ଆଇସିସି ବିଶ୍ବକପ ୨୦୨୩: ବିରାଟଙ୍କ ଦମଦାର ଶତକୀୟ ଇଂନିସ, ଦକ୍ଷିଣ ଆଫ୍ରିକାକୁ ୩୨୭ ରନର ଟାର୍ଗେଟ ଦେଲା ଭରତ

The Sakala Picture
Published On

କୋଲକାତା: କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ପ୍ରଥମ କରି ମୁହାଁମୁହିଁ ହେଉଛନ୍ତି ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ତେବେ ଆଜି ଖେଳାଯାଉଥିବା ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି  ନେଇଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୩୨୬ ହରାଇ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ୩୨୭ ରନର […]

କୋଲକାତା: କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ପ୍ରଥମ କରି ମୁହାଁମୁହିଁ ହେଉଛନ୍ତି ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ତେବେ ଆଜି ଖେଳାଯାଉଥିବା ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି  ନେଇଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୩୨୬ ହରାଇ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ୩୨୭ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ସାଜିବାକୁ ନୀତୀଶ ରେଡ୍ଡୀଙ୍କ ଉପରେ ଚାପ! ସ୍କାନରରେ ବିସିସିଆଇ 'CoE'ର କାର୍ଯ୍ୟପ୍ରଣାଳୀ

ଭାରତ ପକ୍ଷରୁ ରୋହିତ ଶର୍ମା ୨୪ ବଲରେ ୪୦ ରନ କରି ଆଉଟ ହୋଇଥିଲେ । ପରେ ଶୁବମନ ଗିଲ୍ ୨୪ ବଲରେ ୨୩  ରନ କରି ଆଉଟ ହୋଇଥିଲେ। ଶ୍ରେୟସ ଆୟର ୮୭ ବଲରେ ୭୭ ରନ କରି ଆଉଟ ହୋଇଥିଲେ। କେଏଲ ରାହୁଲ ୧୭ ବଲରେ ୮ ରନ କରି ଆଉଟ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ୧୩ ବଲରେ ୨୨ ରନ କରି ଆଉଟ ହୋଇଥିଲେ। ପାରିକୁ ବିରାଟ କୋହଲି ପାରିକୁ ସମ୍ଭାଳିଥିଲେ। ପରେ ବିରାଟଙ୍କ ସାଥ ଦେଇଥିଲେ ରବୀନ୍ଦ୍ର ଜାଡେଜା । ବିରାଟ କୋହଲି  ୧୨୧ ବଲରେ ୧୦୧ ରନ କରି ଅପରାଜିତ ରହିଥିଲେ । ବିରାଟଙ୍କ ଏହି ଶତକୀୟ ଇଂନିସରେ ୧୦ ଚୌକା ସାମିଲ ରହିଛି। ରବୀନ୍ଦ୍ର ଜାଡେଜା ୧୫ ବଲରେ ୨୯ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଆସନ୍ତା ସେପ୍ଟେମ୍ବର ମାସରେ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ କ୍ରିଷ୍ଟିଆନୋ ରୋନାଲ୍ଡୋ!

ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ନିଗିଡି, ମୋର୍କୋ ଜନସେନ, କାଗିଶୋ ରାବେଡା, କେଶବ ମହାରାଜ ଓ ତାରବିଜ ଗୋଟିଏ ଲେଖାଏଁ ୱିକେଟ ନେଇିଥିଲା।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବରରେ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍‌: ଦିଲ୍ଲୀରେ ଖେଳାଯିବ ମ୍ୟାଚ୍‌, ଆୟୋଜକ ସାଜିବ ଆଫଗାନିସ୍ତାନ

05 Nov 2023 By The Sakala

ଆଇସିସି ବିଶ୍ବକପ ୨୦୨୩: ବିରାଟଙ୍କ ଦମଦାର ଶତକୀୟ ଇଂନିସ, ଦକ୍ଷିଣ ଆଫ୍ରିକାକୁ ୩୨୭ ରନର ଟାର୍ଗେଟ ଦେଲା ଭରତ

କୋଲକାତା: କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ପ୍ରଥମ କରି ମୁହାଁମୁହିଁ ହେଉଛନ୍ତି ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ତେବେ ଆଜି ଖେଳାଯାଉଥିବା ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି  ନେଇଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୩୨୬ ହରାଇ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ୩୨୭ ରନର ଆବଶ୍ୟକତା ରହିଛି।

ଭାରତ ପକ୍ଷରୁ ରୋହିତ ଶର୍ମା ୨୪ ବଲରେ ୪୦ ରନ କରି ଆଉଟ ହୋଇଥିଲେ । ପରେ ଶୁବମନ ଗିଲ୍ ୨୪ ବଲରେ ୨୩  ରନ କରି ଆଉଟ ହୋଇଥିଲେ। ଶ୍ରେୟସ ଆୟର ୮୭ ବଲରେ ୭୭ ରନ କରି ଆଉଟ ହୋଇଥିଲେ। କେଏଲ ରାହୁଲ ୧୭ ବଲରେ ୮ ରନ କରି ଆଉଟ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ୧୩ ବଲରେ ୨୨ ରନ କରି ଆଉଟ ହୋଇଥିଲେ। ପାରିକୁ ବିରାଟ କୋହଲି ପାରିକୁ ସମ୍ଭାଳିଥିଲେ। ପରେ ବିରାଟଙ୍କ ସାଥ ଦେଇଥିଲେ ରବୀନ୍ଦ୍ର ଜାଡେଜା । ବିରାଟ କୋହଲି  ୧୨୧ ବଲରେ ୧୦୧ ରନ କରି ଅପରାଜିତ ରହିଥିଲେ । ବିରାଟଙ୍କ ଏହି ଶତକୀୟ ଇଂନିସରେ ୧୦ ଚୌକା ସାମିଲ ରହିଛି। ରବୀନ୍ଦ୍ର ଜାଡେଜା ୧୫ ବଲରେ ୨୯ରନ କରି ଅପରାଜିତ ରହିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ନିଗିଡି, ମୋର୍କୋ ଜନସେନ, କାଗିଶୋ ରାବେଡା, କେଶବ ମହାରାଜ ଓ ତାରବିଜ ଗୋଟିଏ ଲେଖାଏଁ ୱିକେଟ ନେଇିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର