ଆଇପିଏଲ ୨୦୨୨: ଲକ୍ଷ୍ନୌକୁ ୧୪୫ ରନର ଟାର୍ଗେଟ ଦେଲା ଗୁଜୁରାଟ

The Sakala Picture
Published On

ପୁଣେ: ଚଳିତ ଆଇପିଏଲ୍‌ର ୫୭ତମ ଲିଗ୍‌ ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ଗୁଜୁରାଟ ଟାଇଟନ୍ସ  ମୁହାଁମୁହିଁ  ହୋଇଛନ୍ତି। ଆଜିର ମୁକାବିଲାରେ ଟସ୍ ଜିତି ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ଯାଟିଂ କରି ଗୁଜରାଟ ୧୪୪ ରନ କରିଛି। ଏହି ମ୍ଯାଚ ଜିତିବାକୁ ହେଲେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ  ୧୪୫ରନର ଆବଶ୍ଯକତା ରହିଛି। ଗୁଜରାଟ ଟାଇଟନ୍ସ ପକ୍ଷରୁ ରିଦ୍ଧିମାନ ସାହା ରିଦ୍ଧିମାନ ସାହା ୧୧ ବଲରେ ୫ ରନ କରି ଆଉଟ […]

ପୁଣେ: ଚଳିତ ଆଇପିଏଲ୍‌ର ୫୭ତମ ଲିଗ୍‌ ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ଗୁଜୁରାଟ ଟାଇଟନ୍ସ  ମୁହାଁମୁହିଁ  ହୋଇଛନ୍ତି। ଆଜିର ମୁକାବିଲାରେ ଟସ୍ ଜିତି ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ଯାଟିଂ କରି ଗୁଜରାଟ ୧୪୪ ରନ କରିଛି। ଏହି ମ୍ଯାଚ ଜିତିବାକୁ ହେଲେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ  ୧୪୫ରନର ଆବଶ୍ଯକତା ରହିଛି।

ଆହୁରି ପଢ଼ନ୍ତୁ: ଜସପ୍ରୀତ ବୁମରାହଙ୍କ ବିନା ଲର୍ଡ୍ସରେ ଫେଲ୍ ମାରିଲା ଟିମ୍ ଇଣ୍ଡିଆ, ପଦାରେ ପଡ଼ିଲା ବୋଲିଂ ବିଭାଗର ବଡ଼ ଦୁର୍ବଳତା

ଗୁଜରାଟ ଟାଇଟନ୍ସ ପକ୍ଷରୁ ରିଦ୍ଧିମାନ ସାହା ରିଦ୍ଧିମାନ ସାହା ୧୧ ବଲରେ ୫ ରନ କରି ଆଉଟ ହୋଇଥିଲେ। ମାଥ୍ୟୁ ୱେଡ ୭ ବଲରେ ୧୦ ରନ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲରେ ୧୧ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଡେଭିଡ ମିଲର ଓ ଶୁଭମାନ ଗିଲ ସମ୍ଭାଳିଥିଲେ। ଡେଭିଡ ମିଲର  ୨୪ ବଲରେ ୨୬ ରନ କରି ଆଉଟ ହୋଇଥିଲେ। ପରେ ରାହୁଲ ତେୱତିଆ ଶୁଭମାନ ଗିଲଙ୍କ ସହ ଯୋଗଦେଇଥିଲେ। ଶୁଭମାନ ଗିଲ ୪୯ ବଲରେ ୬୩ ରନ କରି ଅପରାଜିତ ରହିଥିବା ବେଳେ ରାହୁଲ ତେୱତିଆ ୧୫ ବଲରେ ୨୨ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବରରେ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍‌: ଦିଲ୍ଲୀରେ ଖେଳାଯିବ ମ୍ୟାଚ୍‌, ଆୟୋଜକ ସାଜିବ ଆଫଗାନିସ୍ତାନ

ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ପକ୍ଷରୁ , ଅଭେଶ ଖାନ ୨ଟି ୱିକେଟ ନେଇଥିଲେ।  ଜାସନ ହୋଲ୍ଡର ଓ ମୋହସିନ୍ ଖାନ୍ ଗୋଟିଏ ଲେଖଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସ ପାଇଁ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ଖେଳିବେ ନାହିଁ ବୁମରା-ଶ୍ରେୟସଙ୍କ ସମେତ ୮ ଷ୍ଟାର୍ ଖେଳାଳି

10 May 2022 By The Sakala

ଆଇପିଏଲ ୨୦୨୨: ଲକ୍ଷ୍ନୌକୁ ୧୪୫ ରନର ଟାର୍ଗେଟ ଦେଲା ଗୁଜୁରାଟ

ପୁଣେ: ଚଳିତ ଆଇପିଏଲ୍‌ର ୫୭ତମ ଲିଗ୍‌ ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ଗୁଜୁରାଟ ଟାଇଟନ୍ସ  ମୁହାଁମୁହିଁ  ହୋଇଛନ୍ତି। ଆଜିର ମୁକାବିଲାରେ ଟସ୍ ଜିତି ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ଯାଟିଂ କରି ଗୁଜରାଟ ୧୪୪ ରନ କରିଛି। ଏହି ମ୍ଯାଚ ଜିତିବାକୁ ହେଲେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ  ୧୪୫ରନର ଆବଶ୍ଯକତା ରହିଛି।

ଗୁଜରାଟ ଟାଇଟନ୍ସ ପକ୍ଷରୁ ରିଦ୍ଧିମାନ ସାହା ରିଦ୍ଧିମାନ ସାହା ୧୧ ବଲରେ ୫ ରନ କରି ଆଉଟ ହୋଇଥିଲେ। ମାଥ୍ୟୁ ୱେଡ ୭ ବଲରେ ୧୦ ରନ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲରେ ୧୧ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଡେଭିଡ ମିଲର ଓ ଶୁଭମାନ ଗିଲ ସମ୍ଭାଳିଥିଲେ। ଡେଭିଡ ମିଲର  ୨୪ ବଲରେ ୨୬ ରନ କରି ଆଉଟ ହୋଇଥିଲେ। ପରେ ରାହୁଲ ତେୱତିଆ ଶୁଭମାନ ଗିଲଙ୍କ ସହ ଯୋଗଦେଇଥିଲେ। ଶୁଭମାନ ଗିଲ ୪୯ ବଲରେ ୬୩ ରନ କରି ଅପରାଜିତ ରହିଥିବା ବେଳେ ରାହୁଲ ତେୱତିଆ ୧୫ ବଲରେ ୨୨ରନ କରି ଅପରାଜିତ ରହିଥିଲେ।

ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ପକ୍ଷରୁ , ଅଭେଶ ଖାନ ୨ଟି ୱିକେଟ ନେଇଥିଲେ।  ଜାସନ ହୋଲ୍ଡର ଓ ମୋହସିନ୍ ଖାନ୍ ଗୋଟିଏ ଲେଖଏଁ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର