ICC Men’s T20 World Cup 2022.
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
ଟି-୨୦ ବିଶ୍ୱକପ୍ ଦ୍ବିତୀୟ ସେମିଫାଇନାଲ: ଇଂଲଣ୍ଡକୁ ୧୬୯ ରନର ଟାର୍ଗେଟ ଦେଲା ଭାରତ
Published On
By The Sakala
ଆଡିଲେଡ୍: ଅଷ୍ଟ୍ରେଲିଆର ଆଡିଲେଡ୍ ଗ୍ରାଉଣ୍ଡରେ ଆଜି ୨ୟ ସେମିଫାଇନାଲ ମ୍ୟଚ ଖେଳାଯାଉଛି । ଏହି ମ୍ୟାଚରେ ଭାରତ-ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି। ୨ୟ ସେମିଫାଇନାଲରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ ନଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୧୬୮ ରନ କରିଛି। ଏହି ମ୍ୟଚକୁ ଇଂଲଣ୍ଡ ଜିତିବାକୁ ହେଲେ ୧୬୯ ରନର ଆବଶ୍ୟକତା ରହିଛି। ଭାରତ ପକ୍ଷରୁ ଲୋକେଶ ରାହୁଲ ୫ ବଲରେ ୫ ରନ କରି ଆଉଟ ହୋଇଥିଲେ। […]
ଟି-୨୦ ବିଶ୍ୱକପ୍: ଆଜି ଦ୍ବିତୀୟ ସେମିଫାଇନାଲ, ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ
Published On
By The Sakala
ଆଡିଲେଡ୍: ‘ଇଂଲଣ୍ଡକୁ ଆମେ ଇଂଲଣ୍ଡ ମାଟିରେ ପରାସ୍ତ କରିଛୁ। ଏହି ଦଳର ଖେଳ ସମ୍ପର୍କରେ ଆମେ ଭଲ ଭାବେ ଅବଗତ ଅଛୁ। ଚଳିତ ବିଶ୍ୱକପ୍ରେ ଆମ ଖେଳାଳିମାନେ ଭଲ ପ୍ରଦର୍ଶନ କରୁଛନ୍ତି। ଏଣୁ ଆମେ ଗୁରୁବାର ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ସେମିଫାଇନାଲରେ ଭଲ ପ୍ରଦର୍ଶନ କରିବୁ’ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା। ଫର୍ମରେ ନଥିବା (୫ମ୍ୟାଚ୍ରେ ୮୯ରନ୍) ଓ ମଙ୍ଗଳବାର ଅଭ୍ୟାସ ବେଳେ ଆହତ ହୋଇଥିବା ଅଧିନାୟକ ରୋହିତ ଇଂଲଣ୍ଡ […]
ଟି-୨୦ ବିଶ୍ବକପ୍ ପ୍ରଥମ ସେମିଫାଇନାଲ : ନ୍ୟୁଜିଲାଣ୍ଡକୁ ୭ ୱିିକେଟରେ ହରାଇ ଫାଇନାଲରେ ପାକିସ୍ତାନ
Published On
By The Sakala
ସିଡନି : ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଚାଲିଥିବା ଟି-୨୦ ବିଶ୍ବକପ୍ ପ୍ରଥମ ସେମିଫାଇନାଲ ମ୍ୟାଚରେ ପାକିସ୍ତାନ ୭ ୱିିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୫୨ ରନ କରିଥିଲା । ଫାଇନାଲକୁ ପ୍ରବେଶ କରିବାକୁ ୧୫୩ ରନ୍ର ବିଜୟ ଲକ୍ଷ୍ୟନେଇ ପଡିଆକୁ ଓହ୍ଲାଇଥିବା ପାକିସ୍ତାନ ପ୍ରଥମରୁ ଜବରଦସ୍ତ […]
ଟି-୨୦ ବିଶ୍ୱକପ୍: ଆଜି ପ୍ରଥମ ସେମିଫାଇନାଲ, ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ- ପାକିସ୍ତାନ
Published On
By The Sakala
ସିଡନୀ: ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ୨୦୨୨ ଟି-୨୦ ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ ମୁକାବିଲା ଏଠାରେ ଆଜି ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଉଭୟ ଦଳ ଭଲ ପ୍ରସ୍ତୁତି କରିନେଇଛନ୍ତି। ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟିମ୍କୁ ଶକ୍ତିଶାଳୀ ମନେକରାଯାଉଥିଲେ ମଧ୍ୟ ପାକିସ୍ତାନର ମନୋବଳ ସୁଦୃଢ଼ ରହିଛି। ଉଭୟ ଦଳ ନିକଟରେ ଏହି ମ୍ୟାଚ୍ ଜିତିବାର ଦକ୍ଷତା ଓ କ୍ଷମତା ରହିଛି। କିନ୍ତୁ ପୂର୍ବ ରେକର୍ଡ ଓ ଉତ୍ସାହକୁ ଦେଖିଲେ ପାକିସ୍ତାନକୁ ଏହି ମୁକାବିଲାରେ ସାମାନ୍ୟ ଫେବରିଟ୍ ମନେକରାଯାଉଛି। […]
