ଆସନ୍ତୁ ଜାଣିବା Gmail ଏବଂ Email ମଧ୍ୟରେ କଣ ରହିଛି ପାର୍ଥକ୍ୟ

The Sakala Picture
Published On

ଆମେ ସମସ୍ତେ ଦୈନଦିନ ଜୀବନରେ ଗୁଗୁଲରେ ଅନେକ ସେବା ବ୍ୟବହାର କରୁ। ଗୁଗୁଲ୍ ମ୍ୟାପ୍, Gmail, ଗୁଗୁଲ ପ୍ଲେ ଷ୍ଟୋର , ଗୁଗୁଲ ପେ ଏମିତି ବହୁତ କିଛି । ଏସବୁ ମଧ୍ୟରେ, ବେଳେବେଳେ ଏହି ପ୍ରଶ୍ନ ନିଶ୍ଚିତ ଭାବରେ ଆପଣଙ୍କ ଭିତରେ ଉଠିଛି ଯେ Gmail ଏବଂ Email ମଧ୍ୟରେ ପାର୍ଥକ୍ୟ କ’ଣ? ଏହି ଦୁଇଟି ବିଷୟରେ ଆମେ ପ୍ରାୟତ ଦ୍ୱନ୍ଦ୍ୱରେ ଥାଉ । ତେବେ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ G-mail ଏବଂ […]

ଆମେ ସମସ୍ତେ ଦୈନଦିନ ଜୀବନରେ ଗୁଗୁଲରେ ଅନେକ ସେବା ବ୍ୟବହାର କରୁ। ଗୁଗୁଲ୍ ମ୍ୟାପ୍, Gmail, ଗୁଗୁଲ ପ୍ଲେ ଷ୍ଟୋର , ଗୁଗୁଲ ପେ ଏମିତି ବହୁତ କିଛି । ଏସବୁ ମଧ୍ୟରେ, ବେଳେବେଳେ ଏହି ପ୍ରଶ୍ନ ନିଶ୍ଚିତ ଭାବରେ ଆପଣଙ୍କ ଭିତରେ ଉଠିଛି ଯେ Gmail ଏବଂ Email ମଧ୍ୟରେ ପାର୍ଥକ୍ୟ କ’ଣ? ଏହି ଦୁଇଟି ବିଷୟରେ ଆମେ ପ୍ରାୟତ ଦ୍ୱନ୍ଦ୍ୱରେ ଥାଉ । ତେବେ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ G-mail ଏବଂ E-mail ମଧ୍ୟରେ ପାର୍ଥକ୍ୟ କ’ଣ?

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

ଏପରି ଏକ ସମୟ ଥିଲା ଯେତେବେଳେ ଅନ୍ୟ ଜଣକୁ ବାର୍ତ୍ତା ପହଞ୍ଚାଇବାକୁ ଅନେକ ଦିନ ଲାଗିଥାଏ | ଗତ କିଛି ଦଶନ୍ଧି ମଧ୍ୟରେ, ଏହିପରି ଅନେକ ଡିଜିଟାଲ୍ ପ୍ଲାଟଫର୍ମ ଉଭା ହୋଇଛି, ଯାହା ସୂଚନା କ୍ଷେତ୍ରକୁ ବଦଳାଇ ଦେଇଛି। ସେଥିପାଇଁ ଆଜିର ଆଧୁନିକ ଯୁଗ ହେଉଛି ସୂଚନା ବିପ୍ଳବର ଯୁଗ । ବର୍ତ୍ତମାନ ଅନେକ ବଡ ବଡ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଆସିଛି, ଯାହାକି ତୁମ ଦ୍ୱାରା ପଠାଯାଇଥିବା ସୂଚନାକୁ କିଛି କ୍ଷଣମଧ୍ୟରେ ଅନ୍ୟ କାହାକୁ ପଠାଇଥାଏ ।

ଇମେଲ(E-mail)ର ଅର୍ଥ ହେଉଛି ଷ୍ଟାଣ୍ଡ ଫର୍ ଇଲେକ୍ଟ୍ରୋନିକ୍ ମେଲ୍। ଯଦି ଆପଣ ଏକ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରି ଏକ ବାର୍ତ୍ତା ପଠାନ୍ତି, ଏହାକୁ ଏକ ଇମେଲ୍ କୁହାଯାଏ । ଅନ୍ୟ ପଟେ, ଯଦି ଆମେ Gmail ବିଷୟରେ କହିବା ତେବେ ଇମେଲର ବାର୍ତ୍ତା ପଠାଇବା ପାଇଁ ଏହା କାମ କରେ। ଅର୍ଥାତ ଆମେ ଅନ୍ୟ ଜଣଙ୍କୁ ଯେଉଁ ମେସେଜ ବା ବାର୍ତ୍ତା ପଠାଉ ତାହାକୁ ଇମେଲ୍‌ କୁହାଯାଏ। ତେବେ ଆମେ ଇମେଲକୁ G-mail ମାଧ୍ୟମରେ ପଠାଉ। G-mail ହେଉଛି ଇମେଲ(E-mail) ର ବାହକୁ। ଆମର ଇମେଲ ଠିକଣା ପରେ @ gmail.com  ସଂଲଗ୍ନ ହୋଇଛି । ଏହା ଦର୍ଶାଏ ଯେ ଗୁଗୁଲ ଆମର ସେହି ବାର୍ତ୍ତା ପଠାଇବା କାର୍ଯ୍ୟ କରୁଛି।  ଅନ୍ୟ ପଟେ, ଯଦି ଆମର ଇମେଲ୍ ଠିକଣା @ outlook.com ଥାଏ, ତେବେ ଏହା ଦର୍ଶାଏ ଯେ ମାଇକ୍ରୋସଫ୍ଟ ଆମର ବାର୍ତ୍ତା ପଠାଇବାକୁ କାର୍ଯ୍ୟ କରୁଛି ।  ତେବେ  G-mail କେବଳ ଆମର ବାର୍ତ୍ତା ପଠାଇବା ପାଇଁ କାର୍ଯ୍ୟ କରେ କିନ୍ତୁ ଇମେଲ୍  ଆମର ଠିକଣା ହୋଇଥାଏ।

02 Oct 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp