ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଆଇପିଏଲର ୧୬ତମ ସଂସ୍କରଣ ପାଇଁ ଆସନ୍ତାକାଲି ନିଲାମୀ ପ୍ରକ୍ରିୟା, ୪୦୫ ଖେଳାଳୀଙ୍କ ମଧ୍ୟରୁ ନିଲାମ ହେବେ ୮୭ ଜଣ

The Sakala Picture
Published On

ନୂଆଦିଲ୍ଲୀ: ଆଇପିଏଲର ୧୬ତମ ସଂସ୍କରଣ ପାଇଁ ଆସନ୍ତାକାଲି କୋଚିରେ ହେବ ମିନି ନିଲାମୀ ପ୍ରକ୍ରିୟା । ନିଲାମୀ ପ୍ରକ୍ରିୟାରେ ସାମିଲ ହେବେ ମୋଟ ୪୦୫ ଖେଳାଳୀ। ସେମାନଙ୍କ ଭିତରୁ ୮୭ ଜଣ ଖେଳାଳୀ ନିଲାମ ହେବେ ବୋଲି ଜଣାପଡିଛି । ନିଲାମୀରେ ୨୭୩ ଜଣ ଭାରତୀୟ ଖେଳାଳି ଏବଂ ୧୨୩ ଜଣ ବିଦେଶୀ ଖେଳାଳି ରହିଛନ୍ତି । ୧୨୩ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ୪ଜଣ ଆସୋସିଏଟ୍ ଦେଶର ରହିଛନ୍ତି । ମୋଟ ୧୧୯ ଜଣ କ୍ୟାପ୍ଡ ଏବଂ […]

ନୂଆଦିଲ୍ଲୀ: ଆଇପିଏଲର ୧୬ତମ ସଂସ୍କରଣ ପାଇଁ ଆସନ୍ତାକାଲି କୋଚିରେ ହେବ ମିନି ନିଲାମୀ ପ୍ରକ୍ରିୟା । ନିଲାମୀ ପ୍ରକ୍ରିୟାରେ ସାମିଲ ହେବେ ମୋଟ ୪୦୫ ଖେଳାଳୀ। ସେମାନଙ୍କ ଭିତରୁ ୮୭ ଜଣ ଖେଳାଳୀ ନିଲାମ ହେବେ ବୋଲି ଜଣାପଡିଛି । ନିଲାମୀରେ ୨୭୩ ଜଣ ଭାରତୀୟ ଖେଳାଳି ଏବଂ ୧୨୩ ଜଣ ବିଦେଶୀ ଖେଳାଳି ରହିଛନ୍ତି । ୧୨୩ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ୪ଜଣ ଆସୋସିଏଟ୍ ଦେଶର ରହିଛନ୍ତି । ମୋଟ ୧୧୯ ଜଣ କ୍ୟାପ୍ଡ ଏବଂ ୨୮୨ ଜଣ ଅନକ୍ୟାପ୍ଡ ଖେଳାଳି ନିଲାମରେ ସାମିଲ ହେବେ ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନିଲାମ ଶେଷରେ ପ୍ରତି ଟିମ୍ ପାଖରେ ଅତିକମରେ ୧୮ ଖେଳାଳି ଏବଂ ସର୍ବାଧିକ ୨୫ ଖେଳାଳି ରହିପାରିବେ । ପ୍ରତି ଟିମରେ ସର୍ବାଧିକ ୮ଜଣ ବିଦେଶୀ ଖେଳାଳି ରହିବେ । ସନରାଇଜର୍ସ ହାଇଦ୍ରାବାଦ ପର୍ସରେ ସର୍ବାଧିକ ୪୨ କୋଟି ୨୫ ଲକ୍ଷ ଟଙ୍କା ରହିଛି । ସେହିପରି ପଞ୍ଜାବ କିଙ୍ଗସ୍ ପର୍ସରେ ୩୨ କୋଟି ୨୦ ଲକ୍ଷ, ଲକ୍ଷେ୍ନø ସୁପରଜାଏଂଟସ ପର୍ସରେ ୨୩ କୋଟି ୩୫ଲକ୍ଷ ଟଙ୍କା, ମୁମ୍ବାଇ ଇଣ୍ଡିଆନ୍ସ ପର୍ସରେ ୨୦ କୋଟି ୫୫ ଲକ୍ଷ ଟଙ୍କା ଅଛି । କୋଲକାତା ନାଇଟ୍ ରାଇଡର୍ସ ପର୍ସରେ ସର୍ବନିମ୍ନ ୭ କୋଟି ୫ଲକ୍ଷ ଟଙ୍କା ରହିଛି ।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍‌ ୨୦୨୬: ଫୋକସରେ ବିଶ୍ୱର ଏହି ୫ ତାରକା ଡିଫେଣ୍ଡର...

22 Dec 2022 By The Sakala

ଆଇପିଏଲର ୧୬ତମ ସଂସ୍କରଣ ପାଇଁ ଆସନ୍ତାକାଲି ନିଲାମୀ ପ୍ରକ୍ରିୟା, ୪୦୫ ଖେଳାଳୀଙ୍କ ମଧ୍ୟରୁ ନିଲାମ ହେବେ ୮୭ ଜଣ

ନୂଆଦିଲ୍ଲୀ: ଆଇପିଏଲର ୧୬ତମ ସଂସ୍କରଣ ପାଇଁ ଆସନ୍ତାକାଲି କୋଚିରେ ହେବ ମିନି ନିଲାମୀ ପ୍ରକ୍ରିୟା । ନିଲାମୀ ପ୍ରକ୍ରିୟାରେ ସାମିଲ ହେବେ ମୋଟ ୪୦୫ ଖେଳାଳୀ। ସେମାନଙ୍କ ଭିତରୁ ୮୭ ଜଣ ଖେଳାଳୀ ନିଲାମ ହେବେ ବୋଲି ଜଣାପଡିଛି । ନିଲାମୀରେ ୨୭୩ ଜଣ ଭାରତୀୟ ଖେଳାଳି ଏବଂ ୧୨୩ ଜଣ ବିଦେଶୀ ଖେଳାଳି ରହିଛନ୍ତି । ୧୨୩ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ୪ଜଣ ଆସୋସିଏଟ୍ ଦେଶର ରହିଛନ୍ତି । ମୋଟ ୧୧୯ ଜଣ କ୍ୟାପ୍ଡ ଏବଂ ୨୮୨ ଜଣ ଅନକ୍ୟାପ୍ଡ ଖେଳାଳି ନିଲାମରେ ସାମିଲ ହେବେ ।

ନିଲାମ ଶେଷରେ ପ୍ରତି ଟିମ୍ ପାଖରେ ଅତିକମରେ ୧୮ ଖେଳାଳି ଏବଂ ସର୍ବାଧିକ ୨୫ ଖେଳାଳି ରହିପାରିବେ । ପ୍ରତି ଟିମରେ ସର୍ବାଧିକ ୮ଜଣ ବିଦେଶୀ ଖେଳାଳି ରହିବେ । ସନରାଇଜର୍ସ ହାଇଦ୍ରାବାଦ ପର୍ସରେ ସର୍ବାଧିକ ୪୨ କୋଟି ୨୫ ଲକ୍ଷ ଟଙ୍କା ରହିଛି । ସେହିପରି ପଞ୍ଜାବ କିଙ୍ଗସ୍ ପର୍ସରେ ୩୨ କୋଟି ୨୦ ଲକ୍ଷ, ଲକ୍ଷେ୍ନø ସୁପରଜାଏଂଟସ ପର୍ସରେ ୨୩ କୋଟି ୩୫ଲକ୍ଷ ଟଙ୍କା, ମୁମ୍ବାଇ ଇଣ୍ଡିଆନ୍ସ ପର୍ସରେ ୨୦ କୋଟି ୫୫ ଲକ୍ଷ ଟଙ୍କା ଅଛି । କୋଲକାତା ନାଇଟ୍ ରାଇଡର୍ସ ପର୍ସରେ ସର୍ବନିମ୍ନ ୭ କୋଟି ୫ଲକ୍ଷ ଟଙ୍କା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp