ଭାରତ ପାଇଁ ବିନୟ ପ୍ରକାଶଙ୍କୁ ନୂଆ ଆବାସିକ ଅଭିଯୋଗ ଅଧିକାରୀ ଭାବେ ନିଯୁକ୍ତ କଲା ଟ୍ୱିଟର

The Sakala Picture
Published On

ମୁଣ୍ଡ ନୁଆଁଇଲା ଟ୍ୱିଟର । ତାଗିଦ ପରେ ବାଟକୁ ଆସିଲା ମାଇକ୍ରୋ ବ୍ଳଗ୍ଗିଙ୍ଗ ସୋସିଆଲ ମିଡ଼ିଆ ସାଇଟ ଟ୍ୱିଟର । ଭାରତ ପାଇଁ ନୂଆ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ କଲା ଟ୍ୱିଟର। ଟ୍ୱିଟର ବିନୟ ପ୍ରକାଶଙ୍କୁ ଭାରତରେ ନିଜ କମ୍ପାନୀର ରେସିଡେଣ୍ଟ ଅଭିଯୋଗ ଅଧିକାରୀ ଭାବେ ନିଯୁକ୍ତ କରିଛି। ଏହି ସୂଚନା କମ୍ପାନୀର ୱେବସାଇଟରେ ଦିଆଯାଇଛି | ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟରେ କମ୍ପାନୀ କହିଥିଲା ଯେ ନୂଆ ଆଇଟି ନିୟମ ଅନୁଯାୟୀ ଅଭିଯୋଗ ଅଧିକାରୀ […]

ମୁଣ୍ଡ ନୁଆଁଇଲା ଟ୍ୱିଟର । ତାଗିଦ ପରେ ବାଟକୁ ଆସିଲା ମାଇକ୍ରୋ ବ୍ଳଗ୍ଗିଙ୍ଗ ସୋସିଆଲ ମିଡ଼ିଆ ସାଇଟ ଟ୍ୱିଟର । ଭାରତ ପାଇଁ ନୂଆ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ କଲା ଟ୍ୱିଟର। ଟ୍ୱିଟର ବିନୟ ପ୍ରକାଶଙ୍କୁ ଭାରତରେ ନିଜ କମ୍ପାନୀର ରେସିଡେଣ୍ଟ ଅଭିଯୋଗ ଅଧିକାରୀ ଭାବେ ନିଯୁକ୍ତ କରିଛି। ଏହି ସୂଚନା କମ୍ପାନୀର ୱେବସାଇଟରେ ଦିଆଯାଇଛି |

ଆହୁରି ପଢ଼ନ୍ତୁ: ମିଳିତ ଜାତିସଂଘ ରିପୋର୍ଟକୁ ଖାରଜ କଲା ଭାରତ: ଯୁବ ଆନ୍ଦୋଳନ ସମ୍ପର୍କିତ ଦାବିକୁ 'ଗୁଜବ' ଓ 'ଅସତ୍ୟ' କହିଲା ନୂଆଦିଲ୍ଲୀ

ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟରେ କମ୍ପାନୀ କହିଥିଲା ଯେ ନୂଆ ଆଇଟି ନିୟମ ଅନୁଯାୟୀ ଅଭିଯୋଗ ଅଧିକାରୀ (ଆବାସିକ ଅଭିଯୋଗ ଅଧିକାରୀ) ନିଯୁକ୍ତି ପ୍ରକ୍ରିୟା ଚାଲିଛି ଏବଂ ଜୁଲାଇ ୧୧ କିମ୍ବା ଏହା ପୂର୍ବରୁ ଏହି ପ୍ରକ୍ରିୟା ଶେଷ ହେବ ।

ଆହୁରି ପଢ଼ନ୍ତୁ: ନଭେମ୍ବରରେ ବଢ଼ିବ ପେଟ୍ରୋଲ, ଡିଜେଲ ଓ ମୋବାଇଲ ଟାରିଫ୍; ଆହୁରି ମହଙ୍ଗା ହେବ ଡାଲି, ଅଟା ଓ ଖାଇବା ତେଲ

ସୂଚନାଯୋଗ୍ୟ, ଭାରତରେ ନୂତନ ଆଇଟି ନିୟମାବଳୀ ପାଳନ ନ କରିବାରୁ ଟ୍ୱିଟର କ୍ରମାଗତ ଭାବେ ବିବାଦ ଘେରକୁ ଆସୁଥିଲା। ଜୁଲାଇ ୮ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ଭାରତରେ ଅଭିଯୋଗ ଅଧିକାରୀ ନିଯୁକ୍ତ ଲାଗି ଟ୍ୱିଟରକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଜେନ୍‌-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର