ଭାରତ- ଶ୍ରୀଲଙ୍କା ପ୍ରଥମ ଦିନିକିଆ: ବିରାଟଙ୍କ ଦମଦାର ଶତକ, ଶ୍ରୀଲଙ୍କାକୁ ୩୭୪ ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

ଗୁଆହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଫଳରେ ପ୍ରଥମେ ବ୍ୟାଟିଂ କରିଛି ଭାରତ । ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୩୭୩ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ୩୭୪ ରନର ଆବଶ୍ୟକତା ରହିଛି। ଭାରତ ପକ୍ଷରୁ ରୋହିତ ଶର୍ମା ୬୭ ବଲରେ ୮୩ ରନ୍  […]

ଗୁଆହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଫଳରେ ପ୍ରଥମେ ବ୍ୟାଟିଂ କରିଛି ଭାରତ । ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୩୭୩ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ୩୭୪ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ଭାରତ ପକ୍ଷରୁ ରୋହିତ ଶର୍ମା ୬୭ ବଲରେ ୮୩ ରନ୍  ଓ ଶୁଭମନ ଗିଲ୍‌ ୬୦ ବଲରେ ୭୦ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ବିରାଟ କୋହଲି ଓ ଶ୍ରେୟାସ ଆୟର ସମ୍ଭାଳିଥିଲେ। ଶ୍ରେୟାସ ଆୟର ୨୪ ବଲରେ ୨୮ ରନ କରି ଆଉଟ ହୋଇଥିଲେ। ବିରାଟଙ୍କ ସାଥ ଦେବା ପାଇଁ କେ ଏଲ ରାହୁଲ ପଡିଆକୁ ଆସିଥିଲେ। ପରେ କେ ଏଲ ରାହୁଲ ୨୯ ବଲରେ ୩୯ ରନ କରି ଆଉଟ ହୋଇଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ପରବର୍ତ୍ତି ବ୍ୟାଟ୍ସମ୍ୟାନ ଅକ୍ଷର ପଟେଲ ଅପରାଜିତ ଥିବା ବିରାଟଙ୍କ ସହ ମିଶି ପାରିକି ଆଗକୁ ନେଇଥିଲେ। ପରେ ଅକ୍ଷର ପଟେଲ ୯ ବଲରେ ୯ ରନ କରି ଆଉଟ ହୋଇଥିଲେ। ବିରାଟ କୋହଲି ଏକ ଦମଦାର ଶତକୀୟ ଇଂନିସ ଖେଳି ଆଉଟ ହୋଇଥିଲେ। ବିରାଟ ୮୭ ବଲରେ ୧୧୩ ରନ କରି ଆଉଟ ହୋଇଥିଲେ। ବିରାଟଙ୍କ ଏହି ପାରିରେ ୧୨ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି। ପରେ ମହମ୍ମଦ ସାମି ଓ ମହମ୍ମଦ ସିରାଜ ପାରିକୁ ଆଗକୁ ନେଇଥିଲେ। ମହମ୍ମଦ ସାମି ୪ ବଲରେ ୪ ରନ କରି ଅପରାଜିତ ରହିଥିବା ବାଳେ ମହମ୍ମଦ ସିରାଜ ୮ ବଲରେ ୭ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ଶୀଲଙ୍କା ପକ୍ଷରୁ କାସୁନ ରଜିଥା ୩ ଟି ୱିକେଟ ନେଇଥିଲେ। ଚାମିକା କରୁଣାରତ୍ନେ, ଦିଲସାକ ମଦୁଶଙ୍କା, ଡାସୁନ ଶଣକା ଓ  ଧନଞ୍ଜୟ ଡି ସିଲଭା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

10 Jan 2023 By The Sakala

ଭାରତ- ଶ୍ରୀଲଙ୍କା ପ୍ରଥମ ଦିନିକିଆ: ବିରାଟଙ୍କ ଦମଦାର ଶତକ, ଶ୍ରୀଲଙ୍କାକୁ ୩୭୪ ରନର ଟାର୍ଗେଟ ଦେଲା ଭାରତ

ଗୁଆହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଫଳରେ ପ୍ରଥମେ ବ୍ୟାଟିଂ କରିଛି ଭାରତ । ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୩୭୩ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ୩୭୪ ରନର ଆବଶ୍ୟକତା ରହିଛି।

ଭାରତ ପକ୍ଷରୁ ରୋହିତ ଶର୍ମା ୬୭ ବଲରେ ୮୩ ରନ୍  ଓ ଶୁଭମନ ଗିଲ୍‌ ୬୦ ବଲରେ ୭୦ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ବିରାଟ କୋହଲି ଓ ଶ୍ରେୟାସ ଆୟର ସମ୍ଭାଳିଥିଲେ। ଶ୍ରେୟାସ ଆୟର ୨୪ ବଲରେ ୨୮ ରନ କରି ଆଉଟ ହୋଇଥିଲେ। ବିରାଟଙ୍କ ସାଥ ଦେବା ପାଇଁ କେ ଏଲ ରାହୁଲ ପଡିଆକୁ ଆସିଥିଲେ। ପରେ କେ ଏଲ ରାହୁଲ ୨୯ ବଲରେ ୩୯ ରନ କରି ଆଉଟ ହୋଇଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ପରବର୍ତ୍ତି ବ୍ୟାଟ୍ସମ୍ୟାନ ଅକ୍ଷର ପଟେଲ ଅପରାଜିତ ଥିବା ବିରାଟଙ୍କ ସହ ମିଶି ପାରିକି ଆଗକୁ ନେଇଥିଲେ। ପରେ ଅକ୍ଷର ପଟେଲ ୯ ବଲରେ ୯ ରନ କରି ଆଉଟ ହୋଇଥିଲେ। ବିରାଟ କୋହଲି ଏକ ଦମଦାର ଶତକୀୟ ଇଂନିସ ଖେଳି ଆଉଟ ହୋଇଥିଲେ। ବିରାଟ ୮୭ ବଲରେ ୧୧୩ ରନ କରି ଆଉଟ ହୋଇଥିଲେ। ବିରାଟଙ୍କ ଏହି ପାରିରେ ୧୨ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି। ପରେ ମହମ୍ମଦ ସାମି ଓ ମହମ୍ମଦ ସିରାଜ ପାରିକୁ ଆଗକୁ ନେଇଥିଲେ। ମହମ୍ମଦ ସାମି ୪ ବଲରେ ୪ ରନ କରି ଅପରାଜିତ ରହିଥିବା ବାଳେ ମହମ୍ମଦ ସିରାଜ ୮ ବଲରେ ୭ରନ କରି ଅପରାଜିତ ରହିଥିଲେ।

ଶୀଲଙ୍କା ପକ୍ଷରୁ କାସୁନ ରଜିଥା ୩ ଟି ୱିକେଟ ନେଇଥିଲେ। ଚାମିକା କରୁଣାରତ୍ନେ, ଦିଲସାକ ମଦୁଶଙ୍କା, ଡାସୁନ ଶଣକା ଓ  ଧନଞ୍ଜୟ ଡି ସିଲଭା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର