ଆଇପିଏଲ ୨୦୨୩: ଶେଷ ୫ ବଲରେ ୫ଟି ଛ’ ମାରି କୋଲକାତାକୁ ଜିତାଇଲେ ରିଙ୍କୁ

The Sakala Picture
Published On

ଅହମ୍ମଦାବାଦ: ଆଇପିଏଲ ୨୦୨୩ର ୧୩ତମ ମୁକାବିଲାରେ ବିଶ୍ଵର ସର୍ବବୃହତ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଗୁଜରାଟ୍ ଟାଇଟନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ। ଆଜି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ଗୁଜରାଟ୍ ଟାଇଟନ୍ସ ହାତରେ ମ୍ୟାଚର ନିୟନ୍ତ୍ରଣ ରହିଥିବା ବେଳେ ରିଙ୍କୁ ସିଂହ ଶେଷ ୫ ବଲରେ ୫ଟି ଛ’ ମାରି ବାଜି ପଲଟାଇ ଦେଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦୪ ରନ କରିଥିଲା । ଏହ ମ୍ୟାଚକୁ ଜିତିବାକୁ ହେଲେ କୋଲକାତାକୁ ୨୦୫ ରନର […]

ଅହମ୍ମଦାବାଦ: ଆଇପିଏଲ ୨୦୨୩ର ୧୩ତମ ମୁକାବିଲାରେ ବିଶ୍ଵର ସର୍ବବୃହତ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଗୁଜରାଟ୍ ଟାଇଟନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ। ଆଜି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ଗୁଜରାଟ୍ ଟାଇଟନ୍ସ ହାତରେ ମ୍ୟାଚର ନିୟନ୍ତ୍ରଣ ରହିଥିବା ବେଳେ ରିଙ୍କୁ ସିଂହ ଶେଷ ୫ ବଲରେ ୫ଟି ଛ’ ମାରି ବାଜି ପଲଟାଇ ଦେଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦୪ ରନ କରିଥିଲା । ଏହ ମ୍ୟାଚକୁ ଜିତିବାକୁ ହେଲେ କୋଲକାତାକୁ ୨୦୫ ରନର ଆବଶ୍ୟକତା ରହିଥିଲା ।  କୋଲକାତା ୨୦ ଓଭରରେ ୭ ୱିକେଟ ହରାଇ ୨୦୭ ରନ କରି ମ୍ୟାଚକୁ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

କୋଲକାତା ପକ୍ଷରୁ ରହମନୁଲ୍ଲା ଗୁରବାଜ ୧୨ ବଲରେ ୧୫ ରନ କରି ଆଉଟ ହୋଇଥିଲେ। ପରେ ଜଗଦିଶାନ ୮ ବଲରେ ୬ ରନ କରି ଆଉଟ ହୋଇଥିଲେ। ପରେ ଭେଙ୍କେଟଶ ଆୟର ଓ ନିତିଶ ରାଣା ପାରିକୁ ସମ୍ଭାଳିଥିଲେ। ନିତିଶ ରାଣା ୨୯ ବଲରେ ୪୫ ରନ କରି ଆଉଟ ହୋଇଥିଲେ। ଭେଙ୍କେଟଶ ଆୟର ୪୦ ବଲରେ ୮୩ ରନ କରି ଆଉଟ ହୋଇଥିଲେ। ପରେ ରସେଲ ଆସିଥିଲେ। ହେଲେ ପୁଣି ଥରେ ନିରାଶ କରିଥିଲେ। ରସେଲ ୨ ବଲରେ ୧ ରନ କରି ଆଉଟ ହୋଇଥିଲେ। ପରେ ସୁନୀଲ ନାରିନ ଓ ସର୍ଦ୍ଦୁଲ ଠାକୁର କୌଣସି ରନ ନ କରି ଆଉଟ ହୋଇଥିଲେ। ରିଙ୍କୁ ସିଂହ ଓ ଉମେଶ ଯାଦବ ପାରିକୁ ସମ୍ଭାଳିଥିଲେ। ରିଙ୍କୁ ସିଂହଙ୍କ ଏକ ବିସ୍ଫୋରକ ଇଂନିସ ଖେଳିଥିଲେ। ରିଙ୍କୁ ସିଂହ ୨୧ ବଲରେ ୪୮ ରନ କରି ଅପାରିଜତ ରହିଥିବା ବେଳେ ଉମେଶ ଯାଦବ ୬ ବଲରେ ୫ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ଗୁଜରାଟ୍ ପକ୍ଷରୁ ରସିଦ ଖାନ ୩ଟି ୱିକେଟ ନେଇଥିବା ବେଳେ ଆଲଜାରି ଯୋସେଫ ୨ଟି ୱିକେଟ ନେଇଥିଲେ । ମହମ୍ମଦ ସାମି ଓ ଲିଟଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

09 Apr 2023 By The Sakala

ଆଇପିଏଲ ୨୦୨୩: ଶେଷ ୫ ବଲରେ ୫ଟି ଛ’ ମାରି କୋଲକାତାକୁ ଜିତାଇଲେ ରିଙ୍କୁ

ଅହମ୍ମଦାବାଦ: ଆଇପିଏଲ ୨୦୨୩ର ୧୩ତମ ମୁକାବିଲାରେ ବିଶ୍ଵର ସର୍ବବୃହତ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଗୁଜରାଟ୍ ଟାଇଟନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ। ଆଜି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ଗୁଜରାଟ୍ ଟାଇଟନ୍ସ ହାତରେ ମ୍ୟାଚର ନିୟନ୍ତ୍ରଣ ରହିଥିବା ବେଳେ ରିଙ୍କୁ ସିଂହ ଶେଷ ୫ ବଲରେ ୫ଟି ଛ’ ମାରି ବାଜି ପଲଟାଇ ଦେଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦୪ ରନ କରିଥିଲା । ଏହ ମ୍ୟାଚକୁ ଜିତିବାକୁ ହେଲେ କୋଲକାତାକୁ ୨୦୫ ରନର ଆବଶ୍ୟକତା ରହିଥିଲା ।  କୋଲକାତା ୨୦ ଓଭରରେ ୭ ୱିକେଟ ହରାଇ ୨୦୭ ରନ କରି ମ୍ୟାଚକୁ ଜିତି ନେଇଛି।

କୋଲକାତା ପକ୍ଷରୁ ରହମନୁଲ୍ଲା ଗୁରବାଜ ୧୨ ବଲରେ ୧୫ ରନ କରି ଆଉଟ ହୋଇଥିଲେ। ପରେ ଜଗଦିଶାନ ୮ ବଲରେ ୬ ରନ କରି ଆଉଟ ହୋଇଥିଲେ। ପରେ ଭେଙ୍କେଟଶ ଆୟର ଓ ନିତିଶ ରାଣା ପାରିକୁ ସମ୍ଭାଳିଥିଲେ। ନିତିଶ ରାଣା ୨୯ ବଲରେ ୪୫ ରନ କରି ଆଉଟ ହୋଇଥିଲେ। ଭେଙ୍କେଟଶ ଆୟର ୪୦ ବଲରେ ୮୩ ରନ କରି ଆଉଟ ହୋଇଥିଲେ। ପରେ ରସେଲ ଆସିଥିଲେ। ହେଲେ ପୁଣି ଥରେ ନିରାଶ କରିଥିଲେ। ରସେଲ ୨ ବଲରେ ୧ ରନ କରି ଆଉଟ ହୋଇଥିଲେ। ପରେ ସୁନୀଲ ନାରିନ ଓ ସର୍ଦ୍ଦୁଲ ଠାକୁର କୌଣସି ରନ ନ କରି ଆଉଟ ହୋଇଥିଲେ। ରିଙ୍କୁ ସିଂହ ଓ ଉମେଶ ଯାଦବ ପାରିକୁ ସମ୍ଭାଳିଥିଲେ। ରିଙ୍କୁ ସିଂହଙ୍କ ଏକ ବିସ୍ଫୋରକ ଇଂନିସ ଖେଳିଥିଲେ। ରିଙ୍କୁ ସିଂହ ୨୧ ବଲରେ ୪୮ ରନ କରି ଅପାରିଜତ ରହିଥିବା ବେଳେ ଉମେଶ ଯାଦବ ୬ ବଲରେ ୫ ରନ କରି ଅପରାଜିତ ରହିଥିଲେ।

ଗୁଜରାଟ୍ ପକ୍ଷରୁ ରସିଦ ଖାନ ୩ଟି ୱିକେଟ ନେଇଥିବା ବେଳେ ଆଲଜାରି ଯୋସେଫ ୨ଟି ୱିକେଟ ନେଇଥିଲେ । ମହମ୍ମଦ ସାମି ଓ ଲିଟଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର