ଆସିଲା ହ୍ବାଟସ୍‌ଆପ୍‌ର ଆଉ ଏକ ନୂଆ ଫିଚର୍‌

The Sakala Picture
Published On

-ସବୁଠୁ ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟସ୍‌ଆପ୍‌ ଏହାର ବ୍ୟବହାରକାରୀଙ୍କ ଲାଗି ଆଣିବାକୁ ଯାଉଛି ନୂଆ ଏକ ଫିଚର୍‌। ଅର୍ଥାତ୍ ଏହି ସୁବିଧା ୟୁଜର୍‌ଙ୍କୁ ଭଏସ୍‌ ରେକର୍ଡିଂରେ ମିଳିବ। ଏହା ଦ୍ବାରା ଅଡିଓ ନୋଟ୍‌ ରେକର୍ଡ କରିବା ସମୟରେ ତାହାକୁ ମଝିରୁ ପଜ୍ କରିବାର ସୁବିଧା ବ୍ୟବହାରକାରୀ ପାଇପାରିେବ। ତା’ସହ ସେହି ଅଧା ରେକର୍ଡିଂରୁ ପୁଣିଥରେ ଭଏସ୍‌ ରେକର୍ଡିଂ ଆରମ୍ଭ କରାଯାଇପାରିବ। -ଅବଶ୍ୟ ଏହା ପୂର୍ବରୁ ହ୍ବାଟସ୍‌ଆପ୍‌ ଅନ୍ୟ ଏକ ନୂଆ ଅପଡେଟ୍ ଜାରି କରିଥିଲା। ଯେଉଁଥିରୁ ଭଏସ୍‌ […]

-ସବୁଠୁ ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟସ୍‌ଆପ୍‌ ଏହାର ବ୍ୟବହାରକାରୀଙ୍କ ଲାଗି ଆଣିବାକୁ ଯାଉଛି ନୂଆ ଏକ ଫିଚର୍‌। ଅର୍ଥାତ୍ ଏହି ସୁବିଧା ୟୁଜର୍‌ଙ୍କୁ ଭଏସ୍‌ ରେକର୍ଡିଂରେ ମିଳିବ। ଏହା ଦ୍ବାରା ଅଡିଓ ନୋଟ୍‌ ରେକର୍ଡ କରିବା ସମୟରେ ତାହାକୁ ମଝିରୁ ପଜ୍ କରିବାର ସୁବିଧା ବ୍ୟବହାରକାରୀ ପାଇପାରିେବ। ତା’ସହ ସେହି ଅଧା ରେକର୍ଡିଂରୁ ପୁଣିଥରେ ଭଏସ୍‌ ରେକର୍ଡିଂ ଆରମ୍ଭ କରାଯାଇପାରିବ।

-ଅବଶ୍ୟ ଏହା ପୂର୍ବରୁ ହ୍ବାଟସ୍‌ଆପ୍‌ ଅନ୍ୟ ଏକ ନୂଆ ଅପଡେଟ୍ ଜାରି କରିଥିଲା। ଯେଉଁଥିରୁ ଭଏସ୍‌ ନୋଟ୍ ପଠାଇବା ପୂର୍ବରୁ ତାହାକୁ ଶୁଣିବାର ସୁବିଧା ସେଥିରେ ଦର୍ଶାଯାଇଥିଲା। ତେବେ ଉକ୍ତ ନୂଆ ଭଏସ୍ ଅପଡେଟ୍ ଅାଣ୍ଡ୍ରଏଡ୍ ୟୁଜର୍‌ଙ୍କ ପାଇଁ ଜାରି କରାଯିବ। ପୂର୍ବରୁ ଆଇଫୋନ୍ ୟୁଜର୍‌ଙ୍କ ପାଖରେ ରେକର୍ଡିଂକୁ ପଜ୍ କରିବାର ସୁବିଧା ଉପଲବ୍ଧ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର