ଦକ୍ଷିଣ ଆଫ୍ରିକାକୁ ୨୮୮ ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

ପାର୍ଲ: ଭ୍ରମଣକାରୀ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ଯରେ ୩ ମ୍ଯାଚ ବିଶିଷ୍ଟ ଦିନିକିଆ ସିରିଜ୍ ବୁଧବାର ଠାରୁ ଆରମ୍ଭ ହୋଇଛି। ଆଜି ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୨୮୭ ରନ କରିଛି ଟିମ୍‌ ଇଣ୍ଡିଆ । ଘରୋଇ ଦକ୍ଷିଣ ଆଫ୍ରିକାକୁ ଜିତିବାକୁ ହେଲେ ୨୮୮ ରନ କରିବାକୁ ହେବ। ଦୁଇ ଓପ୍ନର ତଥା କ୍ୟାପଟେନ୍ ଲୋକେଶ ରାହୁଲ ଓ ଶିଖର ଧୱନ୍ ଭାରତକୁ […]

ପାର୍ଲ: ଭ୍ରମଣକାରୀ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ଯରେ ୩ ମ୍ଯାଚ ବିଶିଷ୍ଟ ଦିନିକିଆ ସିରିଜ୍ ବୁଧବାର ଠାରୁ ଆରମ୍ଭ ହୋଇଛି। ଆଜି ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୨୮୭ ରନ କରିଛି ଟିମ୍‌ ଇଣ୍ଡିଆ । ଘରୋଇ ଦକ୍ଷିଣ ଆଫ୍ରିକାକୁ ଜିତିବାକୁ ହେଲେ ୨୮୮ ରନ କରିବାକୁ ହେବ।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ଦୁଇ ଓପ୍ନର ତଥା କ୍ୟାପଟେନ୍ ଲୋକେଶ ରାହୁଲ ଓ ଶିଖର ଧୱନ୍ ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ। ଧୱନ୍ ୨୯ ରନ୍ କରି ହୋଇଥିଲେ। ଏହାପରେ ବିରାଟ୍ କୋହଲି ୫ ବଲର ସାମ୍ନା କରିଥିଲେ ହେଁ ଖାତା ଖୋଲିପାରିନଥିଲେ। ଅଧିନାୟକ ଲୋକେସ ରାହୁଲ ଏବଂ ଋଷଭ ପନ୍ତଙ୍କ ପାରିକୁ ସମ୍ଭାଳିଥିଲେ। ଭାରତ ପକ୍ଷରୁ ପନ୍ତ ସର୍ବାଧିକ ୮୫ ରନ୍ କରିଥିବା ବେଳେ କ୍ୟାପଟେନ୍ ଲୋକେଶ ରାହୁଲ ୫୫ ଓ ଶାର୍ଦ୍ଦୁଲ ଠାକୁର ଅପରାଜିତ ୪୦ ରନ୍ କରିଛନ୍ତି। ବିରାଟ୍ କୋହଲି ଖାତା ଖୋଲିପାରିନଥିବା ବେଳେ, ଶ୍ରେୟସ ଆୟର୍ ୧୧ ରନ ଓ ଭେଙ୍କଟେଶ୍ ଆୟର ୨୨ରନ କରି ଆଉଟ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ବିନ ୨୫ ରନ କରି ଅପରାଜିତ ରହିଥିଲେ ।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

21 Jan 2022 By The Sakala

ଦକ୍ଷିଣ ଆଫ୍ରିକାକୁ ୨୮୮ ରନର ଟାର୍ଗେଟ ଦେଲା ଭାରତ

ପାର୍ଲ: ଭ୍ରମଣକାରୀ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ଯରେ ୩ ମ୍ଯାଚ ବିଶିଷ୍ଟ ଦିନିକିଆ ସିରିଜ୍ ବୁଧବାର ଠାରୁ ଆରମ୍ଭ ହୋଇଛି। ଆଜି ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୨୮୭ ରନ କରିଛି ଟିମ୍‌ ଇଣ୍ଡିଆ । ଘରୋଇ ଦକ୍ଷିଣ ଆଫ୍ରିକାକୁ ଜିତିବାକୁ ହେଲେ ୨୮୮ ରନ କରିବାକୁ ହେବ।

ଦୁଇ ଓପ୍ନର ତଥା କ୍ୟାପଟେନ୍ ଲୋକେଶ ରାହୁଲ ଓ ଶିଖର ଧୱନ୍ ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ। ଧୱନ୍ ୨୯ ରନ୍ କରି ହୋଇଥିଲେ। ଏହାପରେ ବିରାଟ୍ କୋହଲି ୫ ବଲର ସାମ୍ନା କରିଥିଲେ ହେଁ ଖାତା ଖୋଲିପାରିନଥିଲେ। ଅଧିନାୟକ ଲୋକେସ ରାହୁଲ ଏବଂ ଋଷଭ ପନ୍ତଙ୍କ ପାରିକୁ ସମ୍ଭାଳିଥିଲେ। ଭାରତ ପକ୍ଷରୁ ପନ୍ତ ସର୍ବାଧିକ ୮୫ ରନ୍ କରିଥିବା ବେଳେ କ୍ୟାପଟେନ୍ ଲୋକେଶ ରାହୁଲ ୫୫ ଓ ଶାର୍ଦ୍ଦୁଲ ଠାକୁର ଅପରାଜିତ ୪୦ ରନ୍ କରିଛନ୍ତି। ବିରାଟ୍ କୋହଲି ଖାତା ଖୋଲିପାରିନଥିବା ବେଳେ, ଶ୍ରେୟସ ଆୟର୍ ୧୧ ରନ ଓ ଭେଙ୍କଟେଶ୍ ଆୟର ୨୨ରନ କରି ଆଉଟ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ବିନ ୨୫ ରନ କରି ଅପରାଜିତ ରହିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର