ଏଣିକି ବିନା ଇଣ୍ଟରନେଣ୍ଟରେ ବ୍ଯବହାର କରିପାରିବେ ହ୍ବାଟସଆପ୍‌, ଏକକାଳୀନ ୪ଟି ଡିଭାଇସରେ ହୋଇପାରିବ ଲଗଇନ୍

The Sakala Picture
Published On

ହ୍ବାଟସଆପ୍‌ରେ ଆସିଲା ନୂଆ ଫିଚର। ଏଣିକି ବିନା ଇଣ୍ଟରନେଣ୍ଟରେ ବ୍ଯବହାର କରିପାରିବେ ହ୍ବାଟସଆପ୍‌ । ଥରେ ଲଗଇନ କରିବାପରେ ମୋବାଇ ଇଣ୍ଟରନେଣ୍ଟ ବନ୍ଦ କରିଦେଲ ମଧ୍ଯ ଚାଲିବ । ହେଲେ ଏହି ଫିଚର ହ୍ବାଟସଆପ୍‌ ୱେବ ଏବଂ କମ୍ପ୍ଯୁଟରରେ କମାକରିବ।  ଏଥିସହିତ ଏକକାଳୀନ ୪ଟି ଡିଭାଇସରେ ଲଗ-ଇନ ହୋଇପାରିବ । ଏହି ଫିଚର ହ୍ବାଟସଆପ୍‌ ବିଟା ବ୍ଯବହାରକାରୀଙ୍କ ପାଇଁ ଉପଲବ୍ଧ ହୋଇସାରିଲାଣି। ଉପଭୋକ୍ତାମାନେ ନିଜର ହ୍ବାଟସଆପ୍‌ ଆପକୁ ଅପଡେଟ କରି ଏହି ଫିଚର ପାଇପାରିବେ। ହ୍ବାଟସଆପ୍‌ ବିଟା […]

ହ୍ବାଟସଆପ୍‌ରେ ଆସିଲା ନୂଆ ଫିଚର। ଏଣିକି ବିନା ଇଣ୍ଟରନେଣ୍ଟରେ ବ୍ଯବହାର କରିପାରିବେ ହ୍ବାଟସଆପ୍‌ । ଥରେ ଲଗଇନ କରିବାପରେ ମୋବାଇ ଇଣ୍ଟରନେଣ୍ଟ ବନ୍ଦ କରିଦେଲ ମଧ୍ଯ ଚାଲିବ । ହେଲେ ଏହି ଫିଚର ହ୍ବାଟସଆପ୍‌ ୱେବ ଏବଂ କମ୍ପ୍ଯୁଟରରେ କମାକରିବ।  ଏଥିସହିତ ଏକକାଳୀନ ୪ଟି ଡିଭାଇସରେ ଲଗ-ଇନ ହୋଇପାରିବ ।

ଏହି ଫିଚର ହ୍ବାଟସଆପ୍‌ ବିଟା ବ୍ଯବହାରକାରୀଙ୍କ ପାଇଁ ଉପଲବ୍ଧ ହୋଇସାରିଲାଣି। ଉପଭୋକ୍ତାମାନେ ନିଜର ହ୍ବାଟସଆପ୍‌ ଆପକୁ ଅପଡେଟ କରି ଏହି ଫିଚର ପାଇପାରିବେ। ହ୍ବାଟସଆପ୍‌ ବିଟା ଆକ୍ଟିଭ କରିବାପରେ ବିନା ଇଣ୍ଟରନେଣ୍ଟରେ କାମ କରିବ ହ୍ବାଟସଆପ୍‌। ଜଦି ଆପଣ ଲ୍ଯାପଟପ କିମ୍ବା କମ୍ପ୍ଯୁଟରରୁ ଲଗଆଉଟ କରିନାହାନ୍ତି ଏହା ୧୪ ଦିନ ଯାଏଁ ଲଗଇନ ହୋଇ ରହିବ। ପରେ ଆପେଆପେ ଲଗ-ଆଉଟ ହୋଇଯିବ। ଏହି ବିଟା ଭର୍ସନରେ ବିନା ଇଣ୍ଟରନେଣ୍ଟରେ ସମସ୍ତ ମେସେଜ, ଭିଡିଓ, ଇମେଜ ପଠାଇ ପରିବେ।

27 Sep 2021 By The Sakala

ଏଣିକି ବିନା ଇଣ୍ଟରନେଣ୍ଟରେ ବ୍ଯବହାର କରିପାରିବେ ହ୍ବାଟସଆପ୍‌, ଏକକାଳୀନ ୪ଟି ଡିଭାଇସରେ ହୋଇପାରିବ ଲଗଇନ୍

ହ୍ବାଟସଆପ୍‌ରେ ଆସିଲା ନୂଆ ଫିଚର। ଏଣିକି ବିନା ଇଣ୍ଟରନେଣ୍ଟରେ ବ୍ଯବହାର କରିପାରିବେ ହ୍ବାଟସଆପ୍‌ । ଥରେ ଲଗଇନ କରିବାପରେ ମୋବାଇ ଇଣ୍ଟରନେଣ୍ଟ ବନ୍ଦ କରିଦେଲ ମଧ୍ଯ ଚାଲିବ । ହେଲେ ଏହି ଫିଚର ହ୍ବାଟସଆପ୍‌ ୱେବ ଏବଂ କମ୍ପ୍ଯୁଟରରେ କମାକରିବ।  ଏଥିସହିତ ଏକକାଳୀନ ୪ଟି ଡିଭାଇସରେ ଲଗ-ଇନ ହୋଇପାରିବ ।

ଏହି ଫିଚର ହ୍ବାଟସଆପ୍‌ ବିଟା ବ୍ଯବହାରକାରୀଙ୍କ ପାଇଁ ଉପଲବ୍ଧ ହୋଇସାରିଲାଣି। ଉପଭୋକ୍ତାମାନେ ନିଜର ହ୍ବାଟସଆପ୍‌ ଆପକୁ ଅପଡେଟ କରି ଏହି ଫିଚର ପାଇପାରିବେ। ହ୍ବାଟସଆପ୍‌ ବିଟା ଆକ୍ଟିଭ କରିବାପରେ ବିନା ଇଣ୍ଟରନେଣ୍ଟରେ କାମ କରିବ ହ୍ବାଟସଆପ୍‌। ଜଦି ଆପଣ ଲ୍ଯାପଟପ କିମ୍ବା କମ୍ପ୍ଯୁଟରରୁ ଲଗଆଉଟ କରିନାହାନ୍ତି ଏହା ୧୪ ଦିନ ଯାଏଁ ଲଗଇନ ହୋଇ ରହିବ। ପରେ ଆପେଆପେ ଲଗ-ଆଉଟ ହୋଇଯିବ। ଏହି ବିଟା ଭର୍ସନରେ ବିନା ଇଣ୍ଟରନେଣ୍ଟରେ ସମସ୍ତ ମେସେଜ, ଭିଡିଓ, ଇମେଜ ପଠାଇ ପରିବେ।

https://www.thesakala.in/technology/whatsapp-multi-device-support-and-work-without-your-phone-and-internet/article-5681
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର