ଆଇପିଏଲ- ୨୦୨୧: ବାଙ୍ଗାଲୋରକୁ ୧୮୦ ରନର ଟାର୍ଗେଟ୍ ଦେଲା ପଞ୍ଜାବ

The Sakala Picture
Published On

ଅହମ୍ମଦାବାଦ: ଆଇପିଏଲ୍‌- ୨୦୨୧ର ୨୬ତମ ଲିଗ୍‌ ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍‌ସ ମୁହାଁମୁହିଁ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜରସ୍‌ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି । ଫଳରେ ପଞ୍ଜାବ ପ୍ରଥମେ ବ୍ଯାଟିଂ କରି  ୧୭୯ ରନ କରି ବାଙ୍ଗାଲୋରକୁ  ୧୮୦ ରନର ଟାର୍ଗେଟ ଦେଇଛି। ସୂଚନା ଅନୁଯାୟୀ, ପ୍ରଥମରୁ ଅଧିନାୟକ ଲୋକେଶ ରାହୁଲ ଓ କ୍ରିସ୍‌ ଗେଲ୍‌ଙ୍କ ଆକ୍ରାମଣାତ୍ମକ ଖେଳ ଦେଖିବାକୁ ମିଳିଥିଲା । […]

ଅହମ୍ମଦାବାଦ: ଆଇପିଏଲ୍‌- ୨୦୨୧ର ୨୬ତମ ଲିଗ୍‌ ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍‌ସ ମୁହାଁମୁହିଁ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜରସ୍‌ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି । ଫଳରେ ପଞ୍ଜାବ ପ୍ରଥମେ ବ୍ଯାଟିଂ କରି  ୧୭୯ ରନ କରି ବାଙ୍ଗାଲୋରକୁ  ୧୮୦ ରନର ଟାର୍ଗେଟ ଦେଇଛି।

ଆହୁରି ପଢ଼ନ୍ତୁ: ବିଶ୍ୱକପ୍ ଫାଇନାଲ୍ ୨୦୨୬: ଆର୍ଜେଣ୍ଟିନାକୁ ମାତ୍ ଦେଇ ଟାଇଟଲ୍ ହାତେଇଲା ସ୍ପେନ୍, ମେସିଙ୍କ ଯାଦୁ ଫିକା

ସୂଚନା ଅନୁଯାୟୀ, ପ୍ରଥମରୁ ଅଧିନାୟକ ଲୋକେଶ ରାହୁଲ ଓ କ୍ରିସ୍‌ ଗେଲ୍‌ଙ୍କ ଆକ୍ରାମଣାତ୍ମକ ଖେଳ ଦେଖିବାକୁ ମିଳିଥିଲା । କ୍ରିସ ଗେଲ ୨୪ ବଲରେ ୪୬ ରନ କରି ଆଉଟ ହୋଇଥିବା ବେଳେ ଲୋକେଶ ରାହୁଲ ୫୭ ବଲରେ ୯୧ ରନ କରି ଶେଷ ପର୍ଯ୍ଯନ୍ତ ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍ ଫାଇନାଲ୍ ପରାଜୟ ପରେ ମେସିଙ୍କ ଅବସର ଚର୍ଚ୍ଚା: ପ୍ରତିକ୍ରିୟା ରଖିଲେ କୋଚ୍ ଲିଓନେଲ୍ ସ୍କାଲୋନି

ସେହିପରି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ‌ କେଲି ଜାମିସନ୍‌ ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ଯୁଝବେନ୍ଦ୍ର ଚହଲ, ଡାନିଲ୍‌ ସାମ୍ସ, ଓ ସାହାବାଜ ଅହମଦ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ।

ଆହୁରି ପଢ଼ନ୍ତୁ: ଆସନ୍ତା ସେପ୍ଟେମ୍ବର ମାସରେ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ କ୍ରିଷ୍ଟିଆନୋ ରୋନାଲ୍ଡୋ!

30 Apr 2021 By The Sakala

ଆଇପିଏଲ- ୨୦୨୧: ବାଙ୍ଗାଲୋରକୁ ୧୮୦ ରନର ଟାର୍ଗେଟ୍ ଦେଲା ପଞ୍ଜାବ

ଅହମ୍ମଦାବାଦ: ଆଇପିଏଲ୍‌- ୨୦୨୧ର ୨୬ତମ ଲିଗ୍‌ ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍‌ସ ମୁହାଁମୁହିଁ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜରସ୍‌ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି । ଫଳରେ ପଞ୍ଜାବ ପ୍ରଥମେ ବ୍ଯାଟିଂ କରି  ୧୭୯ ରନ କରି ବାଙ୍ଗାଲୋରକୁ  ୧୮୦ ରନର ଟାର୍ଗେଟ ଦେଇଛି।

ସୂଚନା ଅନୁଯାୟୀ, ପ୍ରଥମରୁ ଅଧିନାୟକ ଲୋକେଶ ରାହୁଲ ଓ କ୍ରିସ୍‌ ଗେଲ୍‌ଙ୍କ ଆକ୍ରାମଣାତ୍ମକ ଖେଳ ଦେଖିବାକୁ ମିଳିଥିଲା । କ୍ରିସ ଗେଲ ୨୪ ବଲରେ ୪୬ ରନ କରି ଆଉଟ ହୋଇଥିବା ବେଳେ ଲୋକେଶ ରାହୁଲ ୫୭ ବଲରେ ୯୧ ରନ କରି ଶେଷ ପର୍ଯ୍ଯନ୍ତ ଅପରାଜିତ ରହିଥିଲେ।

ସେହିପରି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ‌ କେଲି ଜାମିସନ୍‌ ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ଯୁଝବେନ୍ଦ୍ର ଚହଲ, ଡାନିଲ୍‌ ସାମ୍ସ, ଓ ସାହାବାଜ ଅହମଦ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp