ଏସୀୟ କ୍ରୀଡ଼ା ୨୦୨୩ : ମହିଳା ୫ ହଜାର ମିଟର ଦୌଡ଼ରେ ଭାରତକୁ ସ୍ୱର୍ଣ୍ଣ

The Sakala Picture
Published On

ହାଙ୍ଗଝୋଉ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ୫ ହଜାର ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ୫ ହଜାର ମିଟର ଦୌଡ଼ରେ ଭାରତ ପାଇଁ ସ୍ୱର୍ଣ୍ଣ ଆଣିଛନ୍ତି ପାରୁଲ ଚୌଧୁରୀ । ସେହିପରି ପୁରୁଷ ୮ଶହ ମିଟର ଦୌଡ଼ରେ ମହମ୍ମଦ ଅପସଲ୍‌ଙ୍କୁ ରୌପ୍ୟ ପଦକ ମିଳିଛି। ପୁରୁଷ ଟ୍ରିପଲ୍ ଜମ୍ପରେ ପ୍ରବୀଣ ଚିତ୍ରାଭେଲ ବ୍ରୋଞ୍ଜ ଜିତିଥିବା […]

ହାଙ୍ଗଝୋଉ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ୫ ହଜାର ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ୫ ହଜାର ମିଟର ଦୌଡ଼ରେ ଭାରତ ପାଇଁ ସ୍ୱର୍ଣ୍ଣ ଆଣିଛନ୍ତି ପାରୁଲ ଚୌଧୁରୀ ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ସେହିପରି ପୁରୁଷ ୮ଶହ ମିଟର ଦୌଡ଼ରେ ମହମ୍ମଦ ଅପସଲ୍‌ଙ୍କୁ ରୌପ୍ୟ ପଦକ ମିଳିଛି। ପୁରୁଷ ଟ୍ରିପଲ୍ ଜମ୍ପରେ ପ୍ରବୀଣ ଚିତ୍ରାଭେଲ ବ୍ରୋଞ୍ଜ ଜିତିଥିବା ବେଳେ ୪ଶହ ମିଟର ମହିଳା ହର୍ଡଲ୍ସରେ ଭିତ୍ୟ ରାମରାଜଙ୍କୁମଧ୍ୟ ବ୍ରୋଞ୍ଜ ପଦକ  ମିଳିଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର