ଏସିଆନ ଚମ୍ପିଆନ୍ସ ଟ୍ରଫି ହକି: ପାକିସ୍ତାନକୁ ୪-୩ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ଜିତିଲା ଭାରତ
ଢ଼ାକା : ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ପାକିସ୍ତାନକୁ ହରେଇ ବ୍ରୋଞ୍ଜ ମେଡାଲ ହାତେଇଲା ଭାରତ। ବୁଧବାର ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ଭାରତ କମବ୍ୟାକ୍ କରି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୩ ଗୋଲରେ ପରାସ୍ତ କରିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ଦ୍ୱିତୀୟଥର ଲାଗି ପାକିସ୍ତାନକୁ ହରାଇଛି। Congratulations to the #MenInBlue for clinching the 3rd place in the Hero Men’s Asian Champions Trophy Dhaka 2021. 🏆 Well played, […]
ଢ଼ାକା : ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ପାକିସ୍ତାନକୁ ହରେଇ ବ୍ରୋଞ୍ଜ ମେଡାଲ ହାତେଇଲା ଭାରତ। ବୁଧବାର ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ଭାରତ କମବ୍ୟାକ୍ କରି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୩ ଗୋଲରେ ପରାସ୍ତ କରିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ଦ୍ୱିତୀୟଥର ଲାଗି ପାକିସ୍ତାନକୁ ହରାଇଛି।
Congratulations to the #MenInBlue for clinching the 3rd place in the Hero Men’s Asian Champions Trophy Dhaka 2021. 🏆
ଆହୁରି ପଢ଼ନ୍ତୁ: ଆଇପିଏଲ୍ ଏକ 'ସିନେମା'! ରିଲି ରୁସୋଙ୍କ ମନ୍ତବ୍ୟ ଶୁଣି ପ୍ରେସ୍ମିଟ୍ରେ ହସିହସି ବେଦମ୍ ହେଲେ ଜାକବ୍ ଓରାମ୍Well played, team 🇮🇳.👏🤩#IndiaKaGame #HeroACT2021 pic.twitter.com/j7UDwYoins
— Hockey India (@TheHockeyIndia) December 22, 2021
ଆଜିର ବ୍ରୋଞ୍ଜ ମେଡାଲ ମୁକାବିଲାରେ ପାକିସ୍ତାନ ଓ ଭାରତ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା। ଭାରତ ପକ୍ଷରୁ ହର୍ମାନପ୍ରୀତ, ସୁମିତ ଆକାଶଦୀପ ଓ ଓ ବରୁଣ କୁମାର ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ପୂର୍ବରୁ ଲିଗ ପର୍ଯ୍ୟାୟରେ ଭାରତ ନିକଟରୁ ପାକିସ୍ତାନ ପରାସ୍ତ ହୋଇଥିଲା।
An intense encounter between the two teams leading to a magnificent win for the #MenInBlue 💙
Snaps from team 🇮🇳’s 3rd/4th place clash of the Hero Men’s Asian Champions Trophy Dhaka 2021.📸#IndiaKaGame #HeroACT2021 pic.twitter.com/msjrfhj4Ou

ସୂଚନାଯୋଗ୍ୟ ଗତକାଲି ଭାରତ ସେମିଫାଇନାଲରେ ଜାପାନଠାରୁ ୫-୩ରେ ପରାଜିତ ହୋଇଥିଲା। ଏହି ମ୍ୟାଚରେ ଭାରତକୁ ୫-୩ରେ ପରାସ୍ତ କରିଥିଲା ଜାପାନ । ଲିଗ୍ ମ୍ୟାଚରେ ଏକ ତରଫା ବିଜୟର ବଦଲା ନେଇଥିଲା ଜାପାନ । ଲିଗ୍ ମ୍ୟାଚରେ ଭାରତ ଜାପାନକୁ ୬-୦ରେ ଏକ ତରଫା ଭାବରେ ବିଜୟ ଲାଭ କରିଥିଲା । କିନ୍ତୁ ସେମିଫାଇନାଲରେ ଲିଗ୍ ମ୍ୟାଚର ପରାଜୟର ବଦଲା ନେଇଥିଲା ଜାପାନ । ଭାରତକୁ ୫-୩ରେ ହରାଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ଜାପାନ। ଏଥି ସହ ପ୍ରଥମ ସେମିଫାଇନାଲରେ ପାକିସ୍ତାନକୁ ୬-୫ରେ ପରାସ୍ତ କରି ପ୍ରଥମ ଦଳ ଭାବରେ ସାଉଥ କୋରଆ ଏସିଆନ ଚମ୍ପିଆନ୍ସ ଟ୍ରଫି ହକି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଆଜି ଏସିଆନ ଚମ୍ପିଆନ୍ସ ଟ୍ରଫି ହକି ଟାଇଟଲ ପାଇଁ ସାଉଥ କୋରଆ ଓ ଜାପାନ ମୁହାଁମୁହିଁ ହେବେ ।
ଏସିଆନ ଚମ୍ପିଆନ୍ସ ଟ୍ରଫି ହକି: ପାକିସ୍ତାନକୁ ୪-୩ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ଜିତିଲା ଭାରତ
ଢ଼ାକା : ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ପାକିସ୍ତାନକୁ ହରେଇ ବ୍ରୋଞ୍ଜ ମେଡାଲ ହାତେଇଲା ଭାରତ। ବୁଧବାର ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ଭାରତ କମବ୍ୟାକ୍ କରି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୩ ଗୋଲରେ ପରାସ୍ତ କରିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ଦ୍ୱିତୀୟଥର ଲାଗି ପାକିସ୍ତାନକୁ ହରାଇଛି।
Congratulations to the #MenInBlue for clinching the 3rd place in the Hero Men’s Asian Champions Trophy Dhaka 2021. 🏆
Well played, team 🇮🇳.👏🤩#IndiaKaGame #HeroACT2021 pic.twitter.com/j7UDwYoins