ରୋହିତ ସେନାର ଆଡିଲେଡ୍ ବିଜୟ : ବର୍ଷା ବାଧକ ମ୍ୟାଚରେ ବାଂଲାଦେଶକୁ ମାତ୍ ଦେଇ ସେମିର ନିକଟତର ଟିମ୍ ଇଣ୍ଡିଆ
Published On
By The Sakala
ଆଡିଲେଡ୍ : ଚଳିତ ଟି-୨୦ ବିଶ୍ୱକପ୍ରେ ବୁଧବାର ଗ୍ରୁପ୍-୨’ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ବିପକ୍ଷ ବାଂଲାଦେଶ ମାତ୍ ଦେଇ ସେମିର ନିକଟତର ହୋଇଛି। ଆଜିର ରୋମାଞ୍ଚପୂର୍ଣ୍ଣ ମ୍ୟାଚରେ ଭାରତ ବାଂଲାଦେଶକୁ ପରାସ୍ତ କରିଛି। ଆଜିର ମ୍ୟାଚରେ ଟସ୍ ଜିତି ବାଂଲାଦେଶ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ୍ ସଂଗ୍ରହ […]
ଟି-୨୦ ବିଶ୍ୱକପ୍: ଆଜି ଭାରତ-ବାଂଲାଦେଶ ମୁକାବିଲା, ସେମିଫାଇନାଲରେ ସ୍ଥାନ ପକ୍କା କରିବାକୁ ଭାରତକୁ ମ୍ୟାଚ୍ ଜିତିବା ଜରୁରୀ
Published On
By The Sakala
ଆଡିଲେଡ୍: ଚଳିତ ଟି-୨୦ ବିଶ୍ୱକପ୍ରେ ବୁଧବାର ଗ୍ରୁପ୍-୨’ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଓ ବାଂଲାଦେଶ ପରସ୍ପରକୁ ଭେଟିବେ। ପ୍ରଥମ ମ୍ୟାଚ୍ରେ ପାକିସ୍ତାନ ଓ ଦ୍ୱିତୀୟ ମ୍ୟାଚ୍ରେ ନେଦରଲାଣ୍ଡ୍ସକୁ ହରାଇବା ପରେ ଭାରତ ତୃତୀୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାଠାରୁ ୫ ୱିକେଟରେ ପରାସ୍ତ ହୋଇଥିଲା। ୩ଟି ମ୍ୟାଚ୍ ଖେଳି ୨ ବିଜୟ ଓ ୧ ପରାଜୟ ସହ ୪ ପଏଣ୍ଟ ପାଇ ଭାରତ ଗ୍ରୁପ୍ -୨ରେ ଦକ୍ଷିଣ ଆଫ୍ରିକା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ବାଂଲାଦେଶ ମଧ୍ୟ […]
ଚଳିତ T20 ବିଶ୍ବକପରେ ବାଧକ ସାଜିଛି ବର୍ଷା : ଗୋଟିଏ ଦିନରେ ବାତିଲ ହେଲା ଦୁଇଟି ମ୍ୟାଚ
Published On
By The Sakala
ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଚଳିତ ଟି-୨୦ ବିଶ୍ଵ କପ୍ରେ ସବୁଠୁ ବଡ ବାଧକ ସାଜିଛି ବର୍ଷା । ବର୍ଷା କାରଣରୁ ଅନେକ ମ୍ୟାଚ୍ ବାତିଲ୍ ହୋଇ ସାରିଥିବା ବେଳେ କିଛି ମ୍ୟାଚ୍ରେ ପଏଣ୍ଟ ଭାଗ କରାଯାଇଛି। ଶୁକ୍ରବାର ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ହେବାକୁ ଥିବା ଦୁଇଟି ଯାକ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି । ଯାହାକି ଗ୍ରୁପ୍-୧ର ପଏଣ୍ଟ ଟେବୁଲକୁ ରୋଚକପୂର୍ଣ୍ଣ କରିଦେଇଛି । ତେବେ ଅନ୍ୟପଟେ ବର୍ଷା ଯୋଗୁଁ ମ୍ୟାଚ ବାତିଲ ହେଉଥିବାରୁ ଏକାଧିକ […]
ଟି-୨୦ ବିଶ୍ବକପ୍ରୁ ଆଉଟ ହେବ ପାକିସ୍ତାନ! ଭାରତ ପରେ ଦ୍ବିତୀୟ ମ୍ୟାଚରେ ବି ଧୋଇଦେଲା ଜିମ୍ବାୱେ
Published On
By The Sakala
ପର୍ଥ : ଅଷ୍ଟ୍ରେଲିଆରେ ଚାଲିଥିବା ଟି୨- ବିଶ୍ବକପ୍ରୁ ଆଉଟ ହେବ ପାକିସ୍ତାନ ଟିମ୍। ବିଶ୍ବକପ୍ର ଦୁଇଟି ମ୍ୟାଚ ଲଗାତର ହାରିବା ପରେ ବିଶ୍ବପକ୍ରୁ ବିଦାୟ ରାସ୍ତାର ନିକଟତର ହୋଇଛି ପାକିସ୍ତାନ। ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ହରାଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ବି ଧୋଇ ଦେଇଛି ଜିମ୍ବାୱେ । ଆଜି ପର୍ଥରେ ଖେଳାଯାଉଥିବା ମ୍ୟାରେ ରେ ଜିମ୍ବାୱେ ଟିମ୍ ରୋମାଞ୍ଚକ ଖେଳ ପ୍ରଦର୍ଶନ ସହ ପାକିସ୍ତାନକୁ ୧ ରନ୍ରେ ହରାଇ ଦେଇଛି। ଆଜି ପର୍ଥରେ ଖେଳାଯାଉଥିବା ମ୍ୟାଚରେ […]
ଟି-୨୦ ବିଶ୍ୱକପ୍: ନେଦରଲାଣ୍ଡ୍ସକୁ ୧୮୦ ରନର ଟାର୍ଗେଟ ଦେଲା ଭାରତ
Published On
By The Sakala
ସିଡନୀ: ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଭାରତ ଓ ନେଦରଲାଣ୍ଡ୍ସ ମୁହାଁମୁହିଁ ହୋଇଛନ୍ତି। ଆଜିର ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ଯାଟିଂ କରି ୧୭୯ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ନେଦରଲାଣ୍ଡ୍ସକୁ ୧୮୦ ରନର ଆବଶ୍ୟକତା ରହିଛି। ଭାରତ ପକ୍ଷରୁ କେଏଲ ରାହୁଲ ୧୨ ବଲରେ ୯ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରୋହିତ ଶର୍ମା ଓ ବିରାଟ କୋହଲି ସମ୍ଭାଳିଥିଲେ। […]
ଟି- ୨୦ ବିଶ୍ବକପ: ଭାରତ – ପାକିସ୍ତାନ ମୁକାବିଲା; ବିରାଟଙ୍କ ଦମଦାର ବ୍ଯାଟିଂ, ପାକିସ୍ତାନକୁ ପରାସ୍ତକଲା ଭାରତ
Published On
By The Sakala
ମେଲବୋର୍ଣ୍ଣ: ଟି-ଟ୍ୱେଣ୍ଟି ବିଶ୍ୱକପ୍ର ହାଇଭୋଲଟେଜ୍ ମ୍ୟାଚ୍ ଆଜି ଭାରତ- ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେବା ପରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ୍ କରିଥିଲା। ଭାରତ ୬ ୱିକେଟ ହରାଇ ୧୬୦ ରନ କରି ଏହି ମ୍ୟାଚକୁ ଜିତିନେଇଛି। ୩୧ ରନରେ ଚତୁର୍ଥ ୱିକେଟ ପତନସତ୍ତ୍ବେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ। ଏଥିସହ ବିଜୟରୁ ଭାରତର ବିଶ୍ବକପ ଅଭିଯାନ ଆରମ୍ଭ କରିଛି। ଭାରତ […]
ଟି-୨୦ ବିଶ୍ୱକପ : ଆଜି ଭାରତ-ପାକିସ୍ତାନ ହାଇଭୋଲ୍ଟେଜ ଲଢେଇ, ଅପରାହ୍ନ ୧.୩୦ରେ ଆରମ୍ଭ ହେବ ମ୍ୟାଚ୍
Published On
By The Sakala
ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣରେ ଭାରତ ରବିବାର ପାରିମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ସୁପର-୧୨ ପର୍ଯ୍ୟାୟର ଏହି ହାଇଭୋଲଟେଜ ମ୍ୟାଚ୍ ଉପରେ ସାରା ବିଶ୍ୱର କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି। ଆତ୍ମବିଶ୍ୱାସରେ ଭରପୂର ଭାରତ ଗତ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେବା ସହ ଖାତା ଖୋଲିବା ଲକ୍ଷ୍ୟରେ ରହିଛି। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଗତ ସଂସ୍କରଣରେ ପାକିସ୍ତାନଠାରୁ ୧୦ ୱିକେଟ୍ରେ ଭାରତ ହାରିଥିଲା। ବିଶ୍ୱକପ୍ ଇତିହାସରେ […]
ଟି-୨୦ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ଆୟୋଜକ ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟକା, ୮୯ ରନ୍ରେ ଜିତିଲା ନ୍ୟୁଜିଲାଣ୍ଡ
Published On
By The Sakala
ସିଡନୀ : ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ର ସୁପର-୧୨ ରାଉଣ୍ଡ ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ବଡ଼ ଝଟକା ଲାଗିଛି।ଆୟୋଜକ ଅଷ୍ଟ୍ରେଲିଆ ବଡ଼ ବ୍ୟବଧାନରେ ହରାଇଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆଠୁ ୨୦୨୧ ବିଶ୍ୱକପ୍ ଫାଇନାଲ୍ ପରାଜୟର ପ୍ରତିଶୋଧ ନେବା ସହ ୮୯ ରନ୍ରେ ଆୟୋଜକ ଅଷ୍ଟ୍ରେଲିଆକୁ ହରାଇଛି। ସିଡନିଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଚ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ […]



