ଆଇସିସି ବିଶ୍ୱକପ୍‌ ୨୦୨୩: ଇଂଲଣ୍ଡକୁ ୨୩୦ ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍‌ ୨୦୨୩ । ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାର ବାଜପେୟୀ ଷ୍ଟାଡିୟମ୍‌ରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ-ଇଂଲଣ୍ଡ । ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ଟିମ୍ । ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୨୨୯ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଇଂଲଣ୍ଡକୁ ୨୩୦ରନର ଆବଶ୍ୟକତା ରହିଛି। ଭାରତର ପକ୍ଷରୁ ରୋହିତ ଶର୍ମା ୧୦୧ ବଲରେ ୮୭ ରନ କରି ଆଉଟ ହୋଇଥିଲେ। […]

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍‌ ୨୦୨୩ । ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାର ବାଜପେୟୀ ଷ୍ଟାଡିୟମ୍‌ରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ-ଇଂଲଣ୍ଡ । ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ଟିମ୍ । ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୨୨୯ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଇଂଲଣ୍ଡକୁ ୨୩୦ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଭାରତର ପକ୍ଷରୁ ରୋହିତ ଶର୍ମା ୧୦୧ ବଲରେ ୮୭ ରନ କରି ଆଉଟ ହୋଇଥିଲେ। ଶୁଭମନ ଗିଲ ୧୩ ବଲରେ ୯ ରନ କରି ଆଉଟ ହୋଇଥିଲେ। ବିରାଟ କୋହଲି ୯ ବଳ ଖେଳି କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ଶ୍ରେୟାସ ଆୟର ୧୬ ବଲରେ ୪ରନ କରି ଆଉଟ ହୋଇଥିଲେ।  କେଏଲ ରାହୁଲ ୫୮ ବଲରେ ୩୯ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୪୭ ବଲରେ ୪୯ରନ କରି ଆଉଟ ହୋଇଥିଲେ। ରବିନ୍ଦ୍ର ଜାଡେଜା ୧୩ ବଲକେ ୮ ରନ କରି ଆଉଟ ହୋଇଥିଲେ। ମହମ୍ମଦ ସାମି ୫ ବଲରେ ୧ ରନ କରି ଆଉଟ ହୋଇଥିଲେ। ଯଶପ୍ରୀତ ବୁମରା ୨୫ ବଲରେ ୧୬ ରନ କରି ରନ ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଇଂଲଣ୍ଡ ପକ୍ଷରୁ ଡେଭିଡ୍‌ ୱିଲି ୩ଟି ୱିକେଟ ନେଇଥିଲେ। କ୍ରିସ୍‌ ୱକ୍ସ  ଓ ଆଦିଲ ରସିଦ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ କ୍ରିସ୍‌ ୱକ୍ସ ଗୋଟିଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇରାନର ଡ୍ରୋନ୍ ଆକ୍ରମଣ

29 Oct 2023 By The Sakala

ଆଇସିସି ବିଶ୍ୱକପ୍‌ ୨୦୨୩: ଇଂଲଣ୍ଡକୁ ୨୩୦ ରନର ଟାର୍ଗେଟ ଦେଲା ଭାରତ

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍‌ ୨୦୨୩ । ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାର ବାଜପେୟୀ ଷ୍ଟାଡିୟମ୍‌ରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ-ଇଂଲଣ୍ଡ । ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ଟିମ୍ । ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୨୨୯ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଇଂଲଣ୍ଡକୁ ୨୩୦ରନର ଆବଶ୍ୟକତା ରହିଛି।

ଭାରତର ପକ୍ଷରୁ ରୋହିତ ଶର୍ମା ୧୦୧ ବଲରେ ୮୭ ରନ କରି ଆଉଟ ହୋଇଥିଲେ। ଶୁଭମନ ଗିଲ ୧୩ ବଲରେ ୯ ରନ କରି ଆଉଟ ହୋଇଥିଲେ। ବିରାଟ କୋହଲି ୯ ବଳ ଖେଳି କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ଶ୍ରେୟାସ ଆୟର ୧୬ ବଲରେ ୪ରନ କରି ଆଉଟ ହୋଇଥିଲେ।  କେଏଲ ରାହୁଲ ୫୮ ବଲରେ ୩୯ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୪୭ ବଲରେ ୪୯ରନ କରି ଆଉଟ ହୋଇଥିଲେ। ରବିନ୍ଦ୍ର ଜାଡେଜା ୧୩ ବଲକେ ୮ ରନ କରି ଆଉଟ ହୋଇଥିଲେ। ମହମ୍ମଦ ସାମି ୫ ବଲରେ ୧ ରନ କରି ଆଉଟ ହୋଇଥିଲେ। ଯଶପ୍ରୀତ ବୁମରା ୨୫ ବଲରେ ୧୬ ରନ କରି ରନ ଆଉଟ ହୋଇଥିଲେ।

ଇଂଲଣ୍ଡ ପକ୍ଷରୁ ଡେଭିଡ୍‌ ୱିଲି ୩ଟି ୱିକେଟ ନେଇଥିଲେ। କ୍ରିସ୍‌ ୱକ୍ସ  ଓ ଆଦିଲ ରସିଦ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ କ୍ରିସ୍‌ ୱକ୍ସ ଗୋଟିଏ ୱିକେଟ ନେଇଥିଲେ।

https://www.thesakala.in/sports/icc-cricket-world-cup-2023-india-set-a-target-of-230-runs-to-england/article-26811
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର