ଆଇପିଏଲ ୨୦୨୨: କୋଲକାତା ଠାରୁ ୪୪ ରନରେ ଜିତିଲା ଦିଲ୍ଲୀ
ନୂଆଦିଲ୍ଲୀ: ଆଇପିଏଲ୍ର ୧୯ତମ ଲିଗ୍ ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ଯାଟିଂ କରି ୫ ଓ୍ଵିକେଟ୍ ହରାଇ ୨୧୫ ରନ କରିଥିଲା। ୨୧୫ ରନ ପିଛାକରି କୋଲକାତା ୧୭୧ ରନ କରିପରିଥିଲା। ଫଳରେ ଦିଲ୍ଲୀର ସହଜ ବିଜୟ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସ ୪୪ ରନରେ ମ୍ଯାଚକୁ ଜିତି ନେଇଛି। କେକେଆର ପକ୍ଷରୁ ଅଜିଙ୍କ୍ଯ ରାହାଣେ (୮), ଭେଙ୍କଟେଶ ଆୟର ( ୧୮), ଶ୍ରେୟସ ଆୟର ( […]
ନୂଆଦିଲ୍ଲୀ: ଆଇପିଏଲ୍ର ୧୯ତମ ଲିଗ୍ ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ଯାଟିଂ କରି ୫ ଓ୍ଵିକେଟ୍ ହରାଇ ୨୧୫ ରନ କରିଥିଲା। ୨୧୫ ରନ ପିଛାକରି କୋଲକାତା ୧୭୧ ରନ କରିପରିଥିଲା। ଫଳରେ ଦିଲ୍ଲୀର ସହଜ ବିଜୟ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସ ୪୪ ରନରେ ମ୍ଯାଚକୁ ଜିତି ନେଇଛି।
ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ
କେକେଆର ପକ୍ଷରୁ ଅଜିଙ୍କ୍ଯ ରାହାଣେ (୮), ଭେଙ୍କଟେଶ ଆୟର ( ୧୮), ଶ୍ରେୟସ ଆୟର ( ୪୫), ନୀତିଶ ରାଣା (୩୦ ), ରସେଲ ( ୨୪), ସାମ ବିଲିଂସ ( ୧୫), କମିନ୍ସ ( ୪), ଶୁନିନ ନାରିନ (୪), ଉମେଶ ଯାଦବ ( ୦), ରଶିଖ ସଲାମ ( ୭) ରନ କରି ଆଉଟ ହୋଇଥିଲେ।
ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କୁଲଦୀର ଯାଦବ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଖଲିଲ ଅହମ୍ମଦ ୩ଟି ୱିକେଟ ଅକ୍ତିଆର କରିଥିଲେ। ସେହିପରି ସର୍ଦ୍ଦୁଲ ଠାକୁର ୨ଟି ଓ ଲଲିତ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।






