ଦ୍ରୁତ ଗତିରେ ଗାଡ଼ି ଚାଳନା ପାଇଁ ରୋହିତଙ୍କ ନାଁରେ କଟିଲା ୩ ଚାଲାଣ

The Sakala Picture
Published On

ମୁମ୍ବଇ: ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ଭାରତୀୟ କ୍ରିକେଟ୍ ଅଧିନାୟକ ରୋହିତ ଶର୍ମାଙ୍କ ଚାଲାଣ କଟିଛି।  ଘଣ୍ଟା ପ୍ରତି ୨୦୦କିଲୋମିଟର ବେଗରେ ଗାଡ଼ି ଚଳାଉଥିବାରୁ ୩ଥର ରୋହିତଙ୍କ ନାଁରେ ଚାଲାଣ କଟିଛି। ପୁଣେ-ମୁମ୍ବଇ ଏକ୍ସପ୍ରେସ୍‌ ୱେରେ ଅତ୍ୟନ୍ତ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ଏହି ଚାଲାଣ କଟିଛି। ଟ୍ରାଫିକ ଅଧିକାରୀଙ୍କ କହିବା ମୁତାବକ, ରୋହିତ ଶର୍ମା ଘଣ୍ଟା ପ୍ରତି ପ୍ରାୟ ୨୦୦ କିଲୋମିଟର ବେଗରେ ଗାଡ଼ି ଚଳାଉଥିଲେ। ଏହି ସମୟରେ ତାଙ୍କର ଘଣ୍ଟା ପ୍ରତି ବେଗ […]

ମୁମ୍ବଇ: ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ଭାରତୀୟ କ୍ରିକେଟ୍ ଅଧିନାୟକ ରୋହିତ ଶର୍ମାଙ୍କ ଚାଲାଣ କଟିଛି।  ଘଣ୍ଟା ପ୍ରତି ୨୦୦କିଲୋମିଟର ବେଗରେ ଗାଡ଼ି ଚଳାଉଥିବାରୁ ୩ଥର ରୋହିତଙ୍କ ନାଁରେ ଚାଲାଣ କଟିଛି। ପୁଣେ-ମୁମ୍ବଇ ଏକ୍ସପ୍ରେସ୍‌ ୱେରେ ଅତ୍ୟନ୍ତ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ଏହି ଚାଲାଣ କଟିଛି।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ଟ୍ରାଫିକ ଅଧିକାରୀଙ୍କ କହିବା ମୁତାବକ, ରୋହିତ ଶର୍ମା ଘଣ୍ଟା ପ୍ରତି ପ୍ରାୟ ୨୦୦ କିଲୋମିଟର ବେଗରେ ଗାଡ଼ି ଚଳାଉଥିଲେ। ଏହି ସମୟରେ ତାଙ୍କର ଘଣ୍ଟା ପ୍ରତି ବେଗ ବେଳେବେଳେ ୨୧୫ କିଲୋମିଟରରେ ମଧ୍ୟ ପହଞ୍ଚିଥିଲା। ଏତେ ଦ୍ରୁତ ଗତି ଯୋଗୁ ରୋହିତ ଶର୍ମାଙ୍କ ନାଁରେ ତିନୋଟି ଅନଲାଇନ୍ ଚାଲାଣ କଟିଛି। ବାରମ୍ବାର ଏଭଳି ହେଉଥିବାରୁ ଟ୍ରାଫିକ ପୁଲିସ ରୋହିତଙ୍କୁ ଟିମ୍ ବସରେ ପୁଲିସ ସୁରକ୍ଷା ସହିତ ଯିବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ସୂଚନାଯୋଗ୍ୟ, ପୁଣେ-ମୁମ୍ବଇ ଏକ୍ସପ୍ରେସ୍ ୱେରେ ଗାଡ଼ି ଚଳାଇବାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର। ରାଜପଥର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇଛି, ତେଣୁ ଗାଡ଼ି ଏହି ବେଗ ଅତିକ୍ରମ କଲା ମାତ୍ରେ ମାଲିକଙ୍କୁ ଚାଲାଣ ପଠାଇ ଦିଆଯାଏ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

19 Oct 2023 By The Sakala

ଦ୍ରୁତ ଗତିରେ ଗାଡ଼ି ଚାଳନା ପାଇଁ ରୋହିତଙ୍କ ନାଁରେ କଟିଲା ୩ ଚାଲାଣ

ମୁମ୍ବଇ: ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ଭାରତୀୟ କ୍ରିକେଟ୍ ଅଧିନାୟକ ରୋହିତ ଶର୍ମାଙ୍କ ଚାଲାଣ କଟିଛି।  ଘଣ୍ଟା ପ୍ରତି ୨୦୦କିଲୋମିଟର ବେଗରେ ଗାଡ଼ି ଚଳାଉଥିବାରୁ ୩ଥର ରୋହିତଙ୍କ ନାଁରେ ଚାଲାଣ କଟିଛି। ପୁଣେ-ମୁମ୍ବଇ ଏକ୍ସପ୍ରେସ୍‌ ୱେରେ ଅତ୍ୟନ୍ତ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ଏହି ଚାଲାଣ କଟିଛି।

ଟ୍ରାଫିକ ଅଧିକାରୀଙ୍କ କହିବା ମୁତାବକ, ରୋହିତ ଶର୍ମା ଘଣ୍ଟା ପ୍ରତି ପ୍ରାୟ ୨୦୦ କିଲୋମିଟର ବେଗରେ ଗାଡ଼ି ଚଳାଉଥିଲେ। ଏହି ସମୟରେ ତାଙ୍କର ଘଣ୍ଟା ପ୍ରତି ବେଗ ବେଳେବେଳେ ୨୧୫ କିଲୋମିଟରରେ ମଧ୍ୟ ପହଞ୍ଚିଥିଲା। ଏତେ ଦ୍ରୁତ ଗତି ଯୋଗୁ ରୋହିତ ଶର୍ମାଙ୍କ ନାଁରେ ତିନୋଟି ଅନଲାଇନ୍ ଚାଲାଣ କଟିଛି। ବାରମ୍ବାର ଏଭଳି ହେଉଥିବାରୁ ଟ୍ରାଫିକ ପୁଲିସ ରୋହିତଙ୍କୁ ଟିମ୍ ବସରେ ପୁଲିସ ସୁରକ୍ଷା ସହିତ ଯିବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୁଣେ-ମୁମ୍ବଇ ଏକ୍ସପ୍ରେସ୍ ୱେରେ ଗାଡ଼ି ଚଳାଇବାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର। ରାଜପଥର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇଛି, ତେଣୁ ଗାଡ଼ି ଏହି ବେଗ ଅତିକ୍ରମ କଲା ମାତ୍ରେ ମାଲିକଙ୍କୁ ଚାଲାଣ ପଠାଇ ଦିଆଯାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର