ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଆସନ୍ତା ୧୯ ତାରିଖରୁ ଗଡ଼ିବ ‘ମୋ ବସ୍‍’

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରୁ ପୁଣି ଆରମ୍ଭ ହେବ ‘ମୋ ବସ୍‍’ ସେବା। କରୋନା କଟକଣାକୁ ରାଜ୍ୟ ସରକାର କୋହଳ କରିଛନ୍ତି। ଏଥିରେ ସମଗ୍ର ରାଜ୍ୟରେ ବସ୍‍ ପରିବହନ ପାଇଁ ଅନୁମତି ମିଳିଥିବାରୁ ରାଜଧାନୀରେ ବସ୍‍ ସେବା ଆରମ୍ଭ କରିବାକୁ ‘ମୋ ବସ୍‍’ ପରିଚାଳନା ସଂସ୍ଥା କ୍ରୁଟ୍‍ ନିଷ୍ପତ୍ତି ନେଇଛି। ତେବେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଏହି ସେବା ଜାରି ରହିବା ସହିତ ଶନିବାର ରବିବାର କେବଳ ବିମାନ ଓ ରେଳଯାତ୍ରୀମାନଙ୍କ ପାଇଁ ବସ୍‍ ସେବା ମିଳିବ। […]

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରୁ ପୁଣି ଆରମ୍ଭ ହେବ ‘ମୋ ବସ୍‍’ ସେବା। କରୋନା କଟକଣାକୁ ରାଜ୍ୟ ସରକାର କୋହଳ କରିଛନ୍ତି। ଏଥିରେ ସମଗ୍ର ରାଜ୍ୟରେ ବସ୍‍ ପରିବହନ ପାଇଁ ଅନୁମତି ମିଳିଥିବାରୁ ରାଜଧାନୀରେ ବସ୍‍ ସେବା ଆରମ୍ଭ କରିବାକୁ ‘ମୋ ବସ୍‍’ ପରିଚାଳନା ସଂସ୍ଥା କ୍ରୁଟ୍‍ ନିଷ୍ପତ୍ତି ନେଇଛି। ତେବେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଏହି ସେବା ଜାରି ରହିବା ସହିତ ଶନିବାର ରବିବାର କେବଳ ବିମାନ ଓ ରେଳଯାତ୍ରୀମାନଙ୍କ ପାଇଁ ବସ୍‍ ସେବା ମିଳିବ। କାରଣ ଭୁବନେଶ୍ୱରରେ ଶନିବାର ରବିବାର ସଟ୍‍ଡାଉନ୍‍ ଜାରି ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଶୁକ୍ରବାର ସନ୍ଧ୍ୟା ୫ ଟାରୁ ଭୁବନେଶ୍ୱରେ ଦୋକାନ ବଜାର ବନ୍ଦ ରହିବ। ତେବେ ଏହି ସମୟ ମଧ୍ୟରେ କ୍ରୁଟ୍‍ ପକ୍ଷରୁ ରେଳ ଷ୍ଟେସନ ଓ ବିମାନ ବନ୍ଦରକୁ ଯାତ୍ରୀମାନଙ୍କ ପାଇଁ ସଟଲ ସେବା ଜାରି ରହିବ ବୋଲି କୁହାଯାଇଛି। ତେବେ ୧୯ ତାରିଖରୁ କେତୋଟି ରୁଟ୍‍ରେ ବସ୍‍ ଗଡ଼଼ିବ ସେନେଇ କୌଣସି ସୂଚନା ଦିଆଯାଇଥିବା ବେଳେ ଖୁବ୍‍ଶୀଘ୍ର ଏନେଇ ସୂଚନା ଦିଆଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ

16 Jul 2021 By The Sakala

ଆସନ୍ତା ୧୯ ତାରିଖରୁ ଗଡ଼ିବ ‘ମୋ ବସ୍‍’

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରୁ ପୁଣି ଆରମ୍ଭ ହେବ ‘ମୋ ବସ୍‍’ ସେବା। କରୋନା କଟକଣାକୁ ରାଜ୍ୟ ସରକାର କୋହଳ କରିଛନ୍ତି। ଏଥିରେ ସମଗ୍ର ରାଜ୍ୟରେ ବସ୍‍ ପରିବହନ ପାଇଁ ଅନୁମତି ମିଳିଥିବାରୁ ରାଜଧାନୀରେ ବସ୍‍ ସେବା ଆରମ୍ଭ କରିବାକୁ ‘ମୋ ବସ୍‍’ ପରିଚାଳନା ସଂସ୍ଥା କ୍ରୁଟ୍‍ ନିଷ୍ପତ୍ତି ନେଇଛି। ତେବେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଏହି ସେବା ଜାରି ରହିବା ସହିତ ଶନିବାର ରବିବାର କେବଳ ବିମାନ ଓ ରେଳଯାତ୍ରୀମାନଙ୍କ ପାଇଁ ବସ୍‍ ସେବା ମିଳିବ। କାରଣ ଭୁବନେଶ୍ୱରରେ ଶନିବାର ରବିବାର ସଟ୍‍ଡାଉନ୍‍ ଜାରି ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଶୁକ୍ରବାର ସନ୍ଧ୍ୟା ୫ ଟାରୁ ଭୁବନେଶ୍ୱରେ ଦୋକାନ ବଜାର ବନ୍ଦ ରହିବ। ତେବେ ଏହି ସମୟ ମଧ୍ୟରେ କ୍ରୁଟ୍‍ ପକ୍ଷରୁ ରେଳ ଷ୍ଟେସନ ଓ ବିମାନ ବନ୍ଦରକୁ ଯାତ୍ରୀମାନଙ୍କ ପାଇଁ ସଟଲ ସେବା ଜାରି ରହିବ ବୋଲି କୁହାଯାଇଛି। ତେବେ ୧୯ ତାରିଖରୁ କେତୋଟି ରୁଟ୍‍ରେ ବସ୍‍ ଗଡ଼଼ିବ ସେନେଇ କୌଣସି ସୂଚନା ଦିଆଯାଇଥିବା ବେଳେ ଖୁବ୍‍ଶୀଘ୍ର ଏନେଇ ସୂଚନା ଦିଆଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର