ଜୁନିଅର ହକି ବିଶ୍ୱକପ୍‌: ବ୍ରୋଞ୍ଜ ପଦକ ମୁକାବିଲାରେ ଫ୍ରାନ୍ସ ଠାରୁ ୧-୩ ଗୋଲରେ ହାରିଲା ଭାରତ

The Sakala Picture
Published On

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତକୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଫ୍ରାନ୍ସ ଠାରୁ ୩-୧ଗୋଲରେ ପରାଜୟ ହୋଇଛି ଭାରତ।  ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ସୁଦୀପ ଚିରମାକୋ ଗୋଟିଏ ଗୋଲ ଦେଇଥିବା ବେଳେ ଫ୍ରାନ୍ସ ପକ୍ଷରୁ କ୍ୟାପଟେନ୍ ଟିମୋଥି କ୍ଲିମେଣ୍ଟ ହ୍ୟାଟ୍ରିକ୍ ଗୋଲ୍ ଦେଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଏହା ପୂର୍ବରୁ ପଞ୍ଚମ ଓ ଷଷ୍ଠ ସ୍ଥାନ ପାଇଁ ବେଲଜିୟମ […]

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତକୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଫ୍ରାନ୍ସ ଠାରୁ ୩-୧ଗୋଲରେ ପରାଜୟ ହୋଇଛି ଭାରତ।  ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ସୁଦୀପ ଚିରମାକୋ ଗୋଟିଏ ଗୋଲ ଦେଇଥିବା ବେଳେ ଫ୍ରାନ୍ସ ପକ୍ଷରୁ କ୍ୟାପଟେନ୍ ଟିମୋଥି କ୍ଲିମେଣ୍ଟ ହ୍ୟାଟ୍ରିକ୍ ଗୋଲ୍ ଦେଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୫ ଘୋଷଣା: ୧୭ କ୍ରୀଡ଼ାବିତ୍‌ଙ୍କୁ ମିଳିବ ସମ୍ମାନଜନକ ଅର୍ଜୁନ ପୁରସ୍କାର

ଏହା ପୂର୍ବରୁ ପଞ୍ଚମ ଓ ଷଷ୍ଠ ସ୍ଥାନ ପାଇଁ ବେଲଜିୟମ ଓ ନେଦରଲ୍ୟାଣ୍ଡସ ମଧ୍ୟରେ ହୋଇଥିବା ମୁକାବିଲାରେ ହଲାଣ୍ଡ ୬-୪ ଗୋଲ ରେ ବିଜୟୀ ହୋଇ ପଞ୍ଚମ ସ୍ଥାନରେ ରହି ବିଶ୍ୱକପ ଅଭିଯାନ ଶେଷ କରିଛି। ଅନ୍ୟପକ୍ଷରେ ବେଲଜିୟମକୁ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସପ୍ତମ ଓ ଅଷ୍ଟମ ସ୍ଥାନ ପାଇଁ ହୋଇଥିବା ଲଢେଇରେ ମାଲେସିଆକୁ ୧-୪ଗୋଲରେ ହରାଇ ସ୍ପେନ ସପ୍ତମରେ ରହିଥିବା ବେଳେ ମାଲେସିଆ ଅଷ୍ଟମରେ ରହିଛି।

ଆହୁରି ପଢ଼ନ୍ତୁ: ଗଲ୍ ଟେଷ୍ଟରେ ଶ୍ରୀଲଙ୍କାକୁ ୧୬୫ ରନରେ ହରାଇଲା ଭାରତ: ଯାଦୁ ଦେଖାଇଲେ ସ୍ପିନର ମାନବ ସୁତାର

05 Dec 2021 By The Sakala

ଜୁନିଅର ହକି ବିଶ୍ୱକପ୍‌: ବ୍ରୋଞ୍ଜ ପଦକ ମୁକାବିଲାରେ ଫ୍ରାନ୍ସ ଠାରୁ ୧-୩ ଗୋଲରେ ହାରିଲା ଭାରତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତକୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଫ୍ରାନ୍ସ ଠାରୁ ୩-୧ଗୋଲରେ ପରାଜୟ ହୋଇଛି ଭାରତ।  ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ସୁଦୀପ ଚିରମାକୋ ଗୋଟିଏ ଗୋଲ ଦେଇଥିବା ବେଳେ ଫ୍ରାନ୍ସ ପକ୍ଷରୁ କ୍ୟାପଟେନ୍ ଟିମୋଥି କ୍ଲିମେଣ୍ଟ ହ୍ୟାଟ୍ରିକ୍ ଗୋଲ୍ ଦେଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

ଏହା ପୂର୍ବରୁ ପଞ୍ଚମ ଓ ଷଷ୍ଠ ସ୍ଥାନ ପାଇଁ ବେଲଜିୟମ ଓ ନେଦରଲ୍ୟାଣ୍ଡସ ମଧ୍ୟରେ ହୋଇଥିବା ମୁକାବିଲାରେ ହଲାଣ୍ଡ ୬-୪ ଗୋଲ ରେ ବିଜୟୀ ହୋଇ ପଞ୍ଚମ ସ୍ଥାନରେ ରହି ବିଶ୍ୱକପ ଅଭିଯାନ ଶେଷ କରିଛି। ଅନ୍ୟପକ୍ଷରେ ବେଲଜିୟମକୁ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସପ୍ତମ ଓ ଅଷ୍ଟମ ସ୍ଥାନ ପାଇଁ ହୋଇଥିବା ଲଢେଇରେ ମାଲେସିଆକୁ ୧-୪ଗୋଲରେ ହରାଇ ସ୍ପେନ ସପ୍ତମରେ ରହିଥିବା ବେଳେ ମାଲେସିଆ ଅଷ୍ଟମରେ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର