ରୋଚକ ମୋଡରେ ବେଙ୍ଗାଲୁରୁ ଟେଷ୍ଟ: ସର୍ଫରାଜଙ୍କ ପ୍ରଥମ ଶତକ, ଋଷଭ ପନ୍ତଙ୍କ ଅର୍ଦ୍ଧଶତକ

The Sakala Picture
Published On

ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ପ୍ରଥମ ପାଳିରେ ମାତ୍ର ୪୬ ରନ୍ କରିଥିବା ଭାରତୀୟ ଦଳ ୩୫୬ ରନ୍ ପଛୁଆ ରହିଥିଲା। ତେବେ ଭାରତ ଦ୍ବିତୀୟ ପାଳିରେ ଭଲ ଲଢ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ରଥମ ଶତକ ହାସଲ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ସର୍ଫରାଜ ଖାନ। ୧୨୫ ରନରେ ସର୍ଫରାଜ ଅପରାଜିତ ରହିଛନ୍ତି। ତାଙ୍କ ସହ ଋଷଭ ପନ୍ତ ମଧ୍ୟ ଅର୍ଦ୍ଧଶତକ ହସଲ କରିଛନ୍ତି। ଋଷଭ ପନ୍ତ ୫୨ ରନ କରି ଅପରାଜିତ ଅଛନ୍ତି। […]

ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ପ୍ରଥମ ପାଳିରେ ମାତ୍ର ୪୬ ରନ୍ କରିଥିବା ଭାରତୀୟ ଦଳ ୩୫୬ ରନ୍ ପଛୁଆ ରହିଥିଲା। ତେବେ ଭାରତ ଦ୍ବିତୀୟ ପାଳିରେ ଭଲ ଲଢ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ରଥମ ଶତକ ହାସଲ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ସର୍ଫରାଜ ଖାନ। ୧୨୫ ରନରେ ସର୍ଫରାଜ ଅପରାଜିତ ରହିଛନ୍ତି। ତାଙ୍କ ସହ ଋଷଭ ପନ୍ତ ମଧ୍ୟ ଅର୍ଦ୍ଧଶତକ ହସଲ କରିଛନ୍ତି। ଋଷଭ ପନ୍ତ ୫୨ ରନ କରି ଅପରାଜିତ ଅଛନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭାରତ ୨ୟ ପାଳିରେ ଜୟସଓ୍ବାଲ ୩୫ ରନ ଓ ରୋହିତ ଶର୍ମା ୫୨ ରନ କରି ଆଉଟ ହୋଇଥିଲେ। ଏହା ପରେ ବିରାଟ କୋହଲି ଏବଂ ସର୍ଫରାଜ ଖାନ ପାରିକୁ ସମ୍ଭାଳିଥିଲେ। ଖେଳର ୩ୟ ଦିବସରେ କୋହଲି ୭୦ ରନ କରି ଆଉଟ୍ ହୋଇଯିବା ପରେ ଋଷଭ ପନ୍ତ ଓ ସର୍ଫରାଜ ଖାନ ସ୍କୋରକୁ ଆଗେଇନେବାରେ ସହାୟତା କରିଛନ୍ତି।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

19 Oct 2024 By The Sakala

ରୋଚକ ମୋଡରେ ବେଙ୍ଗାଲୁରୁ ଟେଷ୍ଟ: ସର୍ଫରାଜଙ୍କ ପ୍ରଥମ ଶତକ, ଋଷଭ ପନ୍ତଙ୍କ ଅର୍ଦ୍ଧଶତକ

ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ପ୍ରଥମ ପାଳିରେ ମାତ୍ର ୪୬ ରନ୍ କରିଥିବା ଭାରତୀୟ ଦଳ ୩୫୬ ରନ୍ ପଛୁଆ ରହିଥିଲା। ତେବେ ଭାରତ ଦ୍ବିତୀୟ ପାଳିରେ ଭଲ ଲଢ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ରଥମ ଶତକ ହାସଲ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ସର୍ଫରାଜ ଖାନ। ୧୨୫ ରନରେ ସର୍ଫରାଜ ଅପରାଜିତ ରହିଛନ୍ତି। ତାଙ୍କ ସହ ଋଷଭ ପନ୍ତ ମଧ୍ୟ ଅର୍ଦ୍ଧଶତକ ହସଲ କରିଛନ୍ତି। ଋଷଭ ପନ୍ତ ୫୨ ରନ କରି ଅପରାଜିତ ଅଛନ୍ତି।

ଭାରତ ୨ୟ ପାଳିରେ ଜୟସଓ୍ବାଲ ୩୫ ରନ ଓ ରୋହିତ ଶର୍ମା ୫୨ ରନ କରି ଆଉଟ ହୋଇଥିଲେ। ଏହା ପରେ ବିରାଟ କୋହଲି ଏବଂ ସର୍ଫରାଜ ଖାନ ପାରିକୁ ସମ୍ଭାଳିଥିଲେ। ଖେଳର ୩ୟ ଦିବସରେ କୋହଲି ୭୦ ରନ କରି ଆଉଟ୍ ହୋଇଯିବା ପରେ ଋଷଭ ପନ୍ତ ଓ ସର୍ଫରାଜ ଖାନ ସ୍କୋରକୁ ଆଗେଇନେବାରେ ସହାୟତା କରିଛନ୍ତି।

https://www.thesakala.in/sports/india-vs-new-zealand-1st-test-day-4/article-35950
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର