ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପେସ୍କ ସଂପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

The Sakala Picture
Published On

ବଲାଙ୍ଗିର:ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପେସ୍କ ସଂପାଦକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ସୋନପୁର ଜିଲ୍ଲା ଚାରଭଟା ପେସ୍କ ସଂପାଦକ ମସୁଦ ମହମ୍ମଦଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ବଲାଙ୍ଗିର ସାଲେପାଲି ସ୍ଥିତ ନିଜ ବାସଭବନ ଓ ଚାରଭଟ୍ଟାରେ ଥିବା ତାଙ୍କ ପେସ୍କ କାର୍ଯ୍ୟାଳୟରେ ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରଖିଥିବା ସୂଚନା ମିଳିଛି । ବଲାଙ୍ଗିର, ସୋନପୁର, ବରଗଡ଼ ଏଂ ସମ୍ବଲପୁରର ଭିଜିଲାନସ ଡିଭିଜନର ଟିମ୍‌ ଏହି ରେଡ୍‌ରେ ସାମିଲ […]

ବଲାଙ୍ଗିର:ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପେସ୍କ ସଂପାଦକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ସୋନପୁର ଜିଲ୍ଲା ଚାରଭଟା ପେସ୍କ ସଂପାଦକ ମସୁଦ ମହମ୍ମଦଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ବଲାଙ୍ଗିର ସାଲେପାଲି ସ୍ଥିତ ନିଜ ବାସଭବନ ଓ ଚାରଭଟ୍ଟାରେ ଥିବା ତାଙ୍କ ପେସ୍କ କାର୍ଯ୍ୟାଳୟରେ ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରଖିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ବଲାଙ୍ଗିର, ସୋନପୁର, ବରଗଡ଼ ଏଂ ସମ୍ବଲପୁରର ଭିଜିଲାନସ ଡିଭିଜନର ଟିମ୍‌ ଏହି ରେଡ୍‌ରେ ସାମିଲ ହୋଇଛନ୍ତି। ରେଡ୍ ପରେ ସମ୍ପତ୍ତିର ଆକଳନ କରାଯାଉଛି ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର