ଟି-୨୦ ବିଶ୍ବକପରେ ବୁମରାଙ୍କ ବଦଳରେ ଖେଳିବେ ମହମ୍ମଦ ସାମି, ଘୋଷଣା କଲା ବିସିସିଆଇ

The Sakala Picture
Published On

ନୁଆଦିଲ୍ଲୀ : ଟି-୨୦ ବିଶ୍ବକପ କ୍ରିକେଟ୍ ପାଇଁ ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଯଶପ୍ରୀତ ବୁମରାଙ୍କ ବଦଳ ଖେଳାଳି ଘୋଷଣା କରିଛି ବିସିସିଆଇ। ପେସ ବୋଲର ମହମ୍ମଦ ସାମିଙ୍କୁ ଜସପ୍ରୀତ ବୁମରାଙ୍କ ବଦଳ ଖେଳାଳି ଭାବେ ଦଳରେ ସାମିଲ କରାଯାଇଛି। ଆହତ ଜନିତ କାରଣରୁ ବୁମରା ବିଶ୍ବକପ ପାଇଁ ଅଷ୍ଟ୍ରେଲିଆ ଯାଇଥିବା ଭାରତୀୟ ଦଳରୁ ବାଦ ପଡ଼ିଛନ୍ତି। ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ବୁମରାଙ୍କ ସ୍ଥାନରେ ୧୫ ଜଣିଆ ଭାରତୀୟ ଦଳରେ ସାମିଲ୍ କରିଛି। ଶୁକ୍ରବାର ପ୍ରେସ୍ […]

ନୁଆଦିଲ୍ଲୀ : ଟି-୨୦ ବିଶ୍ବକପ କ୍ରିକେଟ୍ ପାଇଁ ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଯଶପ୍ରୀତ ବୁମରାଙ୍କ ବଦଳ ଖେଳାଳି ଘୋଷଣା କରିଛି ବିସିସିଆଇ। ପେସ ବୋଲର ମହମ୍ମଦ ସାମିଙ୍କୁ ଜସପ୍ରୀତ ବୁମରାଙ୍କ ବଦଳ ଖେଳାଳି ଭାବେ ଦଳରେ ସାମିଲ କରାଯାଇଛି। ଆହତ ଜନିତ କାରଣରୁ ବୁମରା ବିଶ୍ବକପ ପାଇଁ ଅଷ୍ଟ୍ରେଲିଆ ଯାଇଥିବା ଭାରତୀୟ ଦଳରୁ ବାଦ ପଡ଼ିଛନ୍ତି। ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ବୁମରାଙ୍କ ସ୍ଥାନରେ ୧୫ ଜଣିଆ ଭାରତୀୟ ଦଳରେ ସାମିଲ୍ କରିଛି। ଶୁକ୍ରବାର ପ୍ରେସ୍ ବିଜ୍ଞପ୍ତି ଜରିଆରେ ବିସିସିଆଇ ଏହାର ସୂଚନା ଦେଇଛି। ଏହା ପୂର୍ବରୁ ଶାମି ଭାରତୀୟ ଦଳରେ ଷ୍ଟାଣ୍ଡବାଇ ତାଲିକାରେ ଥିଲେ।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ଏଥି ସହିତ ବିସିସିଆଇ ପକ୍ଷରୁ ଏ ସଂପର୍କରେ ଘୋଷଣା କରାଯିବା ସହ ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଘୋଷଣା କରାଯାଇଛି । ସାମି ଶୁକ୍ରବାରଦିନ ଅଷ୍ଟ୍ରେଲିଆର ବ୍ରିସବେନରେ ପହଞ୍ଚି ଟିମ ସହିତ ଯୋଗ ଦେଇସାରିଛନ୍ତି । ଶାର୍ଦ୍ଦୁଲ ଓ ସିରାଜ ଖୁବଶୀଘ୍ର ଅଷ୍ଟ୍ରେଲିଆରେ ପହଞ୍ଚିବେ ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ସୂଚନାଯୋଗ୍ୟ ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ନାମିବ୍ୟାକୁ ଭେଟିବ । ଆସନ୍ତା ୨୩ ଅକ୍ଟୋବରରେ ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ ପାକିସ୍ତାନ ବିରୋଧରେ ଖେଳିବ । ବିଶ୍ବକପର ଫାଇନାଲ ମ୍ୟାଚ ଆସନ୍ତା ନଭେମ୍ବର ୧୩ରେ ଖେଳାଯିବ ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

14 Oct 2022 By The Sakala

ଟି-୨୦ ବିଶ୍ବକପରେ ବୁମରାଙ୍କ ବଦଳରେ ଖେଳିବେ ମହମ୍ମଦ ସାମି, ଘୋଷଣା କଲା ବିସିସିଆଇ

ନୁଆଦିଲ୍ଲୀ : ଟି-୨୦ ବିଶ୍ବକପ କ୍ରିକେଟ୍ ପାଇଁ ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଯଶପ୍ରୀତ ବୁମରାଙ୍କ ବଦଳ ଖେଳାଳି ଘୋଷଣା କରିଛି ବିସିସିଆଇ। ପେସ ବୋଲର ମହମ୍ମଦ ସାମିଙ୍କୁ ଜସପ୍ରୀତ ବୁମରାଙ୍କ ବଦଳ ଖେଳାଳି ଭାବେ ଦଳରେ ସାମିଲ କରାଯାଇଛି। ଆହତ ଜନିତ କାରଣରୁ ବୁମରା ବିଶ୍ବକପ ପାଇଁ ଅଷ୍ଟ୍ରେଲିଆ ଯାଇଥିବା ଭାରତୀୟ ଦଳରୁ ବାଦ ପଡ଼ିଛନ୍ତି। ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ବୁମରାଙ୍କ ସ୍ଥାନରେ ୧୫ ଜଣିଆ ଭାରତୀୟ ଦଳରେ ସାମିଲ୍ କରିଛି। ଶୁକ୍ରବାର ପ୍ରେସ୍ ବିଜ୍ଞପ୍ତି ଜରିଆରେ ବିସିସିଆଇ ଏହାର ସୂଚନା ଦେଇଛି। ଏହା ପୂର୍ବରୁ ଶାମି ଭାରତୀୟ ଦଳରେ ଷ୍ଟାଣ୍ଡବାଇ ତାଲିକାରେ ଥିଲେ।

ଏଥି ସହିତ ବିସିସିଆଇ ପକ୍ଷରୁ ଏ ସଂପର୍କରେ ଘୋଷଣା କରାଯିବା ସହ ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଘୋଷଣା କରାଯାଇଛି । ସାମି ଶୁକ୍ରବାରଦିନ ଅଷ୍ଟ୍ରେଲିଆର ବ୍ରିସବେନରେ ପହଞ୍ଚି ଟିମ ସହିତ ଯୋଗ ଦେଇସାରିଛନ୍ତି । ଶାର୍ଦ୍ଦୁଲ ଓ ସିରାଜ ଖୁବଶୀଘ୍ର ଅଷ୍ଟ୍ରେଲିଆରେ ପହଞ୍ଚିବେ ।

ସୂଚନାଯୋଗ୍ୟ ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ନାମିବ୍ୟାକୁ ଭେଟିବ । ଆସନ୍ତା ୨୩ ଅକ୍ଟୋବରରେ ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ ପାକିସ୍ତାନ ବିରୋଧରେ ଖେଳିବ । ବିଶ୍ବକପର ଫାଇନାଲ ମ୍ୟାଚ ଆସନ୍ତା ନଭେମ୍ବର ୧୩ରେ ଖେଳାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର