ଫେସବୁକ ଲଞ୍ଚ କଲା ସ୍ମାର୍ଟ ଚଷମା

The Sakala Picture
Published On

ନୂଆଦିଲ୍ଲୀ: ବଜାରକୁ ଆସିବାକୁ ଯାଉଛି ସ୍ମାର୍ଟ ଟଷମା । ରେ-ବ୍ୟାନର ସହ ମିଶି ଫେସବୁକ୍ ଲଞ୍ଚ କରିବାକୁ ଯାଉଛି ସ୍ମାର୍ଟ ଚଷମା । ଯେଉଁଥିରେ ରହିଛି ଅନେକ ଫିଚର୍ସ। କ୍ୟାମେରା ରେକଡିଂ ଠାରୁ ଆରମ୍ଭ କରି ଫଟୋ ଉଠାଇ ଫେସବୁକରେ ସେୟାର କରିହେବ ଏହି ସ୍ମାର୍ଟ ଚଷମା ଜରିଆରେ । ବ୍ୟବହାରକାରୀ ଏହି ଚସମା ପିନ୍ଧି ଗୀତ ଶୁଣି ପାରିବେ । ଏହା ସହିତ ଭିଡିଓ ରେକଡିଂ ବା ଫଟୋ ଉଠାଇ ତାକୁ ଫେସବୁକରେ ସେୟାର କରିପାରିବେ […]

ନୂଆଦିଲ୍ଲୀ: ବଜାରକୁ ଆସିବାକୁ ଯାଉଛି ସ୍ମାର୍ଟ ଟଷମା । ରେ-ବ୍ୟାନର ସହ ମିଶି ଫେସବୁକ୍ ଲଞ୍ଚ କରିବାକୁ ଯାଉଛି ସ୍ମାର୍ଟ ଚଷମା । ଯେଉଁଥିରେ ରହିଛି ଅନେକ ଫିଚର୍ସ। କ୍ୟାମେରା ରେକଡିଂ ଠାରୁ ଆରମ୍ଭ କରି ଫଟୋ ଉଠାଇ ଫେସବୁକରେ ସେୟାର କରିହେବ ଏହି ସ୍ମାର୍ଟ ଚଷମା ଜରିଆରେ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ବ୍ୟବହାରକାରୀ ଏହି ଚସମା ପିନ୍ଧି ଗୀତ ଶୁଣି ପାରିବେ । ଏହା ସହିତ ଭିଡିଓ ରେକଡିଂ ବା ଫଟୋ ଉଠାଇ ତାକୁ ଫେସବୁକରେ ସେୟାର କରିପାରିବେ । ଏହି ଚସମାରେ ୫ମେଗାପିକ୍ସେଲର ଡୁଆଲ ଇଣ୍ଟିଗ୍ରେଟେଡ୍ କ୍ୟାମେରା ଦିଆଯାଇଛି । ଏଥିରେ ୩୦ ସେକେଣ୍ଡ ଯାଏଁ ଭିଡିଓ ରେକର୍ଡିଂ କରିହେବ । ଏଥିପାଇଁ ଫିଚର୍ସ ବଟନ କିମ୍ବା ହ୍ୟାଣ୍ଡସ୍-ଫ୍ରି ଫେସବୁକ୍ ଆସିଷ୍ଟାଣ୍ଟ ଭଏଜ୍ କମାଣ୍ଡାଣ୍ଟର ବ୍ୟବହାର କରାଯାଇ ପାରିବ । ଏଥିରେ ଏଲଇଡି ଲାଇଟ୍ ମଧ୍ୟ ଦିଆଯାଇଛି । ଯେଉଁ ସମୟରେ ୟୁଜର୍ସ ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରିବେ ସେତେବେଳେ ଏହି ଏଲଇଡି ମାଧ୍ୟମରେ ପାଖରେ ଉପସ୍ଥିତ ଲୋକ ଜାଣିପାରିବ କି ୟୁଜର୍ସ ଭିଡିଓ କିମ୍ବା ଫଟୋ ଉତ୍ତୋଳନ କରୁଛି । ଏହି ସ୍ମାର୍ଟ ଚଷମାରେ ସ୍ପିକର ଏବଂ ଥ୍ରିଡି ମାଇକ୍ରୋଫୋନ୍ ଦିଆଯାଇଛି । କଲ ଆସିଲେ ଏଥିରେ ୟୁଜର୍ସ କଲ ରିସିଭ୍ କରି କଥାବାର୍ତ୍ତା ହୋଇପାରିବେ । ଆଉ ହେଡ୍ ଫୋନ୍ କିମ୍ବା ଇୟରଫୋନ୍ ବ୍ୟବହାର କରିବାକୁ ପଡିବ ନାହିଁ ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଫେସବୁକ ଲଞ୍ଚ କରିଥିବା ଏହି ଚସମାର ଦାମ ୨୯୯ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୨୨ହଜାର ଟଙ୍କା ରହିଛି ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

10 Sep 2021 By The Sakala

ଫେସବୁକ ଲଞ୍ଚ କଲା ସ୍ମାର୍ଟ ଚଷମା

ନୂଆଦିଲ୍ଲୀ: ବଜାରକୁ ଆସିବାକୁ ଯାଉଛି ସ୍ମାର୍ଟ ଟଷମା । ରେ-ବ୍ୟାନର ସହ ମିଶି ଫେସବୁକ୍ ଲଞ୍ଚ କରିବାକୁ ଯାଉଛି ସ୍ମାର୍ଟ ଚଷମା । ଯେଉଁଥିରେ ରହିଛି ଅନେକ ଫିଚର୍ସ। କ୍ୟାମେରା ରେକଡିଂ ଠାରୁ ଆରମ୍ଭ କରି ଫଟୋ ଉଠାଇ ଫେସବୁକରେ ସେୟାର କରିହେବ ଏହି ସ୍ମାର୍ଟ ଚଷମା ଜରିଆରେ ।

ବ୍ୟବହାରକାରୀ ଏହି ଚସମା ପିନ୍ଧି ଗୀତ ଶୁଣି ପାରିବେ । ଏହା ସହିତ ଭିଡିଓ ରେକଡିଂ ବା ଫଟୋ ଉଠାଇ ତାକୁ ଫେସବୁକରେ ସେୟାର କରିପାରିବେ । ଏହି ଚସମାରେ ୫ମେଗାପିକ୍ସେଲର ଡୁଆଲ ଇଣ୍ଟିଗ୍ରେଟେଡ୍ କ୍ୟାମେରା ଦିଆଯାଇଛି । ଏଥିରେ ୩୦ ସେକେଣ୍ଡ ଯାଏଁ ଭିଡିଓ ରେକର୍ଡିଂ କରିହେବ । ଏଥିପାଇଁ ଫିଚର୍ସ ବଟନ କିମ୍ବା ହ୍ୟାଣ୍ଡସ୍-ଫ୍ରି ଫେସବୁକ୍ ଆସିଷ୍ଟାଣ୍ଟ ଭଏଜ୍ କମାଣ୍ଡାଣ୍ଟର ବ୍ୟବହାର କରାଯାଇ ପାରିବ । ଏଥିରେ ଏଲଇଡି ଲାଇଟ୍ ମଧ୍ୟ ଦିଆଯାଇଛି । ଯେଉଁ ସମୟରେ ୟୁଜର୍ସ ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରିବେ ସେତେବେଳେ ଏହି ଏଲଇଡି ମାଧ୍ୟମରେ ପାଖରେ ଉପସ୍ଥିତ ଲୋକ ଜାଣିପାରିବ କି ୟୁଜର୍ସ ଭିଡିଓ କିମ୍ବା ଫଟୋ ଉତ୍ତୋଳନ କରୁଛି । ଏହି ସ୍ମାର୍ଟ ଚଷମାରେ ସ୍ପିକର ଏବଂ ଥ୍ରିଡି ମାଇକ୍ରୋଫୋନ୍ ଦିଆଯାଇଛି । କଲ ଆସିଲେ ଏଥିରେ ୟୁଜର୍ସ କଲ ରିସିଭ୍ କରି କଥାବାର୍ତ୍ତା ହୋଇପାରିବେ । ଆଉ ହେଡ୍ ଫୋନ୍ କିମ୍ବା ଇୟରଫୋନ୍ ବ୍ୟବହାର କରିବାକୁ ପଡିବ ନାହିଁ ।

ଫେସବୁକ ଲଞ୍ଚ କରିଥିବା ଏହି ଚସମାର ଦାମ ୨୯୯ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୨୨ହଜାର ଟଙ୍କା ରହିଛି ।

https://www.thesakala.in/technology/facebook-ray-ban-launch-first-smart-glasses/article-5320
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର