ମହିଳା ଟି-୨୦ ବିଶ୍ବକପ: ଭାରତକୁ ୫ ରନରେ ହରାଇ ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ

The Sakala Picture
Published On

କେପଟାଉନ: ମହିଳା ଟି-୨୦ ବିଶ୍ବକପ ସେମିରେ ହାରିଲା ଭାରତ। ଅଷ୍ଟ୍ରେଲିଆଠାରୁ ୫ ରନରେ ହାରି ଭାରତ ଫାଇଲନାଲରେ ପ୍ରବେଶ କରିବା ଆଶା ଧୂଳିସାତ ହୋଇଛି। ଭାରତ ଲଢୁଆ ବ୍ୟାଟିଂ କରିଥିଲେ ମଧ୍ଯ ଆଜିର ସେମିଫାଇଲନାଲ ମ୍ୟଚକୁ ଜିତି  ପାରି ନାହିଁ। ମହିଳା ଟି-୨୦ ବିଶ୍ୱକପରେ ଗୁରୁବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୭୨ ରନ୍ କରିଥିବା ବେଳେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ […]

କେପଟାଉନ: ମହିଳା ଟି-୨୦ ବିଶ୍ବକପ ସେମିରେ ହାରିଲା ଭାରତ। ଅଷ୍ଟ୍ରେଲିଆଠାରୁ ୫ ରନରେ ହାରି ଭାରତ ଫାଇଲନାଲରେ ପ୍ରବେଶ କରିବା ଆଶା ଧୂଳିସାତ ହୋଇଛି। ଭାରତ ଲଢୁଆ ବ୍ୟାଟିଂ କରିଥିଲେ ମଧ୍ଯ ଆଜିର ସେମିଫାଇଲନାଲ ମ୍ୟଚକୁ ଜିତି  ପାରି ନାହିଁ। ମହିଳା ଟି-୨୦ ବିଶ୍ୱକପରେ ଗୁରୁବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୭୨ ରନ୍ କରିଥିବା ବେଳେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୭ ରନ୍ କରିପାରିଥିଲା। ଫଳରେ ସେମିଫାଇନାଲ୍ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୫ ରନ୍‌ରେ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ଅଷ୍ଟ୍ରେଲିଆ ପକ୍ଷରୁ  ଓପନର ବେଥ୍ ମୁନି ୩୭ ବଲ୍ ରୁ ୫୪ ରନ୍ କରିଥିଲେ। ସେହିପରି ଅଧିନାୟକ ମେଗ୍ ଲାନିଂ ୩୪ ବଲରେ ୪ ଚୌକା ଓ ୨ ଛକା ସାହାଯ୍ୟରେ ଅପରାଜିତ ୪୯ ରନ୍ କରିଥିଲେ । ସେହିପରି ଆଲିସା ହିଲି ୨୫ ରନ ଓ ଆସଲେ ଗାଡନର ୩୧ ରନ କରିଥିଲେ ।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

ଭାରତ ପକ୍ଷରୁ ଅଧିନାୟିକା ହରମନପ୍ରିତ କୌର ସର୍ବାଧିକ ୫୨ ରନ କରିଥିବାବେଳେ ଜେମିମା ରୋଡ୍ରଗସ ୪୩ରନ କରିଥିଲେ । ସେହିପରି ରିଚା ଘୋଷ ୧୪ରନ ଓ ସ୍ନେହା ରଣା ୧୧ ରନ କରିଥିଲେ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

23 Feb 2023 By The Sakala

ମହିଳା ଟି-୨୦ ବିଶ୍ବକପ: ଭାରତକୁ ୫ ରନରେ ହରାଇ ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ

କେପଟାଉନ: ମହିଳା ଟି-୨୦ ବିଶ୍ବକପ ସେମିରେ ହାରିଲା ଭାରତ। ଅଷ୍ଟ୍ରେଲିଆଠାରୁ ୫ ରନରେ ହାରି ଭାରତ ଫାଇଲନାଲରେ ପ୍ରବେଶ କରିବା ଆଶା ଧୂଳିସାତ ହୋଇଛି। ଭାରତ ଲଢୁଆ ବ୍ୟାଟିଂ କରିଥିଲେ ମଧ୍ଯ ଆଜିର ସେମିଫାଇଲନାଲ ମ୍ୟଚକୁ ଜିତି  ପାରି ନାହିଁ। ମହିଳା ଟି-୨୦ ବିଶ୍ୱକପରେ ଗୁରୁବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୭୨ ରନ୍ କରିଥିବା ବେଳେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୭ ରନ୍ କରିପାରିଥିଲା। ଫଳରେ ସେମିଫାଇନାଲ୍ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୫ ରନ୍‌ରେ ଜିତି ନେଇଛି।

ଅଷ୍ଟ୍ରେଲିଆ ପକ୍ଷରୁ  ଓପନର ବେଥ୍ ମୁନି ୩୭ ବଲ୍ ରୁ ୫୪ ରନ୍ କରିଥିଲେ। ସେହିପରି ଅଧିନାୟକ ମେଗ୍ ଲାନିଂ ୩୪ ବଲରେ ୪ ଚୌକା ଓ ୨ ଛକା ସାହାଯ୍ୟରେ ଅପରାଜିତ ୪୯ ରନ୍ କରିଥିଲେ । ସେହିପରି ଆଲିସା ହିଲି ୨୫ ରନ ଓ ଆସଲେ ଗାଡନର ୩୧ ରନ କରିଥିଲେ ।

ଭାରତ ପକ୍ଷରୁ ଅଧିନାୟିକା ହରମନପ୍ରିତ କୌର ସର୍ବାଧିକ ୫୨ ରନ କରିଥିବାବେଳେ ଜେମିମା ରୋଡ୍ରଗସ ୪୩ରନ କରିଥିଲେ । ସେହିପରି ରିଚା ଘୋଷ ୧୪ରନ ଓ ସ୍ନେହା ରଣା ୧୧ ରନ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର