ଏସୀୟ କ୍ରୀଡ଼ା ୨୦୨୩: ଭାରତକୁ ମହିଳା ଲଙ୍ଗ ଜମ୍ପ୍‌ରେ ରୌପ୍ୟ, ମିକ୍ସଡ୍‌ ରିଲେରେ ବ୍ରୋଞ୍ଜ

The Sakala Picture
Published On

ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଜି ଆଉ ଏକ ରୌପ୍ୟ ଓ ବ୍ରୋଞ୍ଜ ପଦକ ମିଳିଛି। ଏସୀୟ କ୍ରୀଡ଼ା ମହିଳା ଲଙ୍ଗ ଜମ୍ପ୍‌ରେ ଭାରତ ରୌପ୍ୟ ପଦକ ହାସଲ କରିଛି। ଆନ୍ସି ସୋଜନ ୬.୬୩ ମିଟର ପର୍ଯ୍ୟନ୍ତ ଡେଇଁ ରୌପ୍ୟ ପଦକ ଜିତିଛନ୍ତି। ସେହିପରି, ୪X୪୦୦ ମିଟର ମିକ୍ସଡ୍‌ ରିଲେରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି। ଆଜମଲ, ରାମରାଜ, ରମେଶ ଓ ଶୁଭା ଆଣିଲେ ବ୍ରୋଞ୍ଜ […]

ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଜି ଆଉ ଏକ ରୌପ୍ୟ ଓ ବ୍ରୋଞ୍ଜ ପଦକ ମିଳିଛି। ଏସୀୟ କ୍ରୀଡ଼ା ମହିଳା ଲଙ୍ଗ ଜମ୍ପ୍‌ରେ ଭାରତ ରୌପ୍ୟ ପଦକ ହାସଲ କରିଛି। ଆନ୍ସି ସୋଜନ ୬.୬୩ ମିଟର ପର୍ଯ୍ୟନ୍ତ ଡେଇଁ ରୌପ୍ୟ ପଦକ ଜିତିଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ସେହିପରି, ୪X୪୦୦ ମିଟର ମିକ୍ସଡ୍‌ ରିଲେରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି। ଆଜମଲ, ରାମରାଜ, ରମେଶ ଓ ଶୁଭା ଆଣିଲେ ବ୍ରୋଞ୍ଜ ପଦକ ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର