଆସିବ ବୋଲି ଅକ୍ଷୟ କୁମାର କହିଛନ୍ତି ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ


ସେହିପରି ଏକ ୪୨ ସେକେଣ୍ଡର ଭିଡିଓ ଟ୍ବିଟରରେ ସେୟାର କରିଛନ୍ତି। ଯେଉଁଥିରେ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ ନଜର ଆସିଛନ୍ତି।


ସୂଚନାଯୋଗ୍ୟ, ୨୦୧୨ରେ ରିଲିଜ ହୋଇଥିବା ଓଃ ମାଇ ଗଡ ଫିଲ୍ମରେ ଅକ୍ଷୟ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକା କରିଥିଲେ । ସେ ସମୟରେ ଏହି ଫିଲ୍ମର ବିଷୟବସ୍ତୁ ବେଶ ଚର୍ଚ୍ଚାର କାରଣ ସାଜିଥିଲା ଏବଂ ଭଲ ବ୍ୟବସାୟ ମଧ୍ୟ କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର