ଟୋକିଓ ପାରାଲିମ୍ପିକ୍ସ: ଜାଭଲିନ୍‌ ଥ୍ରୋରେ ଭାରତକୁ ଡବଲ ମେଡାଲ, ଦେବେନ୍ଦ୍ର ଝାଝାରିଆଙ୍କୁ ରୌପ୍ୟ ଓ ସୁନ୍ଦର ସିଂ ଗୁର୍ଜରଙ୍କୁ ବ୍ରୋଞ୍ଜ

The Sakala Picture
Published On

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦବଦବା ଜାରି ରହିଛି। ଆଜି ପବିତ୍ର ଜନ୍ମାଷ୍ଟମୀରେ ଖୁସି ଖବର ଆସିବାରେ ଲାଗିଛି।  ଭାରତକ ଆଜି ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଡିସ୍‌କସ୍‌ ଥ୍ରୋରେ ରୋପ୍ଯ ପଦକ ଜିତିଥିଲା । ପୁଣି ଜାଭଲିନ୍‌ ଥ୍ରୋରେ ଭାରତକୁ ଆଉ ୨ଟି ପଦକ ମିଳିଛି। ଏଥିସହଭାରତର ପଦକ ସଂଖ୍ଯା ୭କୁ ବୃଦ୍ଧି ପାଇଛି। ଜାଭଲିନ୍‌ ଥ୍ରୋରେ ଦେବେନ୍ଦ୍ର ଝାଝାରିଆ ରୌପ୍ୟ ଜିତିଥିବା ବେଳେ ଓ ସୁନ୍ଦର […]

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦବଦବା ଜାରି ରହିଛି। ଆଜି ପବିତ୍ର ଜନ୍ମାଷ୍ଟମୀରେ ଖୁସି ଖବର ଆସିବାରେ ଲାଗିଛି।  ଭାରତକ ଆଜି ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଡିସ୍‌କସ୍‌ ଥ୍ରୋରେ ରୋପ୍ଯ ପଦକ ଜିତିଥିଲା । ପୁଣି ଜାଭଲିନ୍‌ ଥ୍ରୋରେ ଭାରତକୁ ଆଉ ୨ଟି ପଦକ ମିଳିଛି। ଏଥିସହଭାରତର ପଦକ ସଂଖ୍ଯା ୭କୁ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

ଜାଭଲିନ୍‌ ଥ୍ରୋରେ ଦେବେନ୍ଦ୍ର ଝାଝାରିଆ ରୌପ୍ୟ ଜିତିଥିବା ବେଳେ ଓ ସୁନ୍ଦର ସିଂ ଗୁର୍ଜରଙ୍କୁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ସଫଳତା ପାରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

30 Aug 2021 By The Sakala

ଟୋକିଓ ପାରାଲିମ୍ପିକ୍ସ: ଜାଭଲିନ୍‌ ଥ୍ରୋରେ ଭାରତକୁ ଡବଲ ମେଡାଲ, ଦେବେନ୍ଦ୍ର ଝାଝାରିଆଙ୍କୁ ରୌପ୍ୟ ଓ ସୁନ୍ଦର ସିଂ ଗୁର୍ଜରଙ୍କୁ ବ୍ରୋଞ୍ଜ

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦବଦବା ଜାରି ରହିଛି। ଆଜି ପବିତ୍ର ଜନ୍ମାଷ୍ଟମୀରେ ଖୁସି ଖବର ଆସିବାରେ ଲାଗିଛି।  ଭାରତକ ଆଜି ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଡିସ୍‌କସ୍‌ ଥ୍ରୋରେ ରୋପ୍ଯ ପଦକ ଜିତିଥିଲା । ପୁଣି ଜାଭଲିନ୍‌ ଥ୍ରୋରେ ଭାରତକୁ ଆଉ ୨ଟି ପଦକ ମିଳିଛି। ଏଥିସହଭାରତର ପଦକ ସଂଖ୍ଯା ୭କୁ ବୃଦ୍ଧି ପାଇଛି।

ଜାଭଲିନ୍‌ ଥ୍ରୋରେ ଦେବେନ୍ଦ୍ର ଝାଝାରିଆ ରୌପ୍ୟ ଜିତିଥିବା ବେଳେ ଓ ସୁନ୍ଦର ସିଂ ଗୁର୍ଜରଙ୍କୁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ସଫଳତା ପାରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।

https://www.thesakala.in/sports/tokyo-paralympics-the-two-javelin-stars-make-it-a-memorable-monday-morning/article-5022
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର