ଏସୀୟ କ୍ରୀଡ଼ା: ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ, ସ୍କ୍ବାସ ମିକ୍ସଡ ଡବଲ୍ସରେ ସ୍ବର୍ଣ୍ଣ ଜିତିଲେ ଦୀପିକା-ହରିନ୍ଦର

The Sakala Picture
Published On

ହାଙ୍ଗଝୋ: ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଛି ଆଉ ଏକ ସ୍ବର୍ଣ୍ଣ ପଦକ । ସ୍କ୍ୱାସର ମିକ୍ସଡ ଡବଲ୍ସ ଇଭେଣ୍ଟରେ ଭାରତର ଦୀପିକା ପାଲିକଲ ଏବଂ ହରିନ୍ଦର ପାଲ ସିଂ ସ୍ୱର୍ଣ୍ଣ ଜିତିଛନ୍ତି। ଦିପିକା-ହରିନ୍ଦର ଫାଇନାଲରେ ମାଲେସିଆର ଯୋଡି ମହମ୍ମଦ ଶାଫିକ୍ ଏବଂ ଆଇଫା ଆଜମାନଙ୍କୁ ୨-୦ରେ ପରାସ୍ତ କରି ଏହି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି । ଏସିଆନ ଗେମସରେ ସ୍କ୍ବାସରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରହିଛି ଭାରତ ।ଏହା ଚଳିତ ଏସୀୟ କ୍ରୀଡ଼ାରେ ଭାରତର […]

ହାଙ୍ଗଝୋ: ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଛି ଆଉ ଏକ ସ୍ବର୍ଣ୍ଣ ପଦକ । ସ୍କ୍ୱାସର ମିକ୍ସଡ ଡବଲ୍ସ ଇଭେଣ୍ଟରେ ଭାରତର ଦୀପିକା ପାଲିକଲ ଏବଂ ହରିନ୍ଦର ପାଲ ସିଂ ସ୍ୱର୍ଣ୍ଣ ଜିତିଛନ୍ତି। ଦିପିକା-ହରିନ୍ଦର ଫାଇନାଲରେ ମାଲେସିଆର ଯୋଡି ମହମ୍ମଦ ଶାଫିକ୍ ଏବଂ ଆଇଫା ଆଜମାନଙ୍କୁ ୨-୦ରେ ପରାସ୍ତ କରି ଏହି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି । ଏସିଆନ ଗେମସରେ ସ୍କ୍ବାସରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରହିଛି ଭାରତ ।ଏହା ଚଳିତ ଏସୀୟ କ୍ରୀଡ଼ାରେ ଭାରତର ୨୦ତମ ସ୍ୱର୍ଣ୍ଣ ପଦକ ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

ଦୀପିକା ଏବଂ ହରିନ୍ଦରଙ୍କ ଯୋଡି ପ୍ରଥମ ସେଟରେ ୧୧-୧୦ ଏବଂ ଦ୍ୱିତୀୟ ସେଟରେ ୧୧-୧୦ରେ ମ୍ୟାଚ ଜିତିଛନ୍ତି । ଏହାପୂର୍ବରୁ ଭାରତୀୟ ଯୋଡି ସେମିଫାଇନାଲରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ସ୍ଥାନ ପାଇଥିଲା । ବର୍ତ୍ତମାନ ସୁଦ୍ଧା ଭାରତ ୨୦ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ମୋଟ ପଦକ ସଂଖ୍ୟା ୮୩ରେ ପହଞ୍ଚିଛି । ୨୦୧୮ ପରଠାରୁ ଏଥର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରି ରହିଛି । ୨୦୧୮ରେ ଭାରତ ମୋଟ ୭୧ଟି ପଦକ ପାଇଥିଲା ।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

05 Oct 2023 By The Sakala

ଏସୀୟ କ୍ରୀଡ଼ା: ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ, ସ୍କ୍ବାସ ମିକ୍ସଡ ଡବଲ୍ସରେ ସ୍ବର୍ଣ୍ଣ ଜିତିଲେ ଦୀପିକା-ହରିନ୍ଦର

ହାଙ୍ଗଝୋ: ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଛି ଆଉ ଏକ ସ୍ବର୍ଣ୍ଣ ପଦକ । ସ୍କ୍ୱାସର ମିକ୍ସଡ ଡବଲ୍ସ ଇଭେଣ୍ଟରେ ଭାରତର ଦୀପିକା ପାଲିକଲ ଏବଂ ହରିନ୍ଦର ପାଲ ସିଂ ସ୍ୱର୍ଣ୍ଣ ଜିତିଛନ୍ତି। ଦିପିକା-ହରିନ୍ଦର ଫାଇନାଲରେ ମାଲେସିଆର ଯୋଡି ମହମ୍ମଦ ଶାଫିକ୍ ଏବଂ ଆଇଫା ଆଜମାନଙ୍କୁ ୨-୦ରେ ପରାସ୍ତ କରି ଏହି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି । ଏସିଆନ ଗେମସରେ ସ୍କ୍ବାସରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରହିଛି ଭାରତ ।ଏହା ଚଳିତ ଏସୀୟ କ୍ରୀଡ଼ାରେ ଭାରତର ୨୦ତମ ସ୍ୱର୍ଣ୍ଣ ପଦକ ।

ଦୀପିକା ଏବଂ ହରିନ୍ଦରଙ୍କ ଯୋଡି ପ୍ରଥମ ସେଟରେ ୧୧-୧୦ ଏବଂ ଦ୍ୱିତୀୟ ସେଟରେ ୧୧-୧୦ରେ ମ୍ୟାଚ ଜିତିଛନ୍ତି । ଏହାପୂର୍ବରୁ ଭାରତୀୟ ଯୋଡି ସେମିଫାଇନାଲରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ସ୍ଥାନ ପାଇଥିଲା । ବର୍ତ୍ତମାନ ସୁଦ୍ଧା ଭାରତ ୨୦ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ମୋଟ ପଦକ ସଂଖ୍ୟା ୮୩ରେ ପହଞ୍ଚିଛି । ୨୦୧୮ ପରଠାରୁ ଏଥର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରି ରହିଛି । ୨୦୧୮ରେ ଭାରତ ମୋଟ ୭୧ଟି ପଦକ ପାଇଥିଲା ।

https://www.thesakala.in/sports/asian-games-dipika-and-harinder-win-gold-in-squash/article-26094
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର