୨୦ କୋଟି ଟୁଇଟର ୟୁଜର୍ସଙ୍କ ଇମେଲ ଆଇଡି ହ୍ୟାକ୍, ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଥିବା ସନ୍ଦେହ

The Sakala Picture
Published On

ନୂଆଦିଲ୍ଲୀ: ସାବଧାନ ଟୁଇଟର ୟୁଜର୍ସ । ‘ଟୁଇଟର’ ରୁ ହ୍ୟାକ୍ ହେଉଛି ଆପଣଙ୍କ ଇମେଲ ଆଇଡି । ମାଇକ୍ରୋବ୍ଲଗିଗଂ ସାଇଟ୍ ଟୁଇଟର ବ୍ୟବହାରକାରୀଙ୍କ ଇ-ମେଲ ଆଇଡି ହ୍ୟାକ୍ କରିଛନ୍ତି ସାଇବର ଅପରାଧୀ । ୨୦ କୋଟିରୁ ଅଧିକ ଟୁଇଟର ୟୁଜର୍ସଙ୍କ ଇମେଲ ଆଇଡି ହ୍ୟାକ୍ ହୋଇଥିବା ଜଣାପଡିଛି । ‘ଟୁଇଟର୍‌’ ୟୁଜର୍ସଙ୍କ ଇମେଲ ଆଇଡି ହ୍ୟାକ କରାଯିବା ପରେ ଏହାକୁ ଏକ ଅନଲାଇନ ହ୍ୟାକିଂ ଫୋରମରେ ପୋଷ୍ଟ କରାଯାଇଛି । ଲିକ୍‌ ହୋଇଥିବା ଡାଟା ବୁଧବାର ଦିନ […]

ନୂଆଦିଲ୍ଲୀ: ସାବଧାନ ଟୁଇଟର ୟୁଜର୍ସ । ‘ଟୁଇଟର’ ରୁ ହ୍ୟାକ୍ ହେଉଛି ଆପଣଙ୍କ ଇମେଲ ଆଇଡି । ମାଇକ୍ରୋବ୍ଲଗିଗଂ ସାଇଟ୍ ଟୁଇଟର ବ୍ୟବହାରକାରୀଙ୍କ ଇ-ମେଲ ଆଇଡି ହ୍ୟାକ୍ କରିଛନ୍ତି ସାଇବର ଅପରାଧୀ । ୨୦ କୋଟିରୁ ଅଧିକ ଟୁଇଟର ୟୁଜର୍ସଙ୍କ ଇମେଲ ଆଇଡି ହ୍ୟାକ୍ ହୋଇଥିବା ଜଣାପଡିଛି । ‘ଟୁଇଟର୍‌’ ୟୁଜର୍ସଙ୍କ ଇମେଲ ଆଇଡି ହ୍ୟାକ କରାଯିବା ପରେ ଏହାକୁ ଏକ ଅନଲାଇନ ହ୍ୟାକିଂ ଫୋରମରେ ପୋଷ୍ଟ କରାଯାଇଛି ।

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପରେ ବଢ଼ିବ ପ୍ରାଇଭେସି: ଏବେ ଟେକ୍ସଟ୍ ମେସେଜ୍ ପାଇଁ ମଧ୍ୟ ମିଳିବ 'ଭିୟୁ ୱାନ୍ସ' ଫିଚର୍

ଲିକ୍‌ ହୋଇଥିବା ଡାଟା ବୁଧବାର ଦିନ ଉକ୍ତ ହ୍ୟାକର୍‌ ଫୋରମ୍‌ରେ ପ୍ରସାରିତ ହୋଇଥିଲା। ତାହାର କେତେକ ସ୍କ୍ରିନ୍‌ସଟ୍‌ ସମ୍ପ୍ରତି ଅନ୍‌ଲାଇନ୍‌ରେ ପ୍ରସାରଣ ହେଉଛି। ଏତେସଂଖ୍ୟକ ଇ-ମେଲ ହ୍ୟାକିଂ ଯୋଗୁ ଫିସିଂ ଓ ଡକ୍ସିଂ ଭଳି ମାମଲା ବଢ଼ିବ ବୋଲି ଇସ୍ରାଏଲ ସାଇବର ସିକ୍ୟୁରିଟି ମନିଟରିଂ ଫାର୍ମ ହୁଡସନ ଲିଙ୍କଡ-ଇନ୍ ରେ ପୋଷ୍ଟ କରିଛନ୍ତି । ଡାଟା ଲିକର ଦୁଇ ସପ୍ତାହ ପରେ ବି ୟୁଜର୍ସଙ୍କ ଇ-ମେଲ ହ୍ୟାକକୁ ନେଇ ଟ୍ବିଟର ପକ୍ଷରୁ କିଛି ଟିପ୍ପଣୀ ରଖାଯାଇନାହିଁ । ଅନଲାଇନ ହ୍ୟାକିଂ ପ୍ଲାଟଫର୍ମରେ ପୋଷ୍ଟ ହୋଇଥିବା ଇମେଲ ଟ୍ବିଟରରୁ ହିଁ ଚୋରି ହୋଇଛି ବୋଲି ବ୍ରିଚ୍ ନୋଟିଫିକେସନ ସାଇଟ ହାବ ଆଇ ବିନ୍ ପନଡର ନିର୍ମାତା କହିଛନ୍ତି ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

06 Jan 2023 By The Sakala

୨୦ କୋଟି ଟୁଇଟର ୟୁଜର୍ସଙ୍କ ଇମେଲ ଆଇଡି ହ୍ୟାକ୍, ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଥିବା ସନ୍ଦେହ

ନୂଆଦିଲ୍ଲୀ: ସାବଧାନ ଟୁଇଟର ୟୁଜର୍ସ । ‘ଟୁଇଟର’ ରୁ ହ୍ୟାକ୍ ହେଉଛି ଆପଣଙ୍କ ଇମେଲ ଆଇଡି । ମାଇକ୍ରୋବ୍ଲଗିଗଂ ସାଇଟ୍ ଟୁଇଟର ବ୍ୟବହାରକାରୀଙ୍କ ଇ-ମେଲ ଆଇଡି ହ୍ୟାକ୍ କରିଛନ୍ତି ସାଇବର ଅପରାଧୀ । ୨୦ କୋଟିରୁ ଅଧିକ ଟୁଇଟର ୟୁଜର୍ସଙ୍କ ଇମେଲ ଆଇଡି ହ୍ୟାକ୍ ହୋଇଥିବା ଜଣାପଡିଛି । ‘ଟୁଇଟର୍‌’ ୟୁଜର୍ସଙ୍କ ଇମେଲ ଆଇଡି ହ୍ୟାକ କରାଯିବା ପରେ ଏହାକୁ ଏକ ଅନଲାଇନ ହ୍ୟାକିଂ ଫୋରମରେ ପୋଷ୍ଟ କରାଯାଇଛି ।

ଲିକ୍‌ ହୋଇଥିବା ଡାଟା ବୁଧବାର ଦିନ ଉକ୍ତ ହ୍ୟାକର୍‌ ଫୋରମ୍‌ରେ ପ୍ରସାରିତ ହୋଇଥିଲା। ତାହାର କେତେକ ସ୍କ୍ରିନ୍‌ସଟ୍‌ ସମ୍ପ୍ରତି ଅନ୍‌ଲାଇନ୍‌ରେ ପ୍ରସାରଣ ହେଉଛି। ଏତେସଂଖ୍ୟକ ଇ-ମେଲ ହ୍ୟାକିଂ ଯୋଗୁ ଫିସିଂ ଓ ଡକ୍ସିଂ ଭଳି ମାମଲା ବଢ଼ିବ ବୋଲି ଇସ୍ରାଏଲ ସାଇବର ସିକ୍ୟୁରିଟି ମନିଟରିଂ ଫାର୍ମ ହୁଡସନ ଲିଙ୍କଡ-ଇନ୍ ରେ ପୋଷ୍ଟ କରିଛନ୍ତି । ଡାଟା ଲିକର ଦୁଇ ସପ୍ତାହ ପରେ ବି ୟୁଜର୍ସଙ୍କ ଇ-ମେଲ ହ୍ୟାକକୁ ନେଇ ଟ୍ବିଟର ପକ୍ଷରୁ କିଛି ଟିପ୍ପଣୀ ରଖାଯାଇନାହିଁ । ଅନଲାଇନ ହ୍ୟାକିଂ ପ୍ଲାଟଫର୍ମରେ ପୋଷ୍ଟ ହୋଇଥିବା ଇମେଲ ଟ୍ବିଟରରୁ ହିଁ ଚୋରି ହୋଇଛି ବୋଲି ବ୍ରିଚ୍ ନୋଟିଫିକେସନ ସାଇଟ ହାବ ଆଇ ବିନ୍ ପନଡର ନିର୍ମାତା କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର