ଅନଲାଇନରେ ଆଗ୍ରହୀ ପିଲାଙ୍କୁ କ୍ରିକେଟ୍ ଟ୍ରେନିଂ ଦେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର

The Sakala Picture
Published On

ମୁମ୍ବାଇ : ଏଣିକି କ୍ରିକେଟ୍ ଅନ୍‌ଲାଇନରେ ମିଳିବ କ୍ରିକେଟ୍ ଟ୍ରେନିଂ। ଆଉ ଟ୍ରେନି ଦେବେ ଖୋଦ୍‌ କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଲାଇଭ୍ ଇଣ୍ଟରାକ୍ଟିଭ୍ କ୍ଲାସ୍ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯାହା କ୍ରିକେଟ୍‌ ଏକାଡେମୀର ଶିକ୍ଷାର୍ଥୀମାନଙ୍କ ପାଇଁ ଉପଲବ୍ଧ ହେବ। ସଚିନ ଅନଲାଇନ ଶିକ୍ଷା ପ୍ଲାଟଫର୍ମ ଅନଏକାଡେମୀର ବ୍ରାଣ୍ଡ ଆମ୍ବାସେଡର ହେବାପରେ ଅନଏକାଡେମୀରେ ସଚିନ ଆଗ୍ରହୀ ପିଲାମାନଙ୍କୁ କ୍ରିକେଟ […]

ମୁମ୍ବାଇ : ଏଣିକି କ୍ରିକେଟ୍ ଅନ୍‌ଲାଇନରେ ମିଳିବ କ୍ରିକେଟ୍ ଟ୍ରେନିଂ। ଆଉ ଟ୍ରେନି ଦେବେ ଖୋଦ୍‌ କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଲାଇଭ୍ ଇଣ୍ଟରାକ୍ଟିଭ୍ କ୍ଲାସ୍ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯାହା କ୍ରିକେଟ୍‌ ଏକାଡେମୀର ଶିକ୍ଷାର୍ଥୀମାନଙ୍କ ପାଇଁ ଉପଲବ୍ଧ ହେବ।

ଆହୁରି ପଢ଼ନ୍ତୁ: ଆଇପିଏଲରେ ‘ବେବି ବସ୍’ଙ୍କ ଆତଙ୍କ: ୧୫ ବର୍ଷୀୟ ବୈଭବଙ୍କ ବିସ୍ଫୋରକ ବ୍ୟାଟିଂରେ ଥରୁଛନ୍ତି ବୋଲର୍

ଆହୁରି ପଢ଼ନ୍ତୁ: ଏସିଆନ ଗେମ୍ସ ୨୦୨୬ ଟ୍ରାଏଲ୍ସ: ସୁପ୍ରିମକୋର୍ଟରୁ ଭିନେଶ ଫୋଗାଟଙ୍କୁ ବଡ଼ ଆଶ୍ୱସ୍ତି, ଭାଗ ନେବାକୁ ମିଳିଲା ଅନୁମତି

ସଚିନ ଅନଲାଇନ ଶିକ୍ଷା ପ୍ଲାଟଫର୍ମ ଅନଏକାଡେମୀର ବ୍ରାଣ୍ଡ ଆମ୍ବାସେଡର ହେବାପରେ ଅନଏକାଡେମୀରେ ସଚିନ ଆଗ୍ରହୀ ପିଲାମାନଙ୍କୁ କ୍ରିକେଟ ଶିଖାଇବେ ବୋଲି ଜଣାପଡିଛି। ତେନ୍ଦୁଲକର ଏହି ପ୍ଲାଟଫର୍ମରେ ମାଗଣାରେ କୋଚିଂ ଦେବେ ଏବଂ ପ୍ଲାଟଫର୍ମରେ ଲାଇଭ କୋଚିଂ କ୍ଲାସରେ ସାମିଲ ହେବେ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ଗିଲ୍‌ଙ୍କ ଶତକ ବଳରେ ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ, ମାତ୍ର ହୃଦୟ ଜିତିଲେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ

ଚୁକ୍ତିର ଏକ ଅଂଶ ଭାବରେ, ଅନଏକାଡେମୀ ଶିକ୍ଷାର୍ଥୀମାନେ ଏକ ଲାଇଭ୍‌ ଇଣ୍ଟରାକ୍ଟିଭ୍ କ୍ଲାସ୍‌ର ସୁବିଧା ପାଇବେ। ଯାହା ମାଧ୍ୟମରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ଙ୍କ ଦ୍ୱାରା ଯୁବକମାନଙ୍କୁ ତାଲିମ ଦିଆଯିବ ଏବଂ ପରାମର୍ଶ ଦିଆଯିବ। ଯାହା ସମସ୍ତେ ଅନଏକାଡେମୀ ପ୍ଲାଟଫର୍ମରେ ମାଗଣାରେ ଉପଲବ୍ଧ କରିପାରିବେ।

23 Feb 2021 By The Sakala

ଅନଲାଇନରେ ଆଗ୍ରହୀ ପିଲାଙ୍କୁ କ୍ରିକେଟ୍ ଟ୍ରେନିଂ ଦେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର

ମୁମ୍ବାଇ : ଏଣିକି କ୍ରିକେଟ୍ ଅନ୍‌ଲାଇନରେ ମିଳିବ କ୍ରିକେଟ୍ ଟ୍ରେନିଂ। ଆଉ ଟ୍ରେନି ଦେବେ ଖୋଦ୍‌ କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଲାଇଭ୍ ଇଣ୍ଟରାକ୍ଟିଭ୍ କ୍ଲାସ୍ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯାହା କ୍ରିକେଟ୍‌ ଏକାଡେମୀର ଶିକ୍ଷାର୍ଥୀମାନଙ୍କ ପାଇଁ ଉପଲବ୍ଧ ହେବ।

ସଚିନ ଅନଲାଇନ ଶିକ୍ଷା ପ୍ଲାଟଫର୍ମ ଅନଏକାଡେମୀର ବ୍ରାଣ୍ଡ ଆମ୍ବାସେଡର ହେବାପରେ ଅନଏକାଡେମୀରେ ସଚିନ ଆଗ୍ରହୀ ପିଲାମାନଙ୍କୁ କ୍ରିକେଟ ଶିଖାଇବେ ବୋଲି ଜଣାପଡିଛି। ତେନ୍ଦୁଲକର ଏହି ପ୍ଲାଟଫର୍ମରେ ମାଗଣାରେ କୋଚିଂ ଦେବେ ଏବଂ ପ୍ଲାଟଫର୍ମରେ ଲାଇଭ କୋଚିଂ କ୍ଲାସରେ ସାମିଲ ହେବେ ବୋଲି ଜଣାପଡିଛି।

ଚୁକ୍ତିର ଏକ ଅଂଶ ଭାବରେ, ଅନଏକାଡେମୀ ଶିକ୍ଷାର୍ଥୀମାନେ ଏକ ଲାଇଭ୍‌ ଇଣ୍ଟରାକ୍ଟିଭ୍ କ୍ଲାସ୍‌ର ସୁବିଧା ପାଇବେ। ଯାହା ମାଧ୍ୟମରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ଙ୍କ ଦ୍ୱାରା ଯୁବକମାନଙ୍କୁ ତାଲିମ ଦିଆଯିବ ଏବଂ ପରାମର୍ଶ ଦିଆଯିବ। ଯାହା ସମସ୍ତେ ଅନଏକାଡେମୀ ପ୍ଲାଟଫର୍ମରେ ମାଗଣାରେ ଉପଲବ୍ଧ କରିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର