ଟ୍ବିଟର ପରେ ମେଟାରେ ହେବ ଛଟେଇ, ବିଦାହେବେ ୧୦୦୦ରୁ ଅଧିକ କର୍ମଚାରୀ

The Sakala Picture
Published On

ନୂଆଦିଲ୍ଲୀ: ଟ୍ବିଟର ଭଳି ଫେସବୁକର ସହଯୋଗୀ କମ୍ପାନୀ ମେଟାରେ ଆରମ୍ଭ ହୋଇଛି ଛଟେଇ ପର୍ବ। ଏଲନ୍‌ ମସ୍କଙ୍କ ଟ୍ବିଟରର ପଦାଙ୍କ ଅନୁସରଣ କରିଛି ମେଟା। ଆସନ୍ତା ବୁଧବାରଠାରୁ ଏହି ଛଟେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ କମ୍ପାନୀରେ ବଡ଼ ଧରଣର କାଣ୍ଟଛାଣ୍ଟ କରାଯିବ ବୋଲି ଜଣାପଡ଼ିଛି। ପ୍ରାୟ ଏକ ହଜାରରୁ ଅଧିକ କର୍ମଚାରୀଙ୍କୁ କମ୍ପାନୀ ଚାକିରିରୁ ବାହାର କରିବାକୁ ଯାଉଛି। ମେଟା ଇତିହାସରେ ପ୍ରଥମ ଥର ପାଇଁ ଏଭଳି ବଡ଼ […]

ନୂଆଦିଲ୍ଲୀ: ଟ୍ବିଟର ଭଳି ଫେସବୁକର ସହଯୋଗୀ କମ୍ପାନୀ ମେଟାରେ ଆରମ୍ଭ ହୋଇଛି ଛଟେଇ ପର୍ବ। ଏଲନ୍‌ ମସ୍କଙ୍କ ଟ୍ବିଟରର ପଦାଙ୍କ ଅନୁସରଣ କରିଛି ମେଟା। ଆସନ୍ତା ବୁଧବାରଠାରୁ ଏହି ଛଟେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ କମ୍ପାନୀରେ ବଡ଼ ଧରଣର କାଣ୍ଟଛାଣ୍ଟ କରାଯିବ ବୋଲି ଜଣାପଡ଼ିଛି। ପ୍ରାୟ ଏକ ହଜାରରୁ ଅଧିକ କର୍ମଚାରୀଙ୍କୁ କମ୍ପାନୀ ଚାକିରିରୁ ବାହାର କରିବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ମେଟା ଇତିହାସରେ ପ୍ରଥମ ଥର ପାଇଁ ଏଭଳି ବଡ଼ ଧରଣର ଛଟେଇ ହେବ। ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ବର୍ତ୍ତମାନ ମେଟାରେ ୮୭ ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଯାହା କମ୍ପାନୀ ପାଇଁ ଏହା ବଡ଼ ଝଟକାଠାରୁ କିଛି କମ୍ ନୁହେଁ ବୋଲି କୁହାଯାଉଛି। ମେଟାରେ କର୍ମଚାରୀଙ୍କୁ ଛଟେଇ କରାଯିବା ନେଇ ଏ ଯାଏ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ସୂଚନା ଅନୁଯାୟୀ, ୧୦୦୦ରୁ ଅଧିକ କର୍ମଚାରୀଙ୍କୁ ବାହାର କରାଯିବା ନେଇ ଯୋଜନା କରାଯାଉଛି। ରିପୋର୍ଟ ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ଏବେ ଅର୍ଥନୈତିକ ସଂକଟ ମଧ୍ୟ ଦେଇ ଗତିକରୁଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

08 Nov 2022 By The Sakala

ଟ୍ବିଟର ପରେ ମେଟାରେ ହେବ ଛଟେଇ, ବିଦାହେବେ ୧୦୦୦ରୁ ଅଧିକ କର୍ମଚାରୀ

ନୂଆଦିଲ୍ଲୀ: ଟ୍ବିଟର ଭଳି ଫେସବୁକର ସହଯୋଗୀ କମ୍ପାନୀ ମେଟାରେ ଆରମ୍ଭ ହୋଇଛି ଛଟେଇ ପର୍ବ। ଏଲନ୍‌ ମସ୍କଙ୍କ ଟ୍ବିଟରର ପଦାଙ୍କ ଅନୁସରଣ କରିଛି ମେଟା। ଆସନ୍ତା ବୁଧବାରଠାରୁ ଏହି ଛଟେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ କମ୍ପାନୀରେ ବଡ଼ ଧରଣର କାଣ୍ଟଛାଣ୍ଟ କରାଯିବ ବୋଲି ଜଣାପଡ଼ିଛି। ପ୍ରାୟ ଏକ ହଜାରରୁ ଅଧିକ କର୍ମଚାରୀଙ୍କୁ କମ୍ପାନୀ ଚାକିରିରୁ ବାହାର କରିବାକୁ ଯାଉଛି।

ମେଟା ଇତିହାସରେ ପ୍ରଥମ ଥର ପାଇଁ ଏଭଳି ବଡ଼ ଧରଣର ଛଟେଇ ହେବ। ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ବର୍ତ୍ତମାନ ମେଟାରେ ୮୭ ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଯାହା କମ୍ପାନୀ ପାଇଁ ଏହା ବଡ଼ ଝଟକାଠାରୁ କିଛି କମ୍ ନୁହେଁ ବୋଲି କୁହାଯାଉଛି। ମେଟାରେ କର୍ମଚାରୀଙ୍କୁ ଛଟେଇ କରାଯିବା ନେଇ ଏ ଯାଏ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ସୂଚନା ଅନୁଯାୟୀ, ୧୦୦୦ରୁ ଅଧିକ କର୍ମଚାରୀଙ୍କୁ ବାହାର କରାଯିବା ନେଇ ଯୋଜନା କରାଯାଉଛି। ରିପୋର୍ଟ ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ଏବେ ଅର୍ଥନୈତିକ ସଂକଟ ମଧ୍ୟ ଦେଇ ଗତିକରୁଛି।

https://www.thesakala.in/big-news/more-than-1000-employees-will-be-laid-off-from-meta/article-16388
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର