ଭଉଣୀଙ୍କ ମୃତ୍ଯୁ ଖବର ପାଇବାପରେ ଟିମ ଛାଡିଲେ ଆରସିବିର ହର୍ଷଲ ପଟେଲ୍

The Sakala Picture
Published On

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପେସ ବୋଲର ହର୍ଷଲ ପଟେଲ ଭଉଣୀଙ୍କ ମୃତ୍ଯୁ ଘଟିଛି। ଆଇପିଏଲ ଅଧାରୁ ହର୍ଷଲ ପଟେଲଙ୍କୁ ଯିବାକୁ ପଡ଼ିଛି। ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ  ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ଯାଚ ଖେଳାଯାଇଥିଲା। ଏହି ମ୍ଯାଚ ପରେ ପରିବାରର ପକ୍ଷରୁ ଦୁଃଖଦ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ହର୍ଷଲ ଆରସିବି ପାଇଁ ଜଣେ ଷ୍ଟାର ବୋଲର। ସୂଚନା ଅନୁଯାୟୀ, ଏପ୍ରିଲ୍ ୧୨ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ପରବର୍ତ୍ତୀ ଖେଳ ପୂର୍ବରୁ ସେ ବାଙ୍ଗାଲୋରରେ […]

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପେସ ବୋଲର ହର୍ଷଲ ପଟେଲ ଭଉଣୀଙ୍କ ମୃତ୍ଯୁ ଘଟିଛି। ଆଇପିଏଲ ଅଧାରୁ ହର୍ଷଲ ପଟେଲଙ୍କୁ ଯିବାକୁ ପଡ଼ିଛି। ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ  ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ଯାଚ ଖେଳାଯାଇଥିଲା। ଏହି ମ୍ଯାଚ ପରେ ପରିବାରର ପକ୍ଷରୁ ଦୁଃଖଦ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ହର୍ଷଲ ଆରସିବି ପାଇଁ ଜଣେ ଷ୍ଟାର ବୋଲର।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ସୂଚନା ଅନୁଯାୟୀ, ଏପ୍ରିଲ୍ ୧୨ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ପରବର୍ତ୍ତୀ ଖେଳ ପୂର୍ବରୁ ସେ ବାଙ୍ଗାଲୋରରେ ଯୋଗ ଦେବେ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

୩୧ ବର୍ଷୀୟ ର୍ଷଲ ପଟେଲ ଗତ ବର୍ଷ ଡେବ୍ୟୁ କରିବା ପରେ ଆଠଟି ଟି-ଟ୍ୱେଣ୍ଟି ଖେଳିଛନ୍ତି।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp