ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଲେ ରୋହିତ ଶର୍ମା
ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ରୋହିତ ଶର୍ମା। ଡିସେମ୍ବର ୨୬ରେ ରୋହିତ ଖେଳିଥିଲେ ଶେଷ ଟେଷ୍ଟ ମ୍ୟାଚ। ଅଷ୍ଟ୍ରେଲିଆ ବିପକ୍ଷରେ ସେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲା। ପୂର୍ବରୁ ଟି- ୨୦ରୁ ଅବସର ଘୋଷଣା କରି ସାରିଛନ୍ତି ରୋହିତ ଶର୍ମା। ୩୮ ବର୍ଷୀୟ ରୋହିତ ୬୭ ଟେଷ୍ଟ ମ୍ୟାଚରୁ ୧୨ଟି ମ୍ୟାଚରେ ଶତକ ହାସଲ କରିଥିବାବେଳେ ୧୮ଟିରେ ଅର୍ଦ୍ଧଶତକ ହସଲ କରିଛନ୍ତି।

07 May 2025
By The Sakala

https://www.thesakala.in/sports/rohit-sharma-announces-his-retirement-from-test-cricket/article-40434