ବିଶ୍ୱକପ ପାଇଁ ଟିମ ଘୋଷଣା କଲା ବିସିସିଆଇ: ମିତାଲୀ ରାଜଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ ମହିଳା ଦଳ

The Sakala Picture
Published On

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ମହିଳା ଦିନିକିଆ ବିଶ୍ୱକପ । ଏଥିପାଇଁ  ବିସିସିଆଇ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ମିତାଲୀ ରାଜ ବିଶ୍ୱକପରେ ଦଳର କ୍ଯାପଟେନ ରହିଛନ୍ତି । ଟି-୨୦ ଅଧିନାୟକ ହରମନପ୍ରୀତ କୌରଙ୍କୁ ଉପ ଅଧିନାକ ଦାୟିତ୍ୱ ମିଳିଛି। । ଭାରତ ୬ ମାର୍ଚ୍ଚରେ ତାର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଭେଟିବ । ଏହା ପରେ ୧୦ରେ ନ୍ୟୁଜିଲାଣ୍ଡ, ୧୨ରେ ୱେଷ୍ଟଇଣ୍ଡିଜ, ୧୬ରେ ଇଂଲଣ୍ଡ, ୧୯ରେ ଅଷ୍ଟ୍ରେଲିଆ, […]

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ମହିଳା ଦିନିକିଆ ବିଶ୍ୱକପ । ଏଥିପାଇଁ  ବିସିସିଆଇ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ମିତାଲୀ ରାଜ ବିଶ୍ୱକପରେ ଦଳର କ୍ଯାପଟେନ ରହିଛନ୍ତି । ଟି-୨୦ ଅଧିନାୟକ ହରମନପ୍ରୀତ କୌରଙ୍କୁ ଉପ ଅଧିନାକ ଦାୟିତ୍ୱ ମିଳିଛି। ।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ଭାରତ ୬ ମାର୍ଚ୍ଚରେ ତାର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଭେଟିବ । ଏହା ପରେ ୧୦ରେ ନ୍ୟୁଜିଲାଣ୍ଡ, ୧୨ରେ ୱେଷ୍ଟଇଣ୍ଡିଜ, ୧୬ରେ ଇଂଲଣ୍ଡ, ୧୯ରେ ଅଷ୍ଟ୍ରେଲିଆ, ୨୨ରେ ବାଂଲାଦେଶ ଓ ୨୭ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ବିଶ୍ୱକପ ପୂର୍ବରୁ ଭାରତ ସେଠାରେ ନ୍ୟୁଜିଲାଣ୍ଡ ସହ ଦିନିକିଆ ସିରିଜ ଖେଳିବ ।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

ଭାରତୀୟ ଟିମ: ମିତାଲୀ ରାଜ (ଅଧିନାୟକ), ହରମନପ୍ରୀତ କୌର (ଉପ ଅଧିନାୟକ), ସ୍ମୃତି ମାନ୍ଧନା, ଶେଫାଳୀ ବର୍ମା, ୟାସ୍ତିକା ଭାଟିୟା, ଦୀପ୍ତି ଶର୍ମା, ଋଚା ଘୋଷ (ୱିକେଟ କିପର), ସ୍ନେହ ରାଣା, ଝୁଲଣ ଗୋସ୍ୱାମୀ, ପୂଜା ବସ୍ତ୍ରକାର, ମେଘନା ସିଂ, ରେଣୁକା ସିଂ, ତାନିୟା ଭାଟିୟା ( ୱିକେଟ କିପର),, ରାଜେଶ୍ୱରୀ ଗାଏକ୍ୱାଡ, ପୁନମ ଯାଦବ ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଷ୍ଟାଣ୍ଡବାଇ ଖେଳାଳି: ସବନେନୀ ମେଘନା, ଏକତା ବିଶ୍ଟ, ସିମ୍ରନ ଦିଲ ବାହାଦୂର ।

ମହିଳା ବିଶ୍ବକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା,

06 Jan 2022 By The Sakala

ବିଶ୍ୱକପ ପାଇଁ ଟିମ ଘୋଷଣା କଲା ବିସିସିଆଇ: ମିତାଲୀ ରାଜଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ ମହିଳା ଦଳ

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ମହିଳା ଦିନିକିଆ ବିଶ୍ୱକପ । ଏଥିପାଇଁ  ବିସିସିଆଇ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ମିତାଲୀ ରାଜ ବିଶ୍ୱକପରେ ଦଳର କ୍ଯାପଟେନ ରହିଛନ୍ତି । ଟି-୨୦ ଅଧିନାୟକ ହରମନପ୍ରୀତ କୌରଙ୍କୁ ଉପ ଅଧିନାକ ଦାୟିତ୍ୱ ମିଳିଛି। ।

ଭାରତ ୬ ମାର୍ଚ୍ଚରେ ତାର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଭେଟିବ । ଏହା ପରେ ୧୦ରେ ନ୍ୟୁଜିଲାଣ୍ଡ, ୧୨ରେ ୱେଷ୍ଟଇଣ୍ଡିଜ, ୧୬ରେ ଇଂଲଣ୍ଡ, ୧୯ରେ ଅଷ୍ଟ୍ରେଲିଆ, ୨୨ରେ ବାଂଲାଦେଶ ଓ ୨୭ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ବିଶ୍ୱକପ ପୂର୍ବରୁ ଭାରତ ସେଠାରେ ନ୍ୟୁଜିଲାଣ୍ଡ ସହ ଦିନିକିଆ ସିରିଜ ଖେଳିବ ।

ଭାରତୀୟ ଟିମ: ମିତାଲୀ ରାଜ (ଅଧିନାୟକ), ହରମନପ୍ରୀତ କୌର (ଉପ ଅଧିନାୟକ), ସ୍ମୃତି ମାନ୍ଧନା, ଶେଫାଳୀ ବର୍ମା, ୟାସ୍ତିକା ଭାଟିୟା, ଦୀପ୍ତି ଶର୍ମା, ଋଚା ଘୋଷ (ୱିକେଟ କିପର), ସ୍ନେହ ରାଣା, ଝୁଲଣ ଗୋସ୍ୱାମୀ, ପୂଜା ବସ୍ତ୍ରକାର, ମେଘନା ସିଂ, ରେଣୁକା ସିଂ, ତାନିୟା ଭାଟିୟା ( ୱିକେଟ କିପର),, ରାଜେଶ୍ୱରୀ ଗାଏକ୍ୱାଡ, ପୁନମ ଯାଦବ ।

ଷ୍ଟାଣ୍ଡବାଇ ଖେଳାଳି: ସବନେନୀ ମେଘନା, ଏକତା ବିଶ୍ଟ, ସିମ୍ରନ ଦିଲ ବାହାଦୂର ।

ମହିଳା ବିଶ୍ବକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା,

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର