ଆଇପିଏଲ ୨୦୨୧: ହାଇଦ୍ରାବାଦକୁ ୧୫୧ ରନର ଟାର୍ଗେଟ ଦେଲା ମୁମ୍ବାଇ

The Sakala Picture
Published On

ଚେନ୍ନାଇ: ଆଜିର ଆଇପିଏଲ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ  ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୫୦ ରନ କରିଛି। ହାଇଦ୍ରାବାଦକୁ ବିଜୟ ଲକ୍ଷ୍ଯ ପାଇଁ ୧୫୧ ରନର ଆବଶ୍ଯକତା ଅଛି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ କ୍ୱିଣ୍ଟନ ଡି’କକ୍‌ ଓପନିଂ କରିଥିଲେ। ପ୍ରଥମରୁ ଆକ୍ରମଣାତ୍ମକ ବ୍ଯାଟିଂ ଦେଖିବାକୁ ମିଳିଥିଲା। ରୋହିତ ଶର୍ମା ୨୫ ବଲରେ ୩୨ ରନ କରି ଆଉଟ […]

ଚେନ୍ନାଇ: ଆଜିର ଆଇପିଏଲ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ  ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୫୦ ରନ କରିଛି। ହାଇଦ୍ରାବାଦକୁ ବିଜୟ ଲକ୍ଷ୍ଯ ପାଇଁ ୧୫୧ ରନର ଆବଶ୍ଯକତା ଅଛି।

ଆହୁରି ପଢ଼ନ୍ତୁ: ୟୁଜବେନ୍ଦ୍ର ଚହଲଙ୍କ ଅଡୁଆ ବଢ଼ିଲା: ଅଭିନେତ୍ରୀ ତାନିଆ ଚାଟାର୍ଜୀଙ୍କୁ ପଠାଇଲେ ମାନହାନି ନୋଟିସ୍

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ କ୍ୱିଣ୍ଟନ ଡି’କକ୍‌ ଓପନିଂ କରିଥିଲେ। ପ୍ରଥମରୁ ଆକ୍ରମଣାତ୍ମକ ବ୍ଯାଟିଂ ଦେଖିବାକୁ ମିଳିଥିଲା। ରୋହିତ ଶର୍ମା ୨୫ ବଲରେ ୩୨ ରନ କରି ଆଉଟ ହୋଇଥିବା ବେଳେ  ଡି’କକ୍‌ ୩୯ ବଲରେ ୪୦ କରି ଆଉଟ ହୋଇଥିଲେ। ଭଲ ଫର୍ମରେ ଥିବା ସୂର୍ଯ୍ଯକୁମାର ଯାଦବ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ। ଏହାପରେ ପାରିକୁ ଇଶାନ୍‌ କିଷନ ଓ କିରେନ ପୋଲାର୍ଡ଼ ସମ୍ଭାଳିଥିଲେ। ଉଭୟଙ୍କ ମଧ୍ଯରେ ଏକ ଭଲ ପାର୍ଟନର ସପ ଦେଖିବାକୁ ମଲିଥିଲା। ହେଲେ ଇଶାନ୍‌ କିଷନ ୧୨ ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୭ରନ କରି ଆଉଟ ହୋଇଥିଲେ। କିରେନ ପୋଲାର୍ଡ଼ ୨୨ ବଲରେ ୩୫ ରନ୍ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ଅନ୍ଯପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ମୁଜିବରୁ ରହମାନ ଓ ବିଜୟ ଶଙ୍କର ୨ଟି ଲେଖାଏଁ ୱିକେଟ ନେଇଥିଲେ। ଖଲିଲ ଅହମ୍ମଦ ଗୋଟିଏ ୱିକେଟ ନେବାରେ ସକ୍ଷମ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ଧୋନିଙ୍କ ଆହତ ସମସ୍ୟାର ଅପଡେଟ୍, କେବେ ପଡ଼ିଆକୁ ଫେରିବେ ମାହି?

17 Apr 2021 By The Sakala

ଆଇପିଏଲ ୨୦୨୧: ହାଇଦ୍ରାବାଦକୁ ୧୫୧ ରନର ଟାର୍ଗେଟ ଦେଲା ମୁମ୍ବାଇ

ଚେନ୍ନାଇ: ଆଜିର ଆଇପିଏଲ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ  ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୫୦ ରନ କରିଛି। ହାଇଦ୍ରାବାଦକୁ ବିଜୟ ଲକ୍ଷ୍ଯ ପାଇଁ ୧୫୧ ରନର ଆବଶ୍ଯକତା ଅଛି।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ କ୍ୱିଣ୍ଟନ ଡି’କକ୍‌ ଓପନିଂ କରିଥିଲେ। ପ୍ରଥମରୁ ଆକ୍ରମଣାତ୍ମକ ବ୍ଯାଟିଂ ଦେଖିବାକୁ ମିଳିଥିଲା। ରୋହିତ ଶର୍ମା ୨୫ ବଲରେ ୩୨ ରନ କରି ଆଉଟ ହୋଇଥିବା ବେଳେ  ଡି’କକ୍‌ ୩୯ ବଲରେ ୪୦ କରି ଆଉଟ ହୋଇଥିଲେ। ଭଲ ଫର୍ମରେ ଥିବା ସୂର୍ଯ୍ଯକୁମାର ଯାଦବ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ। ଏହାପରେ ପାରିକୁ ଇଶାନ୍‌ କିଷନ ଓ କିରେନ ପୋଲାର୍ଡ଼ ସମ୍ଭାଳିଥିଲେ। ଉଭୟଙ୍କ ମଧ୍ଯରେ ଏକ ଭଲ ପାର୍ଟନର ସପ ଦେଖିବାକୁ ମଲିଥିଲା। ହେଲେ ଇଶାନ୍‌ କିଷନ ୧୨ ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୭ରନ କରି ଆଉଟ ହୋଇଥିଲେ। କିରେନ ପୋଲାର୍ଡ଼ ୨୨ ବଲରେ ୩୫ ରନ୍ କରି ଅପରାଜିତ ରହିଥିଲେ।

ଅନ୍ଯପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ମୁଜିବରୁ ରହମାନ ଓ ବିଜୟ ଶଙ୍କର ୨ଟି ଲେଖାଏଁ ୱିକେଟ ନେଇଥିଲେ। ଖଲିଲ ଅହମ୍ମଦ ଗୋଟିଏ ୱିକେଟ ନେବାରେ ସକ୍ଷମ ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର