ଦିନିକିଆ ବିଶ୍ୱକପ୍‌ ୨୦୨୩: ଆଜି ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

The Sakala Picture
Published On

ପୁଣେ: ଦିନିକିଆ ବିଶ୍ୱକପ୍‌ ୨୦୨୩ । ବୁଧବାର ପୁଣେ ଷ୍ଟାଡିୟମ୍‌ରେ ଆଜି ମୁହାଁମୁହିଁ ହେବେଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ଟିମ୍‌ । ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକାରେ ଟିମ୍‌ ୬ଟି ମୁକାବିଲା ଖେଳିସାରିଛି । ସେଥିରୁ ୫ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମୁକାବିଲାରେ ପରାସ୍ତ ହୋଇଛି । ମୋଟ ୧୦ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚ୍‌ ଜିତି ସେମି ରାସ୍ତାରେ ଅଗ୍ରସର ହେବାକୁ ଟିମ୍‌ ଉଦ୍ୟମ କରିବ । ସେପଟେ […]

ପୁଣେ: ଦିନିକିଆ ବିଶ୍ୱକପ୍‌ ୨୦୨୩ । ବୁଧବାର ପୁଣେ ଷ୍ଟାଡିୟମ୍‌ରେ ଆଜି ମୁହାଁମୁହିଁ ହେବେଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ଟିମ୍‌ । ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକାରେ ଟିମ୍‌ ୬ଟି ମୁକାବିଲା ଖେଳିସାରିଛି । ସେଥିରୁ ୫ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମୁକାବିଲାରେ ପରାସ୍ତ ହୋଇଛି । ମୋଟ ୧୦ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚ୍‌ ଜିତି ସେମି ରାସ୍ତାରେ ଅଗ୍ରସର ହେବାକୁ ଟିମ୍‌ ଉଦ୍ୟମ କରିବ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ସେପଟେ ନ୍ୟୁଜିଲାଣ୍ଡ ଟିମ୍‌ ବର୍ତ୍ତମାନ ସୁଦ୍ଧା ୬ଟି ମୁକାବିଲା ଖେଳିସାରିଛି । ସେଥିରୁ ୪ଟିରେ ବିଜୟୀ ହୋଇଥିବା ବେଳେ ଦୁଇଟି ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି । ନ୍ୟୁଜିଲାଣ୍ଡ ଟିମ୍‌ ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ତୃତୀୟ ସ୍ଥାନରେ ରହିଛି।ତେବେ ଉଭୟ ଟିମ୍‌ ଦମ୍‌ଦାର ଫର୍ମରେ ରହିଛନ୍ତି । ତେଣୁ ଆଜି ଖେଳାଯିବାକୁ ଥିବା ମ୍ୟାଚ୍‌ ବେଶେ ରୋମାଞ୍ଚକପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ସମ୍ଭାବ୍ୟ ଦଳ :

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ନ୍ୟୁଜିଲାଣ୍ଡ: ଓ୍ୱିଲ୍‌ ୟଙ୍ଗ, ଡେଭନ୍‌ କନଓ୍ୱେ, ରଚିନ ରବିନ୍ଦ୍ର, ଡାରିଲ ମିଚେଲ୍‌, ଟମ୍‌ ଲାଥମ (ଅଧିନାୟକ), ଗ୍ଲେନ୍‌ ଫିଲିପ୍ସ, ଜିମ୍ମି ନୀଶମ୍‌, ମିଚେଲ୍‌ ସଣ୍ଟନର, ମାଟ୍‌ ହେନରୀ, ଟ୍ରେଣ୍ଟ ବୋଲ୍ଟ, ଲୋକି ଫର୍ଗୁସନ।

ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ ଡି କକ୍‌, ତେମ୍ବା ବଭୁମା(ଅଧିନାୟକ), ରାଶି ଭାନ୍‌ ଡର୍‌ ଡୁସେନ୍‌, ଆଡେମ୍‌ ମାରକ୍ରମ, ହେରରିକ କ୍ଲାସେନ୍‌, ଡେଭିଡ୍ ମିଲର, ମାର୍କୋ ଜାନସନେ, ଗୋରଲ୍ଡ କୋଏଜି, କେଶବ ମହାରାଜ, କାଗିସୋ ରାବାଡ଼ା, ତାବ୍ରେଜ୍‌ ସାମସି ।

01 Nov 2023 By The Sakala

ଦିନିକିଆ ବିଶ୍ୱକପ୍‌ ୨୦୨୩: ଆଜି ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

ପୁଣେ: ଦିନିକିଆ ବିଶ୍ୱକପ୍‌ ୨୦୨୩ । ବୁଧବାର ପୁଣେ ଷ୍ଟାଡିୟମ୍‌ରେ ଆଜି ମୁହାଁମୁହିଁ ହେବେଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ଟିମ୍‌ । ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକାରେ ଟିମ୍‌ ୬ଟି ମୁକାବିଲା ଖେଳିସାରିଛି । ସେଥିରୁ ୫ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମୁକାବିଲାରେ ପରାସ୍ତ ହୋଇଛି । ମୋଟ ୧୦ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚ୍‌ ଜିତି ସେମି ରାସ୍ତାରେ ଅଗ୍ରସର ହେବାକୁ ଟିମ୍‌ ଉଦ୍ୟମ କରିବ ।

ସେପଟେ ନ୍ୟୁଜିଲାଣ୍ଡ ଟିମ୍‌ ବର୍ତ୍ତମାନ ସୁଦ୍ଧା ୬ଟି ମୁକାବିଲା ଖେଳିସାରିଛି । ସେଥିରୁ ୪ଟିରେ ବିଜୟୀ ହୋଇଥିବା ବେଳେ ଦୁଇଟି ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି । ନ୍ୟୁଜିଲାଣ୍ଡ ଟିମ୍‌ ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ତୃତୀୟ ସ୍ଥାନରେ ରହିଛି।ତେବେ ଉଭୟ ଟିମ୍‌ ଦମ୍‌ଦାର ଫର୍ମରେ ରହିଛନ୍ତି । ତେଣୁ ଆଜି ଖେଳାଯିବାକୁ ଥିବା ମ୍ୟାଚ୍‌ ବେଶେ ରୋମାଞ୍ଚକପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

ସମ୍ଭାବ୍ୟ ଦଳ :

ନ୍ୟୁଜିଲାଣ୍ଡ: ଓ୍ୱିଲ୍‌ ୟଙ୍ଗ, ଡେଭନ୍‌ କନଓ୍ୱେ, ରଚିନ ରବିନ୍ଦ୍ର, ଡାରିଲ ମିଚେଲ୍‌, ଟମ୍‌ ଲାଥମ (ଅଧିନାୟକ), ଗ୍ଲେନ୍‌ ଫିଲିପ୍ସ, ଜିମ୍ମି ନୀଶମ୍‌, ମିଚେଲ୍‌ ସଣ୍ଟନର, ମାଟ୍‌ ହେନରୀ, ଟ୍ରେଣ୍ଟ ବୋଲ୍ଟ, ଲୋକି ଫର୍ଗୁସନ।

ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ ଡି କକ୍‌, ତେମ୍ବା ବଭୁମା(ଅଧିନାୟକ), ରାଶି ଭାନ୍‌ ଡର୍‌ ଡୁସେନ୍‌, ଆଡେମ୍‌ ମାରକ୍ରମ, ହେରରିକ କ୍ଲାସେନ୍‌, ଡେଭିଡ୍ ମିଲର, ମାର୍କୋ ଜାନସନେ, ଗୋରଲ୍ଡ କୋଏଜି, କେଶବ ମହାରାଜ, କାଗିସୋ ରାବାଡ଼ା, ତାବ୍ରେଜ୍‌ ସାମସି ।

https://www.thesakala.in/sports/new-zealand-vs-south-africa-icc-cricket-world-cup-2023/article-26904
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର