ଆଇପିଏଲ୍‍ ୨୦୨୧ର ପ୍ରଥମ ମୁକାବିଲା, ବାଙ୍ଗାଲୋରକୁ ୧୬୦ ରନର ଟାର୍ଗେଟ ଦେଲା ମୁମ୍ବାଇ

The Sakala Picture
Published On

ଚେନ୍ନାଇ:  ବିଶ୍ୱର ସବୁଠାରୁ ଲୋକପ୍ରିୟ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିୟର ଲିଗ (ଆଇପିଏଲ୍‍)ର ୧୪ତମ ସଂସ୍କରଣ ଆଜିଠାରୁ ଆରମ୍ଭ  ହୋଇଯାଇଛି। ଆଇପିଏଲର ପ୍ରଥମ ମ୍ୟାଚରେ ମୁମ୍ବାଇ-ବାଙ୍ଗାଲୋର ମୁହାଁମୁହିଁ ହୋଇଛନ୍ତି । ପ୍ରଥମ ମ୍ଯାଚରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭର ଖେଳି ୯ ଓ୍ବିକେଟ ହରାଇ ମୋଟ ୧୫୯ ରନ୍‌ କରିବାରେ ସଫଳ ହୋଇଛି। କ୍ରିସ୍‌ ଲିନ୍‌ଙ୍କ ୪୯ ଓ ସୂର୍ଯ୍ଯକୁମାର ଯାଦବ ୩୧ ରନ୍‌ ବଳରେ ମୁମ୍ବାଇ ୧୫୯ ରନ୍‌ କରିବାରେ ସଫଳ ହୋଇଛି। ଯାହାଫଳରେ ବାଙ୍ଗାଲୋରକୁ […]

ଚେନ୍ନାଇ:  ବିଶ୍ୱର ସବୁଠାରୁ ଲୋକପ୍ରିୟ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିୟର ଲିଗ (ଆଇପିଏଲ୍‍)ର ୧୪ତମ ସଂସ୍କରଣ ଆଜିଠାରୁ ଆରମ୍ଭ  ହୋଇଯାଇଛି। ଆଇପିଏଲର ପ୍ରଥମ ମ୍ୟାଚରେ ମୁମ୍ବାଇ-ବାଙ୍ଗାଲୋର ମୁହାଁମୁହିଁ ହୋଇଛନ୍ତି । ପ୍ରଥମ ମ୍ଯାଚରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭର ଖେଳି ୯ ଓ୍ବିକେଟ ହରାଇ ମୋଟ ୧୫୯ ରନ୍‌ କରିବାରେ ସଫଳ ହୋଇଛି। କ୍ରିସ୍‌ ଲିନ୍‌ଙ୍କ ୪୯ ଓ ସୂର୍ଯ୍ଯକୁମାର ଯାଦବ ୩୧ ରନ୍‌ ବଳରେ ମୁମ୍ବାଇ ୧୫୯ ରନ୍‌ କରିବାରେ ସଫଳ ହୋଇଛି। ଯାହାଫଳରେ ବାଙ୍ଗାଲୋରକୁ ୧୬୦ ରନର ଟାର୍ଗେଟ ଦେଇଛି ମୁମ୍ବାଇ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ମୁମ୍ବାଇ ପକ୍ଷରୁ ରୋହତି ଶର୍ମା ୧୯, କ୍ରିସ୍‌ ଲିନ ୪୯, ସୂର୍ଯ୍ଯ କୁୁମାର ଯାଦବ ୩୧, ଇଷାନ କିଷନ ୨୮, ହାର୍ଦ୍ଦିକ ପାଣ୍ଡ୍ୟା ୧୩, କିରନ୍‌ ପୋଲାର୍ଡ ୭, କୃନାଲ ପାଣ୍ଡ୍ୟା ୭ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ଅପରପକ୍ଷରେ ବାଙ୍ଗାଲୋର ହର୍ଷଲ ପଟେଲ ୫ ଓ୍ବିକେଟ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

09 Apr 2021 By The Sakala

ଆଇପିଏଲ୍‍ ୨୦୨୧ର ପ୍ରଥମ ମୁକାବିଲା, ବାଙ୍ଗାଲୋରକୁ ୧୬୦ ରନର ଟାର୍ଗେଟ ଦେଲା ମୁମ୍ବାଇ

ଚେନ୍ନାଇ:  ବିଶ୍ୱର ସବୁଠାରୁ ଲୋକପ୍ରିୟ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିୟର ଲିଗ (ଆଇପିଏଲ୍‍)ର ୧୪ତମ ସଂସ୍କରଣ ଆଜିଠାରୁ ଆରମ୍ଭ  ହୋଇଯାଇଛି। ଆଇପିଏଲର ପ୍ରଥମ ମ୍ୟାଚରେ ମୁମ୍ବାଇ-ବାଙ୍ଗାଲୋର ମୁହାଁମୁହିଁ ହୋଇଛନ୍ତି । ପ୍ରଥମ ମ୍ଯାଚରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭର ଖେଳି ୯ ଓ୍ବିକେଟ ହରାଇ ମୋଟ ୧୫୯ ରନ୍‌ କରିବାରେ ସଫଳ ହୋଇଛି। କ୍ରିସ୍‌ ଲିନ୍‌ଙ୍କ ୪୯ ଓ ସୂର୍ଯ୍ଯକୁମାର ଯାଦବ ୩୧ ରନ୍‌ ବଳରେ ମୁମ୍ବାଇ ୧୫୯ ରନ୍‌ କରିବାରେ ସଫଳ ହୋଇଛି। ଯାହାଫଳରେ ବାଙ୍ଗାଲୋରକୁ ୧୬୦ ରନର ଟାର୍ଗେଟ ଦେଇଛି ମୁମ୍ବାଇ।

ମୁମ୍ବାଇ ପକ୍ଷରୁ ରୋହତି ଶର୍ମା ୧୯, କ୍ରିସ୍‌ ଲିନ ୪୯, ସୂର୍ଯ୍ଯ କୁୁମାର ଯାଦବ ୩୧, ଇଷାନ କିଷନ ୨୮, ହାର୍ଦ୍ଦିକ ପାଣ୍ଡ୍ୟା ୧୩, କିରନ୍‌ ପୋଲାର୍ଡ ୭, କୃନାଲ ପାଣ୍ଡ୍ୟା ୭ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ।

ଅପରପକ୍ଷରେ ବାଙ୍ଗାଲୋର ହର୍ଷଲ ପଟେଲ ୫ ଓ୍ବିକେଟ ନେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର