ଆତଙ୍କୀ ଆକ୍ରମଣ ଘଟଣା: ଜାରି ହେଲା ୨୭ ମୃତକଙ୍କ ନାଁ ଓ ଠିକଣା….
ନୂଆଦିଲ୍ଲୀ: ଭୂସ୍ୱର୍ଗ କାଶ୍ମୀରରେ ଆତଙ୍କବାଦୀଙ୍କ ତାଣ୍ଡବ ଘଟଣା। ମଙ୍ଗଳବାର ଦକ୍ଷିଣ କାଶ୍ମୀରର ପ୍ରମୁଖ ପର୍ଯ୍ୟଟନସ୍ଥଳ ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୭ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି ଓ ଅନେକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ବିଦେଶୀ ପର୍ଯଟକଙ୍କ ସହ ଜଣେ ଓଡ଼ିଆ ପର୍ଯ୍ୟଟକ ରହିଛନ୍ତି । ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୈବାର ସହଯୋଗୀ ସଙ୍ଗଠନ ଟିଆର୍ଏଫ୍ (ଦି ରେଜିଷ୍ଟାନ୍ସ ଫ୍ରଣ୍ଟ) ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି। ଆକ୍ରମଣ ସମୟରେ କିଛି ଆତଙ୍କବାଦୀ ପୁଲିସ […]
ନୂଆଦିଲ୍ଲୀ: ଭୂସ୍ୱର୍ଗ କାଶ୍ମୀରରେ ଆତଙ୍କବାଦୀଙ୍କ ତାଣ୍ଡବ ଘଟଣା। ମଙ୍ଗଳବାର ଦକ୍ଷିଣ କାଶ୍ମୀରର ପ୍ରମୁଖ ପର୍ଯ୍ୟଟନସ୍ଥଳ ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୭ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି ଓ ଅନେକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ବିଦେଶୀ ପର୍ଯଟକଙ୍କ ସହ ଜଣେ ଓଡ଼ିଆ ପର୍ଯ୍ୟଟକ ରହିଛନ୍ତି । ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୈବାର ସହଯୋଗୀ ସଙ୍ଗଠନ ଟିଆର୍ଏଫ୍ (ଦି ରେଜିଷ୍ଟାନ୍ସ ଫ୍ରଣ୍ଟ) ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି। ଆକ୍ରମଣ ସମୟରେ କିଛି ଆତଙ୍କବାଦୀ ପୁଲିସ ପୋଷାକ ପିନ୍ଧି ପର୍ଯ୍ୟଟନସ୍ଥଳରେ ଉପସ୍ଥିତ ଥିଲେ ଏବଂ ୪ ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣ ପାକିସ୍ତାନୀ ଓ ଜଣେ କାଶ୍ମୀର ନାଗରିକ ଥିବା ସୂଚନା ମିଳିଛି। ମଙ୍ଗଳବାର ସକାଳେ ପହଲଗାମ ନିକଟସ୍ଥ ବେତାବ ଉପତ୍ୟକାର ୧୦ କିଲୋମିଟର ଦୂରରେ ବୈସାରନ ଅଞ୍ଚଳରେ ପର୍ଯ୍ୟଟକମାନେ ଘୋଡ଼ା ଚଢ଼ା ଆନନ୍ଦ ଉପଭୋଗ କରୁଥିଲେ। କିଛି ଲୋକ ଘୋଡ଼ାରେ ବସି ଫଟା ଉଠାଉଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଜଣଜଣ କରି ଲୋକମାନଙ୍କୁ ସେମାନଙ୍କର ନାମ ପଚାରିଥିଲେ ଓ ଏହାପରେ ଗୁଳି କରିଥିଲେ। ୨୦୧୯ ଫେବ୍ରୁଆରୀରେ ପୁଲୱାମା ଆକ୍ରମଣ ପରେ ଏହା କାଶ୍ମୀରରେ ସବୁଠାରୁ ବଡ଼ ଆତଙ୍କୀ ଆକ୍ରମଣ। ଏହାରି ମଧ୍ଯରେ ଏହି ଘଟଣାରେ ପ୍ରାଣର ହରାଇଥିବା ଓ ଗୁରୁତର ହୋଇଥିବା ଲୋକଙ୍କ ସୂଚନା ଦିଆଯାଇଛି-
୨୭ ମୃତକଙ୍କ ତାଲିକା
୧- ସୁଶିଲ ନଥ୍ୟାଲ, ମଧ୍ଯପ୍ରଦଶ
୨-ସୈୟଦ ଆଦିନ ହୁସନ ଶାହ, ଜମ୍ମୁକଶ୍ମୀର
୩-ହେମନ୍ତ ସୁହାସ ଜୋଶୀ, ମହାରାଷ୍ଟ୍ର
୪-ବିନୟ ନରୱାଲ, ହରିୟାଣା
୫-ଅତୁଲ ଶ୍ରୀକାନ୍ତ ମୋନୀ, ମହାରାଷ୍ଟ୍ର
୬-ନୀରଜ ଉଧୱାନୀ, ଉତ୍ତରାଖଣ୍ଡ
୭-ବିଟନ ଅଧିକାରୀ, ପଶ୍ଚିମ ବଙ୍ଗାଲ
୮-ସୁଭମ ଦିୱେଦୀ, ଉତ୍ତର ପ୍ରଦେଶ
୯-ପ୍ରଶାନ୍ତ କୁମାର ଶତପଥୀ, ଓଡ଼ିଶା
୧୦-ମନୀଷ ରଞ୍ଜନ, ବିହାରଆ
୧୧-ଏମ ରାମଚନ୍ଦ୍ର, କେରଳ
୧୨-ସଞ୍ଜୟ ଲକ୍ଷଣ ଲାଲୀ, ମହାରାଷ୍ଟ୍ର
୧୩-ଦିନେଶ ଅଗ୍ରୱାଲ, ଚଣ୍ଡିଗଡ଼
୧୪-ସମୀର ଗୁହାର, ପଶ୍ଚିମବଙ୍ଗାଲ
୧୫-ଦିଲ୍ଲୀପ ଦସାଲୀ, ମହାରାଷ୍ଟ୍ର
୧୬-ଜୋ, ସଚନ୍ଦ୍ରା ମୋଲି, ଆନ୍ଧ୍ର ପ୍ରେଦଶ
୧୭-ମଧୁସୂଦନ ସୋମିସେଠୀ, କର୍ଣ୍ଣଟାକ
୧୮-ସନ୍ତୋଷ ଜାଗଧା, ମହାରାଷ୍ଟ୍ର
୧୯-ମଞ୍ଜୁନାଥ ରାଓ , କର୍ଣ୍ଣଟାକ
୨୦-କସ୍ତୁବା ଗବତୋୟ, ମହାରାଷ୍ଟ୍ର
୨୧-ଭରତ ଭୂଷଣ, କର୍ଣ୍ଣାଟକ
୨୨-ସୁମିତ ପରମାର, ଗୁଜୁରାଟ
୨୩-ଟେଜେହୟଲିଙ୍ଗ, ଅରୁଣାଚଳ ପ୍ରଦେଶ
୨୪-ଶୈଲେଷଭାଇ କଲାଠିୟା, ଗୁଜୁରାଟ
୨୫-ୟତେଶ ପରମାର, ଗୁଜୁରାଟ
ମୃତକ ୨ ବିଦେଶୀ ପର୍ଯ୍ୟଟକ
୨୬- ସୁଦୀପ ନେଓପାନେ, ନେପାଳ
୨୭- ବିଟନ ଅଧକେରୀ, ୟୁଏଇ
ଗୁରୁତର
୧-ଡୋଭି ବିନୋ ବହ ( ଗୁଜରାଟ )
୨-ଡା. ଏ. ପରେମେଶ୍ବର, ତାମିଲନାଡୁ
୩-ଶଶି କୁମାରୀ ନାଇକ, କର୍ଣ୍ଣଟାକ
୪-ସନ୍ତାନୋ, ତାମିଲନାଡୁ
୫-ସୋବେଦ ପାଟିଲ, ମୁମ୍ବାଇ
୬-ବିନୟ ବାଇ, ଗୁଜରାଟ
୭-ମନିକ ପଟେଲ ପନୱେଲ, ମହାରାଷ୍ଟ୍ର
୮-ରେଣୁ ପାଣ୍ଡେ, ନୋପଳ
୯-ବାଲଚନ୍ଦ୍ରୁ, ମହାରାଷ୍ଟ୍ର
୧୦-ଅଜୟା ଏମ. ରାଓ, କର୍ଣ୍ଣଟାକ
୧୧-ଆଙ୍କାକ୍ଷା, ମଧ୍ଯପ୍ରଦେଶ
୧୨-ଲକ୍ଷିତା ଦାସ, ଛତିଶଗଡ଼
୧୩-ଜୋନିଫର, ମଧ୍ଯପ୍ରଦେଶ
୧୪-ଶବାରିଗୁହା, କୋଲକାତା
୧୫-ହର୍ଷ ଜୈନ, ମହାରାଷ୍ଟ୍ର
୧୬-ନିକିତା ଜୈନ, ମହାରାଷ୍ଟ୍ର