ମହିଳା ଟି-୨୦ ବିଶ୍ଵକପ୍‌: ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ

The Sakala Picture
Published On

କେପଟାଉନ: ମହିଳା ଟି-୨୦ ବିଶ୍ଵକପ୍‌ରେ ନିଜର ପ୍ରଥମ ମୁକାବିଲାରେ ଭାରତ ପାକିସ୍ତାନ ବିରୋଧରେ ଦମଦାର ବିଜୟ ହାସଲ କରିଛି। ଆଜିର ମୁକାବିଲାରେ ଭାରତ ୭ ଓ୍ଵିକେଟ୍‌ରେ ପାକିସ୍ତାନକୁ ହରାଇଛି। ବିଜୟ ସହ ଭାରତ ନିଜର ବିଶ୍ଵକପ୍ ଅଭିଯାନ ଆରମ୍ଭ କରିଛି। ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୪୯ ରନ କରିଥିଲା। ଜବାବରେ ଭାରତ ଜେମିମା ରୋଡ୍ରିଗଜଙ୍କ ଅପରାଜିତ ଦମଦାର ୫୩ ରନ ରନ ଏବଂ ରିଚା ଘୋଷଙ୍କ ଦ୍ରୁତ ୩୧ ରନ ବଳରେ ଭାରତ […]

କେପଟାଉନ: ମହିଳା ଟି-୨୦ ବିଶ୍ଵକପ୍‌ରେ ନିଜର ପ୍ରଥମ ମୁକାବିଲାରେ ଭାରତ ପାକିସ୍ତାନ ବିରୋଧରେ ଦମଦାର ବିଜୟ ହାସଲ କରିଛି। ଆଜିର ମୁକାବିଲାରେ ଭାରତ ୭ ଓ୍ଵିକେଟ୍‌ରେ ପାକିସ୍ତାନକୁ ହରାଇଛି। ବିଜୟ ସହ ଭାରତ ନିଜର ବିଶ୍ଵକପ୍ ଅଭିଯାନ ଆରମ୍ଭ କରିଛି। ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୪୯ ରନ କରିଥିଲା। ଜବାବରେ ଭାରତ ଜେମିମା ରୋଡ୍ରିଗଜଙ୍କ ଅପରାଜିତ ଦମଦାର ୫୩ ରନ ରନ ଏବଂ ରିଚା ଘୋଷଙ୍କ ଦ୍ରୁତ ୩୧ ରନ ବଳରେ ଭାରତ ୧୯ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ସେହିପରି ଭାରତ ପକ୍ଷରୁ ଶେଫାଳି ବର୍ମା ୩୩ ରନ କରି ଆଉଟ ହୋଇଥିବା ବେଳେ ୟାସ୍ତିକା ଭାଟିଆ ୨୦ ଭଲରେ ୧୭ ରନ କରି ଆଉଟ ହୋଇଥିଲେ ହରମନପ୍ରୀତ କୌର ୧୨ ବଲରେ ୭ ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ପାକିସ୍ତାନ ପକ୍ଷରୁ ସାଦିଆ ଇକବାଲ ଗୋଟିଏ ୱିକେଟ ନେଇଥିବା ବେଳେ ନଶ୍ରା ସାନ୍ଧୁ ୨ଟି ୱେକଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ଧୋନିଙ୍କ ଆହତ ସମସ୍ୟାର ଅପଡେଟ୍, କେବେ ପଡ଼ିଆକୁ ଫେରିବେ ମାହି?

12 Feb 2023 By The Sakala

ମହିଳା ଟି-୨୦ ବିଶ୍ଵକପ୍‌: ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ

କେପଟାଉନ: ମହିଳା ଟି-୨୦ ବିଶ୍ଵକପ୍‌ରେ ନିଜର ପ୍ରଥମ ମୁକାବିଲାରେ ଭାରତ ପାକିସ୍ତାନ ବିରୋଧରେ ଦମଦାର ବିଜୟ ହାସଲ କରିଛି। ଆଜିର ମୁକାବିଲାରେ ଭାରତ ୭ ଓ୍ଵିକେଟ୍‌ରେ ପାକିସ୍ତାନକୁ ହରାଇଛି। ବିଜୟ ସହ ଭାରତ ନିଜର ବିଶ୍ଵକପ୍ ଅଭିଯାନ ଆରମ୍ଭ କରିଛି। ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୪୯ ରନ କରିଥିଲା। ଜବାବରେ ଭାରତ ଜେମିମା ରୋଡ୍ରିଗଜଙ୍କ ଅପରାଜିତ ଦମଦାର ୫୩ ରନ ରନ ଏବଂ ରିଚା ଘୋଷଙ୍କ ଦ୍ରୁତ ୩୧ ରନ ବଳରେ ଭାରତ ୧୯ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ସେହିପରି ଭାରତ ପକ୍ଷରୁ ଶେଫାଳି ବର୍ମା ୩୩ ରନ କରି ଆଉଟ ହୋଇଥିବା ବେଳେ ୟାସ୍ତିକା ଭାଟିଆ ୨୦ ଭଲରେ ୧୭ ରନ କରି ଆଉଟ ହୋଇଥିଲେ ହରମନପ୍ରୀତ କୌର ୧୨ ବଲରେ ୭ ରନ କରି ଆଉଟ ହୋଇଥିଲେ।

ପାକିସ୍ତାନ ପକ୍ଷରୁ ସାଦିଆ ଇକବାଲ ଗୋଟିଏ ୱିକେଟ ନେଇଥିବା ବେଳେ ନଶ୍ରା ସାନ୍ଧୁ ୨ଟି ୱେକଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର