ଆଇସିସି ବିଶ୍ବକପ ୨୦୨୩: ମୁହାଁମୁହିଁ ହେବେ ନେଦରଲାଣ୍ଡ୍‌ସ ଓ ଆଫଗାନିସ୍ତାନ, ଟସ୍ ଜିତି ନେଦରଲାଣ୍ଡ୍‌ସର ବ୍ୟାଟିଂ ନିଷ୍ପତ୍ତି

The Sakala Picture
Published On

ଲକ୍ଷ୍ନୌ: ଚଳିତ ବିଶ୍ୱକପ୍‌ର ୩୪ତମ ଲିଗ୍‌ ମୁକାବିଲାରେ ନେଦରଲାଣ୍ଡ୍‌ସ ଓ ଆଫଗାନିସ୍ତାନ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଆଜିର ମ୍ୟଚରେ ନେଦରଲାଣ୍ଡ୍‌ସ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ସେମି ଫାଇନାଲ୍‌ରେ ପ୍ରବେଶ କରିବା ପାଇଁ ଉଭୟ ଦଳ ନିକଟରେ ଏବେବି ସୁଯୋଗ ରହିଛି । ତେଣୁ ଉଭୟ ଦଳ ବିଜୟ ପାଇଁ ବାଜି ଲଗାଇ ଦେବେ । ଆଫଗାନିସ୍ତାନ ୬ଟି ମ୍ୟାଚ୍‌ ଖେଳି ୬ ପଏଣ୍ଟ ହାସଲ କରିଛି । ଶେଷ ୩ଟି ଯାକ ମ୍ୟାଚ୍‌ ଜିତିଲେ […]

ଲକ୍ଷ୍ନୌ: ଚଳିତ ବିଶ୍ୱକପ୍‌ର ୩୪ତମ ଲିଗ୍‌ ମୁକାବିଲାରେ ନେଦରଲାଣ୍ଡ୍‌ସ ଓ ଆଫଗାନିସ୍ତାନ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଆଜିର ମ୍ୟଚରେ ନେଦରଲାଣ୍ଡ୍‌ସ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି।

ଆହୁରି ପଢ଼ନ୍ତୁ: ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଅଧିନାୟକ ଶ୍ରେୟସ ଆୟରଙ୍କ ବଡ଼ ବୟାନ, ଦଳକୁ ଦେଲେ 'ନିର୍ଭୀକ' ମନ୍ତ୍ର

ସେମି ଫାଇନାଲ୍‌ରେ ପ୍ରବେଶ କରିବା ପାଇଁ ଉଭୟ ଦଳ ନିକଟରେ ଏବେବି ସୁଯୋଗ ରହିଛି । ତେଣୁ ଉଭୟ ଦଳ ବିଜୟ ପାଇଁ ବାଜି ଲଗାଇ ଦେବେ । ଆଫଗାନିସ୍ତାନ ୬ଟି ମ୍ୟାଚ୍‌ ଖେଳି ୬ ପଏଣ୍ଟ ହାସଲ କରିଛି । ଶେଷ ୩ଟି ଯାକ ମ୍ୟାଚ୍‌ ଜିତିଲେ ଆଫଗାନିସ୍ତାନର ପଏଣ୍ଟ ୧୨ରେ ପହଞ୍ଚି ପାରିବ । ନେଦରଲାଣ୍ଡ୍‌ସ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ୪ ପଏଣ୍ଟ ଅର୍ଜନ କରିଛି । ଆଗକୁ ଦଳ ୩ଟି ମ୍ୟାଚ୍‌ ଖେଳିବ । ଫଳରେ ୧୦ ପଏଣ୍ଟ ଅର୍ଜନ କରିବା ପାଇଁ ନେଦରଲାଣ୍ଡ୍‌ସ ନିକଟରେ ସୁଯୋଗ ରହିଛି ।

ଆହୁରି ପଢ଼ନ୍ତୁ: ଆସନ୍ତା ସେପ୍ଟେମ୍ବର ମାସରେ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ କ୍ରିଷ୍ଟିଆନୋ ରୋନାଲ୍ଡୋ!

03 Nov 2023 By The Sakala

ଆଇସିସି ବିଶ୍ବକପ ୨୦୨୩: ମୁହାଁମୁହିଁ ହେବେ ନେଦରଲାଣ୍ଡ୍‌ସ ଓ ଆଫଗାନିସ୍ତାନ, ଟସ୍ ଜିତି ନେଦରଲାଣ୍ଡ୍‌ସର ବ୍ୟାଟିଂ ନିଷ୍ପତ୍ତି

ଲକ୍ଷ୍ନୌ: ଚଳିତ ବିଶ୍ୱକପ୍‌ର ୩୪ତମ ଲିଗ୍‌ ମୁକାବିଲାରେ ନେଦରଲାଣ୍ଡ୍‌ସ ଓ ଆଫଗାନିସ୍ତାନ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଆଜିର ମ୍ୟଚରେ ନେଦରଲାଣ୍ଡ୍‌ସ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି।

ସେମି ଫାଇନାଲ୍‌ରେ ପ୍ରବେଶ କରିବା ପାଇଁ ଉଭୟ ଦଳ ନିକଟରେ ଏବେବି ସୁଯୋଗ ରହିଛି । ତେଣୁ ଉଭୟ ଦଳ ବିଜୟ ପାଇଁ ବାଜି ଲଗାଇ ଦେବେ । ଆଫଗାନିସ୍ତାନ ୬ଟି ମ୍ୟାଚ୍‌ ଖେଳି ୬ ପଏଣ୍ଟ ହାସଲ କରିଛି । ଶେଷ ୩ଟି ଯାକ ମ୍ୟାଚ୍‌ ଜିତିଲେ ଆଫଗାନିସ୍ତାନର ପଏଣ୍ଟ ୧୨ରେ ପହଞ୍ଚି ପାରିବ । ନେଦରଲାଣ୍ଡ୍‌ସ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ୪ ପଏଣ୍ଟ ଅର୍ଜନ କରିଛି । ଆଗକୁ ଦଳ ୩ଟି ମ୍ୟାଚ୍‌ ଖେଳିବ । ଫଳରେ ୧୦ ପଏଣ୍ଟ ଅର୍ଜନ କରିବା ପାଇଁ ନେଦରଲାଣ୍ଡ୍‌ସ ନିକଟରେ ସୁଯୋଗ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର