ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ FIH ପ୍ରୋ ଲିଗ୍ ହକି

The Sakala Picture
Published On

ଭୁବନେଶ୍ୱର: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ FIH ପ୍ରୋ ଲିଗ୍ ହକି । ପ୍ରଥମ ମ୍ୟାଚରୁ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଆଜି ଓ ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ ସ୍ପେନକୁ ଭେଟିବ। ପୂର୍ବ ମ୍ୟାଚଗୁଡ଼ିକର ଦୋଷ ଭୁଲି କଳିଙ୍ଗ ଷ୍ଟାଡିୟମରେ ସ୍ୱତନ୍ତ୍ର ରଣକୌଶଳ ସହ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଟିମ୍ । ଆଜି ସନ୍ଧ୍ୟା ୫ଟାରୁ ମହିଳା ଟିମର ମ୍ୟାଚ […]

ଭୁବନେଶ୍ୱର: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ FIH ପ୍ରୋ ଲିଗ୍ ହକି । ପ୍ରଥମ ମ୍ୟାଚରୁ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଆଜି ଓ ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ ସ୍ପେନକୁ ଭେଟିବ। ପୂର୍ବ ମ୍ୟାଚଗୁଡ଼ିକର ଦୋଷ ଭୁଲି କଳିଙ୍ଗ ଷ୍ଟାଡିୟମରେ ସ୍ୱତନ୍ତ୍ର ରଣକୌଶଳ ସହ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଟିମ୍ । ଆଜି ସନ୍ଧ୍ୟା ୫ଟାରୁ ମହିଳା ଟିମର ମ୍ୟାଚ ଥିବାବେଳେ ୭ଟା ୩୦ରେ ପୁରୁଷ ଟିମର ଟକ୍କର ଦେଖିବାକୁ ମିଳିବ । ଭାରତୀୟ ମହିଳା ଟିମର ଖେଳାଳିମାନେ ପୂର୍ବରୁ ଚୀନ ବିପକ୍ଷରେ ଆକର୍ଷଣୀୟ ପ୍ରଦର୍ଶନ କରି ଫୁଲ୍ ଫର୍ମରେ ଥିବା ବେଳେ ପୁରୁଷ ଟିମ୍ ଫ୍ରାନ୍ସ ବିପକ୍ଷରେ ଶୋଚନୀୟ ପରାଜୟ ପରେ ଚିନ୍ତା ବଢିଛି । ତେବେ ଏହି ମ୍ୟାଚରେ ଭାରତ ଅଧିକରୁ ଅଧିକ ପେନାଲ୍ଟି କର୍ଣ୍ଣର କ୍ରିଏଟ କରିବା ସହ ଗୋଲରେ କନଭର୍ଟ କରିପାରିଲେ ଭାରତ ମ୍ୟାଚ ଜିତିପାରିବ ବୋଲି ବିଶେଷଜ୍ଞ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

26 Feb 2022 By The Sakala

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ FIH ପ୍ରୋ ଲିଗ୍ ହକି

ଭୁବନେଶ୍ୱର: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ FIH ପ୍ରୋ ଲିଗ୍ ହକି । ପ୍ରଥମ ମ୍ୟାଚରୁ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଆଜି ଓ ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ ସ୍ପେନକୁ ଭେଟିବ। ପୂର୍ବ ମ୍ୟାଚଗୁଡ଼ିକର ଦୋଷ ଭୁଲି କଳିଙ୍ଗ ଷ୍ଟାଡିୟମରେ ସ୍ୱତନ୍ତ୍ର ରଣକୌଶଳ ସହ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଟିମ୍ । ଆଜି ସନ୍ଧ୍ୟା ୫ଟାରୁ ମହିଳା ଟିମର ମ୍ୟାଚ ଥିବାବେଳେ ୭ଟା ୩୦ରେ ପୁରୁଷ ଟିମର ଟକ୍କର ଦେଖିବାକୁ ମିଳିବ । ଭାରତୀୟ ମହିଳା ଟିମର ଖେଳାଳିମାନେ ପୂର୍ବରୁ ଚୀନ ବିପକ୍ଷରେ ଆକର୍ଷଣୀୟ ପ୍ରଦର୍ଶନ କରି ଫୁଲ୍ ଫର୍ମରେ ଥିବା ବେଳେ ପୁରୁଷ ଟିମ୍ ଫ୍ରାନ୍ସ ବିପକ୍ଷରେ ଶୋଚନୀୟ ପରାଜୟ ପରେ ଚିନ୍ତା ବଢିଛି । ତେବେ ଏହି ମ୍ୟାଚରେ ଭାରତ ଅଧିକରୁ ଅଧିକ ପେନାଲ୍ଟି କର୍ଣ୍ଣର କ୍ରିଏଟ କରିବା ସହ ଗୋଲରେ କନଭର୍ଟ କରିପାରିଲେ ଭାରତ ମ୍ୟାଚ ଜିତିପାରିବ ବୋଲି ବିଶେଷଜ୍ଞ କହିଛନ୍ତି ।

https://www.thesakala.in/sports/the-fih-pro-league-hockey-will-begin-today-at-kalinga-stadium/article-9523
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର