ହ୍ବାଟ୍ସଆପ୍ ଆଣିବାକୁ ଯାଉଛି ‘ସ୍କ୍ରିନ୍ ସଟ୍ ବ୍ଲକିଂ’ ଫିଚର୍
ନୂଆଦିଲ୍ଲୀ: ହ୍ବାଟ୍ସଆପ୍ ବ୍ୟବହାରକରୀଙ୍କ ପାଇଁ ଖୁବ୍ଶୀଘ୍ର ‘ଭିୟୁ ୱାନ୍ସ’ ମେସେଜ୍ ଲାଗି ‘ସ୍କ୍ରିନ୍ ସଟ୍ ବ୍ଲକିଂ’ ଫିଚର୍ ଉପଲବ୍ଧ ହେବ। ଏବେ ଏହି ଫିଚର୍ ଆଣ୍ଡ୍ରଏଡ୍ର ବିଟା ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ଅଛି। ଆଗକୁ ଏହା ଆଇଓଏସ୍ ବିଟା ପାଇଁ ଉପଲବ୍ଧ କରାଯିବ। ତେେବ ଏହି ଫିଚର୍ ଦ୍ବାରା ଭିୟୁ ୱାନ୍ସ ମାଧ୍ୟମରେ ପଠାଯାଉଥିବା ପ୍ରତ୍ୟେକ ଭିଡିଓ ଓ ଫଟୋର ସ୍କ୍ରିନ୍ ସଟ୍ ବ୍ୟବହାରକାରୀ ନେଇପାରିବେ ନାହିଁ। ଏହାର ଉଦ୍ଦେଶ୍ୟ ସ୍କ୍ରିନ୍ ସଟ୍ ଓ ସ୍କ୍ରିନ୍ ରେକର୍ଡିଂକୁ […]
ନୂଆଦିଲ୍ଲୀ: ହ୍ବାଟ୍ସଆପ୍ ବ୍ୟବହାରକରୀଙ୍କ ପାଇଁ ଖୁବ୍ଶୀଘ୍ର ‘ଭିୟୁ ୱାନ୍ସ’ ମେସେଜ୍ ଲାଗି ‘ସ୍କ୍ରିନ୍ ସଟ୍ ବ୍ଲକିଂ’ ଫିଚର୍ ଉପଲବ୍ଧ ହେବ। ଏବେ ଏହି ଫିଚର୍ ଆଣ୍ଡ୍ରଏଡ୍ର ବିଟା ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ଅଛି। ଆଗକୁ ଏହା ଆଇଓଏସ୍ ବିଟା ପାଇଁ ଉପଲବ୍ଧ କରାଯିବ। ତେେବ ଏହି ଫିଚର୍ ଦ୍ବାରା ଭିୟୁ ୱାନ୍ସ ମାଧ୍ୟମରେ ପଠାଯାଉଥିବା ପ୍ରତ୍ୟେକ ଭିଡିଓ ଓ ଫଟୋର ସ୍କ୍ରିନ୍ ସଟ୍ ବ୍ୟବହାରକାରୀ ନେଇପାରିବେ ନାହିଁ। ଏହାର ଉଦ୍ଦେଶ୍ୟ ସ୍କ୍ରିନ୍ ସଟ୍ ଓ ସ୍କ୍ରିନ୍ ରେକର୍ଡିଂକୁ ରୋକି ୟୁଜର୍ଙ୍କ ପ୍ରାଇଭେସିକୁ ସୁରକ୍ଷିତ ଓ ଉନ୍ନତ କରାଇବା। ଅନ୍ୟପଟେ ଏବେ ହ୍ବାଟ୍ସଆପ୍ ଏହି ଫିଚର୍ର ପରୀକ୍ଷା ଜାରି ରଖିଛି।