ମହିଳା ଟି-୨୦ ବିଶ୍ବକପ୍ : ପାକିସ୍ତାନ ବିପକ୍ଷରେ ଭାରତର ଜବରଦସ୍ତ ବିଜୟ

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ୍ ଟି-୨୦ ବିଶ୍ବ କପ୍ ୨୦୨୪ ପାଇଁ ନିଜ ଦ୍ବିତୀୟ ମୁକାବିଲାରେ ପାକିସ୍ତାନକୁ ୬ ଓ୍ବିକେଟରେ ହରାଇଛି । ଦୁବାଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ପାକିସ୍ତାନର ଅଧିନାୟକ ଫାତିମା ସନା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଟିମ୍ ୨୦ ଓଭରରେ ୮ ଓ୍ବିକେଟରେ ୧୦୫ ରନ୍ କରିଥିଲା । ଭାରତୀୟ ଦଳକୁ ୧୦୬ ରନର ଲକ୍ଷ୍ୟ ମିଳିଥିଲା । ଭାରତ ଏହି ଲକ୍ଷ୍ୟକୁ ୪ […]

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ୍ ଟି-୨୦ ବିଶ୍ବ କପ୍ ୨୦୨୪ ପାଇଁ ନିଜ ଦ୍ବିତୀୟ ମୁକାବିଲାରେ ପାକିସ୍ତାନକୁ ୬ ଓ୍ବିକେଟରେ ହରାଇଛି । ଦୁବାଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ପାକିସ୍ତାନର ଅଧିନାୟକ ଫାତିମା ସନା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଟିମ୍ ୨୦ ଓଭରରେ ୮ ଓ୍ବିକେଟରେ ୧୦୫ ରନ୍ କରିଥିଲା । ଭାରତୀୟ ଦଳକୁ ୧୦୬ ରନର ଲକ୍ଷ୍ୟ ମିଳିଥିଲା । ଭାରତ ଏହି ଲକ୍ଷ୍ୟକୁ ୪ ଓ୍ବିକେଟ ହରାଇ ବିଜୟ ହାସଲ କରିଛି।

ଆହୁରି ପଢ଼ନ୍ତୁ: ଆସନ୍ତା ସେପ୍ଟେମ୍ବର ମାସରେ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ କ୍ରିଷ୍ଟିଆନୋ ରୋନାଲ୍ଡୋ!

06 Oct 2024 By The Sakala

ମହିଳା ଟି-୨୦ ବିଶ୍ବକପ୍ : ପାକିସ୍ତାନ ବିପକ୍ଷରେ ଭାରତର ଜବରଦସ୍ତ ବିଜୟ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ୍ ଟି-୨୦ ବିଶ୍ବ କପ୍ ୨୦୨୪ ପାଇଁ ନିଜ ଦ୍ବିତୀୟ ମୁକାବିଲାରେ ପାକିସ୍ତାନକୁ ୬ ଓ୍ବିକେଟରେ ହରାଇଛି । ଦୁବାଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ପାକିସ୍ତାନର ଅଧିନାୟକ ଫାତିମା ସନା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଟିମ୍ ୨୦ ଓଭରରେ ୮ ଓ୍ବିକେଟରେ ୧୦୫ ରନ୍ କରିଥିଲା । ଭାରତୀୟ ଦଳକୁ ୧୦୬ ରନର ଲକ୍ଷ୍ୟ ମିଳିଥିଲା । ଭାରତ ଏହି ଲକ୍ଷ୍ୟକୁ ୪ ଓ୍ବିକେଟ ହରାଇ ବିଜୟ ହାସଲ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର