ଆଇପିଏଲ ୨୦୨୧: ଆଜି ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍, ମୁହାଁମୁହିଁ ହେବେ ଦିଲ୍ଲୀ ଓ କୋଲକାତା

The Sakala Picture
Published On

ଶାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଦ୍ୱିତୀୟ କ୍ବାଲିଫାୟର ବା ସାଧାରଣରେ କହିବାକୁ ଗଲେ ଦ୍ୱିତୀୟ ସେମିଫାଇନାଲ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ବନାମ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ୍ ଯେଉଁ ଦଳ ଜିତିବ, ସେହି ଦଳ ଅକ୍ଟୋବର ୧୫ରେ ଚେନ୍ନାଇ ସୁପର କିଙ୍ଗ୍ସ ସହ ଫାଇନାଲ ଖେଳିବ । ଏହି ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ ଦଳ ସର୍ବାଧିକ ପଏଣ୍ଟ ପାଇ ପ୍ରଥମ କ୍ବାଲିଫାୟର ଖେଳିଥିଲା। ଏହି ମୁକାବିଲାରେ ପରାଜିତ ହେବା ଫଳରେ ଦଳ ଫାଇନାଲକୁ […]

ଶାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଦ୍ୱିତୀୟ କ୍ବାଲିଫାୟର ବା ସାଧାରଣରେ କହିବାକୁ ଗଲେ ଦ୍ୱିତୀୟ ସେମିଫାଇନାଲ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ବନାମ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ୍ ଯେଉଁ ଦଳ ଜିତିବ, ସେହି ଦଳ ଅକ୍ଟୋବର ୧୫ରେ ଚେନ୍ନାଇ ସୁପର କିଙ୍ଗ୍ସ ସହ ଫାଇନାଲ ଖେଳିବ । ଏହି ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ ଦଳ ସର୍ବାଧିକ ପଏଣ୍ଟ ପାଇ ପ୍ରଥମ କ୍ବାଲିଫାୟର ଖେଳିଥିଲା। ଏହି ମୁକାବିଲାରେ ପରାଜିତ ହେବା ଫଳରେ ଦଳ ଫାଇନାଲକୁ ଯିବା ଲାଗି ଦ୍ଵିତୀୟ କ୍ବାଲିଫାୟର ଖେଳିବ। ଅନ୍ୟପକ୍ଷରେ ଏକ ରୋମାଞ୍ଚକ  ଲୋ ସ୍କୋରିଂ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରି କୋଲକାତା ମଧ୍ୟ ଦ୍ବିତୀୟ କ୍ବାଲିଫାୟର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଆଇପିଏଲ୍‌ରେ ମୁକାବିଲା ପ୍ରତିଦ୍ବନ୍ଦିତାମୂଳକ ହେଉଥିଲାବେଳେ ପ୍ଲେ ଅଫ୍‌ରେ ଅଧିକ ରୋମାଞ୍ଚ ରହିଥାଏ। ଏଣୁ ବୁଧବାର ସମର୍ଥକଙ୍କୁ ଆଉ ଏକ ପ୍ରତିଦ୍ବନ୍ଦିତାମୂଳକ ଓ ରୋମାଞ୍ଚଭରା ମୁକାବିଲା ଯେ ଦେଖିବାକୁ ମିଳିବ ବୋଲି ନିଃସନ୍ଦେହରେ କୁହାଯାଇପାରେ।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

କୋଲକାତା ମଧ୍ୟ ଆଜିର ମ୍ୟାଚ୍ ଜିତି ଟ୍ରଫି ହାତେଇବା ଦିଗରେ ଅଗ୍ରସର ହେବାକୁ ଚେଷ୍ଟା କରିବ । ତେବେ ଫଳାଫଳ ଅପେକ୍ଷାରେ ରହିଛନ୍ତି କ୍ରିକେଟ ପ୍ରେମୀ ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

13 Oct 2021 By The Sakala

ଆଇପିଏଲ ୨୦୨୧: ଆଜି ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍, ମୁହାଁମୁହିଁ ହେବେ ଦିଲ୍ଲୀ ଓ କୋଲକାତା

ଶାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଦ୍ୱିତୀୟ କ୍ବାଲିଫାୟର ବା ସାଧାରଣରେ କହିବାକୁ ଗଲେ ଦ୍ୱିତୀୟ ସେମିଫାଇନାଲ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ବନାମ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ୍ ଯେଉଁ ଦଳ ଜିତିବ, ସେହି ଦଳ ଅକ୍ଟୋବର ୧୫ରେ ଚେନ୍ନାଇ ସୁପର କିଙ୍ଗ୍ସ ସହ ଫାଇନାଲ ଖେଳିବ । ଏହି ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ ଦଳ ସର୍ବାଧିକ ପଏଣ୍ଟ ପାଇ ପ୍ରଥମ କ୍ବାଲିଫାୟର ଖେଳିଥିଲା। ଏହି ମୁକାବିଲାରେ ପରାଜିତ ହେବା ଫଳରେ ଦଳ ଫାଇନାଲକୁ ଯିବା ଲାଗି ଦ୍ଵିତୀୟ କ୍ବାଲିଫାୟର ଖେଳିବ। ଅନ୍ୟପକ୍ଷରେ ଏକ ରୋମାଞ୍ଚକ  ଲୋ ସ୍କୋରିଂ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରି କୋଲକାତା ମଧ୍ୟ ଦ୍ବିତୀୟ କ୍ବାଲିଫାୟର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଆଇପିଏଲ୍‌ରେ ମୁକାବିଲା ପ୍ରତିଦ୍ବନ୍ଦିତାମୂଳକ ହେଉଥିଲାବେଳେ ପ୍ଲେ ଅଫ୍‌ରେ ଅଧିକ ରୋମାଞ୍ଚ ରହିଥାଏ। ଏଣୁ ବୁଧବାର ସମର୍ଥକଙ୍କୁ ଆଉ ଏକ ପ୍ରତିଦ୍ବନ୍ଦିତାମୂଳକ ଓ ରୋମାଞ୍ଚଭରା ମୁକାବିଲା ଯେ ଦେଖିବାକୁ ମିଳିବ ବୋଲି ନିଃସନ୍ଦେହରେ କୁହାଯାଇପାରେ।

କୋଲକାତା ମଧ୍ୟ ଆଜିର ମ୍ୟାଚ୍ ଜିତି ଟ୍ରଫି ହାତେଇବା ଦିଗରେ ଅଗ୍ରସର ହେବାକୁ ଚେଷ୍ଟା କରିବ । ତେବେ ଫଳାଫଳ ଅପେକ୍ଷାରେ ରହିଛନ୍ତି କ୍ରିକେଟ ପ୍ରେମୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର