ଆଇସିସି ବିଶ୍ୱକପ୍‌ ୨୦୨୩: ଇଂଲଣ୍ଡକୁ ୧୦୦ ରନରେ ହରାଇଲା ଭାରତ

The Sakala Picture
Published On

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍‌ ୨୦୨୩ । ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାର ବାଜପେୟୀ ଷ୍ଟାଡିୟମ୍‌ରେ ଆଜି ମୁହାଁମୁହିଁ ହୋଇଥିଲେ ଭାରତ-ଇଂଲଣ୍ଡ । ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ଟିମ୍ । ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୨୨୯ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଇଂଲଣ୍ଡକୁ ୨୩୦ରନର ଆବଶ୍ୟକତା ରହିଥିଲା । ଇଂଲଣ୍ଡ ୩୪.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୯ ରନ କରିବାକୁ ସକ୍ଷମ […]

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍‌ ୨୦୨୩ । ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାର ବାଜପେୟୀ ଷ୍ଟାଡିୟମ୍‌ରେ ଆଜି ମୁହାଁମୁହିଁ ହୋଇଥିଲେ ଭାରତ-ଇଂଲଣ୍ଡ । ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ଟିମ୍ । ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୨୨୯ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଇଂଲଣ୍ଡକୁ ୨୩୦ରନର ଆବଶ୍ୟକତା ରହିଥିଲା । ଇଂଲଣ୍ଡ ୩୪.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୯ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭାରତ ଏହି ମ୍ୟାଚକୁ ୧୦୦ ରନରେ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ସ୍ମୃତି ମନ୍ଧାନା ରଚିଲେ ଇତିହାସ, ଭାଙ୍ଗିଲେ ରୋହିତ ଶର୍ମାଙ୍କ ଟି-୨୦ ରେକର୍ଡ

ଇଂଲଣ୍ଡ ପକ୍ଷରୁ ଜନି ବେୟାରଷ୍ଟୋ ୨୩ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ଦାୱିଦ ମଲାନ ୧୭ ବଲରେ ୧୬ ରନ କରି ଆଉଟ ହୋଇଥିଲେ। ଜୋ ରୁଟ୍‌ ଓ ବେନ ଷ୍ଟୋକ୍ସ କୌଣସି ରନ କରି ଆଉଟ ହୋଇଥିଲେ। ଜୋସ ବଟଲର ୨୩ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ମୋଇନ ଅଲ୍ଲୀ ୩୧ ବଲରେ ୧୫ ରନ କରି ଆଉଟ ହୋଇଥିଲେ। ଲାଏମ ଲିଭିଙ୍ଗଷ୍ଟୋନ ୪୬ ବଲରେ ୨୭ ରନ କରି ଆଉଟ ହୋଇଥିଲେ। କ୍ରିସ୍‌ ୱକ୍ସ ୨୦ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ଆଦିଲ ରସିଦ ୨୦ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ଡେଭିଡ୍‌ ୱିଲି ୧୭ ବଲରେ ୧୬ ରନ କରି ଅପରାଜି ରହିଥିଲେ। ମାର୍କ ଉଡ୍‌ କୌଣସି ରନ ନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ଭରାତ ପକ୍ଷରୁ ମହମ୍ମଦ ସାମି ୪ ଟି ୱିକେଟ ନେଇଥିବା ବେଳେ ଯଶପ୍ରୀତ ବୁମରା ୩ଟି  ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପରେ ଗୁଜରାଟର ଶିକ୍ଷା ମନ୍ତ୍ରୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ରବୀନ୍ଦ୍ର ଜାଡେଜା

29 Oct 2023 By The Sakala

ଆଇସିସି ବିଶ୍ୱକପ୍‌ ୨୦୨୩: ଇଂଲଣ୍ଡକୁ ୧୦୦ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍‌ ୨୦୨୩ । ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାର ବାଜପେୟୀ ଷ୍ଟାଡିୟମ୍‌ରେ ଆଜି ମୁହାଁମୁହିଁ ହୋଇଥିଲେ ଭାରତ-ଇଂଲଣ୍ଡ । ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ଟିମ୍ । ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୨୨୯ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଇଂଲଣ୍ଡକୁ ୨୩୦ରନର ଆବଶ୍ୟକତା ରହିଥିଲା । ଇଂଲଣ୍ଡ ୩୪.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୯ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭାରତ ଏହି ମ୍ୟାଚକୁ ୧୦୦ ରନରେ ଜିତି ନେଇଛି।

ଇଂଲଣ୍ଡ ପକ୍ଷରୁ ଜନି ବେୟାରଷ୍ଟୋ ୨୩ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ଦାୱିଦ ମଲାନ ୧୭ ବଲରେ ୧୬ ରନ କରି ଆଉଟ ହୋଇଥିଲେ। ଜୋ ରୁଟ୍‌ ଓ ବେନ ଷ୍ଟୋକ୍ସ କୌଣସି ରନ କରି ଆଉଟ ହୋଇଥିଲେ। ଜୋସ ବଟଲର ୨୩ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ମୋଇନ ଅଲ୍ଲୀ ୩୧ ବଲରେ ୧୫ ରନ କରି ଆଉଟ ହୋଇଥିଲେ। ଲାଏମ ଲିଭିଙ୍ଗଷ୍ଟୋନ ୪୬ ବଲରେ ୨୭ ରନ କରି ଆଉଟ ହୋଇଥିଲେ। କ୍ରିସ୍‌ ୱକ୍ସ ୨୦ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ଆଦିଲ ରସିଦ ୨୦ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ଡେଭିଡ୍‌ ୱିଲି ୧୭ ବଲରେ ୧୬ ରନ କରି ଅପରାଜି ରହିଥିଲେ। ମାର୍କ ଉଡ୍‌ କୌଣସି ରନ ନ କରି ଆଉଟ ହୋଇଥିଲେ।

ଭରାତ ପକ୍ଷରୁ ମହମ୍ମଦ ସାମି ୪ ଟି ୱିକେଟ ନେଇଥିବା ବେଳେ ଯଶପ୍ରୀତ ବୁମରା ୩ଟି  ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର