ବିଟ୍‌ କଏନ୍‌ ଭାଙ୍ଗିଲା ସବୁ ରେକର୍ଡ, ମୂଲ୍ୟ ୧ କୋଟି ଛୁଇଁଲା…

The Sakala Picture
Published On

ନୂଆଦିଲ୍ଲୀ: ସୁନା ଓ ରୁପାର ରେକର୍ଡ ଦର ମଧ୍ୟରେ ବିଟ୍‌ କଏନ୍‌ ମୂଲ୍ୟ ଏକ ନୂଆ ଶିଖରାରେ ପହଞ୍ଚିଛି। ବିଟ୍‌ କଏନ୍‌ ମୂଲ୍ୟ ଏବେ ଏହାର ସବୁ ପୁରୁଣା ରେକର୍ଡ ଭାଙ୍ଗିଛି। ଗୋଟିଏ ପଟେ ଟ୍ରମ୍ପଙ୍କ ଶୁଳ୍କ ଏବଂ ଭୂ-ରାଜନୈତିକ ପରିସ୍ଥିତି ଯୋଗୁଁ ବିଶ୍ୱ ବଜାରରେ ଅସ୍ଥିରତା ଦେଖାଯାଉଥିବା ବେଳେ, ବିଟ୍‌ କଏନ୍ ୧ କୋଟି ନୂଆ ରେକର୍ଡ ସ୍ଥାପନ କରିଛି। ବାସ୍ତବରେ, ବିଟ୍‌ କଏନ୍ ୧.୧୨ ଲକ୍ଷ ଡଲାର(ପ୍ରାୟ ୯୩ ଲକ୍ଷ ଟଙ୍କା)ର ଉଚ୍ଚ ସ୍ତର […]

ନୂଆଦିଲ୍ଲୀ: ସୁନା ଓ ରୁପାର ରେକର୍ଡ ଦର ମଧ୍ୟରେ ବିଟ୍‌ କଏନ୍‌ ମୂଲ୍ୟ ଏକ ନୂଆ ଶିଖରାରେ ପହଞ୍ଚିଛି। ବିଟ୍‌ କଏନ୍‌ ମୂଲ୍ୟ ଏବେ ଏହାର ସବୁ ପୁରୁଣା ରେକର୍ଡ ଭାଙ୍ଗିଛି। ଗୋଟିଏ ପଟେ ଟ୍ରମ୍ପଙ୍କ ଶୁଳ୍କ ଏବଂ ଭୂ-ରାଜନୈତିକ ପରିସ୍ଥିତି ଯୋଗୁଁ ବିଶ୍ୱ ବଜାରରେ ଅସ୍ଥିରତା ଦେଖାଯାଉଥିବା ବେଳେ, ବିଟ୍‌ କଏନ୍ ୧ କୋଟି ନୂଆ ରେକର୍ଡ ସ୍ଥାପନ କରିଛି। ବାସ୍ତବରେ, ବିଟ୍‌ କଏନ୍ ୧.୧୨ ଲକ୍ଷ ଡଲାର(ପ୍ରାୟ ୯୩ ଲକ୍ଷ ଟଙ୍କା)ର ଉଚ୍ଚ ସ୍ତର ଛୁଇଁଛି। ବିଶ୍ୱର ସର୍ବବୃହତ କ୍ରିପ୍ଟୋକରେନ୍ସି ବିଟ୍‌ କଏନ୍ ପୁଣି ଥରେ ଏଭଳି ରେକର୍ଡ ସ୍ଥାପନ କରିଛି। ଏହି ବୃଦ୍ଧିର କାରଣ ହେଉଛି ସଂସ୍ଥାଗତ ନିବେଶକଙ୍କ ବର୍ଦ୍ଧିତ ଆଗ୍ରହ ଏବଂ ବଜାରରେ ବିପଦ ନେବାର ବର୍ଦ୍ଧିତ ପ୍ରବୃତ୍ତି। ସାମ୍ପ୍ରତିକ ସମୟରେ, ବଡ଼ ବଡ଼ କମ୍ପାନୀ ଏବଂ କର୍ପୋରେଟ୍ ଟ୍ରେଜେରୀଗୁଡ଼ିକ ବିଟ୍‌ କଏନ୍‌ରେ ବହୁ ପରିମାଣରେ ନିବେଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

11 Jul 2025 By The Sakala

ବିଟ୍‌ କଏନ୍‌ ଭାଙ୍ଗିଲା ସବୁ ରେକର୍ଡ, ମୂଲ୍ୟ ୧ କୋଟି ଛୁଇଁଲା…

ନୂଆଦିଲ୍ଲୀ: ସୁନା ଓ ରୁପାର ରେକର୍ଡ ଦର ମଧ୍ୟରେ ବିଟ୍‌ କଏନ୍‌ ମୂଲ୍ୟ ଏକ ନୂଆ ଶିଖରାରେ ପହଞ୍ଚିଛି। ବିଟ୍‌ କଏନ୍‌ ମୂଲ୍ୟ ଏବେ ଏହାର ସବୁ ପୁରୁଣା ରେକର୍ଡ ଭାଙ୍ଗିଛି। ଗୋଟିଏ ପଟେ ଟ୍ରମ୍ପଙ୍କ ଶୁଳ୍କ ଏବଂ ଭୂ-ରାଜନୈତିକ ପରିସ୍ଥିତି ଯୋଗୁଁ ବିଶ୍ୱ ବଜାରରେ ଅସ୍ଥିରତା ଦେଖାଯାଉଥିବା ବେଳେ, ବିଟ୍‌ କଏନ୍ ୧ କୋଟି ନୂଆ ରେକର୍ଡ ସ୍ଥାପନ କରିଛି। ବାସ୍ତବରେ, ବିଟ୍‌ କଏନ୍ ୧.୧୨ ଲକ୍ଷ ଡଲାର(ପ୍ରାୟ ୯୩ ଲକ୍ଷ ଟଙ୍କା)ର ଉଚ୍ଚ ସ୍ତର ଛୁଇଁଛି। ବିଶ୍ୱର ସର୍ବବୃହତ କ୍ରିପ୍ଟୋକରେନ୍ସି ବିଟ୍‌ କଏନ୍ ପୁଣି ଥରେ ଏଭଳି ରେକର୍ଡ ସ୍ଥାପନ କରିଛି। ଏହି ବୃଦ୍ଧିର କାରଣ ହେଉଛି ସଂସ୍ଥାଗତ ନିବେଶକଙ୍କ ବର୍ଦ୍ଧିତ ଆଗ୍ରହ ଏବଂ ବଜାରରେ ବିପଦ ନେବାର ବର୍ଦ୍ଧିତ ପ୍ରବୃତ୍ତି। ସାମ୍ପ୍ରତିକ ସମୟରେ, ବଡ଼ ବଡ଼ କମ୍ପାନୀ ଏବଂ କର୍ପୋରେଟ୍ ଟ୍ରେଜେରୀଗୁଡ଼ିକ ବିଟ୍‌ କଏନ୍‌ରେ ବହୁ ପରିମାଣରେ ନିବେଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର