ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ୱିକେଟ ନେଇ ଇତିହାସ ରଚିଲେ ରବିଚନ୍ଦ୍ରନ ଅଶ୍ୱିନ୍

The Sakala Picture
Published On

ମୋହାଲି: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ୱିକେଟ ନେଇଥିବା ବୋଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଅଶ୍ୱିନ ୧୯୮୩ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି । କପିଲ ଦେବ ଟେଷ୍ଟ କ୍ରିକେଟରେ ୪୩୪ ଓ୍ୱିକେଟ ଅକ୍ତିଆର କରିଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ ଏବେ ବି ମହାନ ସ୍ପିନର ଅନୀଲ କୁମ୍ଭଲେଙ୍କ ପଛରେ ରହିଛନ୍ତି । କୁମ୍ଭଲେ […]

ମୋହାଲି: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ୱିକେଟ ନେଇଥିବା ବୋଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଅଶ୍ୱିନ ୧୯୮୩ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି । କପିଲ ଦେବ ଟେଷ୍ଟ କ୍ରିକେଟରେ ୪୩୪ ଓ୍ୱିକେଟ ଅକ୍ତିଆର କରିଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ ଏବେ ବି ମହାନ ସ୍ପିନର ଅନୀଲ କୁମ୍ଭଲେଙ୍କ ପଛରେ ରହିଛନ୍ତି । କୁମ୍ଭଲେ ତାଙ୍କ କ୍ୟାରିୟରରେ ୬୧୯ ଓ୍ୱିକେଟ ଅକ୍ତିଆର କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ରବିଚନ୍ଦ୍ରନ ଅଶ୍ୱିନ ଏହି ଐତିହାସକ ରେକର୍ଡ ଶ୍ରୀଲଙ୍କା ବିପକ୍ଷରେ ମୋହାଲିରେ ହାସଲ କରିଛନ୍ତି । ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ତେବେ ଏହି ସିରିଜର ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ଅଶ୍ୱିନ ୨ଟି ଓ୍ୱିକେଟ ଅକ୍ତିଆର କରିଥିଲେ । ଏହା ପରେ ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଆଉ ଏକ ୱିକେଟ ନେବା ପରେ ସେ କପିଲ ଦେବଙ୍କୁ ଟପିଥିଲେ । ଏହି ମ୍ୟାଚରେ ଅଶ୍ୱିନ ନ୍ୟୁଜିଲାଣ୍ଡର ରିଚାର୍ଡ ହେଡଲୀ ଏବଂ ଶ୍ରୀଲଙ୍କାର ରଙ୍ଗନା ହେରାଥଙ୍କୁ ମଧ୍ୟ ପଛରେ ପକାଇଛନ୍ତି ।

06 Mar 2022 By The Sakala

ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ୱିକେଟ ନେଇ ଇତିହାସ ରଚିଲେ ରବିଚନ୍ଦ୍ରନ ଅଶ୍ୱିନ୍

ମୋହାଲି: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ୱିକେଟ ନେଇଥିବା ବୋଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଅଶ୍ୱିନ ୧୯୮୩ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି । କପିଲ ଦେବ ଟେଷ୍ଟ କ୍ରିକେଟରେ ୪୩୪ ଓ୍ୱିକେଟ ଅକ୍ତିଆର କରିଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ ଏବେ ବି ମହାନ ସ୍ପିନର ଅନୀଲ କୁମ୍ଭଲେଙ୍କ ପଛରେ ରହିଛନ୍ତି । କୁମ୍ଭଲେ ତାଙ୍କ କ୍ୟାରିୟରରେ ୬୧୯ ଓ୍ୱିକେଟ ଅକ୍ତିଆର କରିଛନ୍ତି ।

ରବିଚନ୍ଦ୍ରନ ଅଶ୍ୱିନ ଏହି ଐତିହାସକ ରେକର୍ଡ ଶ୍ରୀଲଙ୍କା ବିପକ୍ଷରେ ମୋହାଲିରେ ହାସଲ କରିଛନ୍ତି । ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ତେବେ ଏହି ସିରିଜର ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ଅଶ୍ୱିନ ୨ଟି ଓ୍ୱିକେଟ ଅକ୍ତିଆର କରିଥିଲେ । ଏହା ପରେ ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଆଉ ଏକ ୱିକେଟ ନେବା ପରେ ସେ କପିଲ ଦେବଙ୍କୁ ଟପିଥିଲେ । ଏହି ମ୍ୟାଚରେ ଅଶ୍ୱିନ ନ୍ୟୁଜିଲାଣ୍ଡର ରିଚାର୍ଡ ହେଡଲୀ ଏବଂ ଶ୍ରୀଲଙ୍କାର ରଙ୍ଗନା ହେରାଥଙ୍କୁ ମଧ୍ୟ ପଛରେ ପକାଇଛନ୍ତି ।

https://www.thesakala.in/sports/rabichandran-ashwin-made-history-by-taking-the-most-wickets-in-test-cricket/article-9746
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର