୩ୟ ଟି-୨୦: ସାନକାଙ୍କ ଦମଦାର ବ୍ଯାଟିଂ, ଭାରତକୁ ୧୪୭ ରନର ଟାର୍ଗେଟ ଦେଲା ଶ୍ରୀଲଙ୍କା

The Sakala Picture
Published On

ଧରମଶାଳା: ଆଜି ଏଠାରେ ଖେଳାଯାଉଛି ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌। ଭାରତ ୨ଟି ମ୍ଯାଚ ଜିତି ସିରିଜ କବଜା କରିସାରିଥିବା ବେଳେ ଆଜିର ମ୍ଯାଚ ଜିତି ସିରିଜ କ୍ଲିନ ସୁଇପ ଲକ୍ଷ୍ଯରେ ରହିଛି। ସମ୍ମାନ ରକ୍ଷା ପାଇଁ ଶ୍ରୀଲଙ୍କା ଆଜିର ମ୍ୟାଚରେ ଜିତିବାକୁ ଚେଷ୍ଟା କରିବ। ତେଣୁ ଶ୍ରୀଲଙ୍କା ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ । ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ଯାଟିଂର କରିବାର ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ଯାଟିଂ କରି ୫ ୱିକେଟ […]

ଧରମଶାଳା: ଆଜି ଏଠାରେ ଖେଳାଯାଉଛି ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌। ଭାରତ ୨ଟି ମ୍ଯାଚ ଜିତି ସିରିଜ କବଜା କରିସାରିଥିବା ବେଳେ ଆଜିର ମ୍ଯାଚ ଜିତି ସିରିଜ କ୍ଲିନ ସୁଇପ ଲକ୍ଷ୍ଯରେ ରହିଛି। ସମ୍ମାନ ରକ୍ଷା ପାଇଁ ଶ୍ରୀଲଙ୍କା ଆଜିର ମ୍ୟାଚରେ ଜିତିବାକୁ ଚେଷ୍ଟା କରିବ। ତେଣୁ ଶ୍ରୀଲଙ୍କା ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ । ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ଯାଟିଂର କରିବାର ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ଯାଟିଂ କରି ୫ ୱିକେଟ ହରାଇ ୨୦ ଓଭରରେ ୧୪୬ ରନ କରିବାରେ ସକ୍ଷମ ହୋଇଛି । ଭାରତକୁ ଏହି ମ୍ଯାଚ ଜିତିବାକୁ ହେଲେ  ୧୪୭ ରନ କରିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଶ୍ରୀଲଙ୍କାର ପ୍ରାରମ୍ଭରୁ ବ୍ଯାଟିଂ ବିପର୍ଯ୍ଯୟ ଘଟିିଥିଲା । ହେଲା କ୍ଯାପଟେନ ଦାସୁନ ସାନକା (୭୪)  ଓ ଚାମିକା (୧୨) ରନ କରି ଅପରାଜିତ ରହି ପାରିକୁ ସମ୍ଭାଳିଥିଲେ । ଅନ୍ଯପକ୍ଷରେ  ପାଥୁମ ନିଶାଙ୍କ (୧), ଦନୁସ୍କା ଗୁଣଥିଲକ ( ୦ ), ଚାଣ୍ଡିମଲ (୨୫), ଚରିଥ ଅସଲଙ୍କା ( ୪) , ଜନିଥ (୪) ରନ୍ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଭାରତ ପକ୍ଷରୁ ରବି ବିଶ୍ନୋଇ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ। ଆଭେସ ଖାନ ୨ଟି ଓ ହର୍ଷତ ପଟେଲ ଗୋଟିଏ ୱିକେଟ ନେବାରେ ସଫଳ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର