ଆରମ୍ଭ ହେଲା ଆପିଇଏଲ ମହାସମର-୨୦୨୨; ଟସ ଜିତି ବୋଲିଂ ନିଷ୍ପତି ନେଲା କୋଲକାତା ନାଇଡ ରାଇଡର୍ସ

The Sakala Picture
Published On

ମୁମ୍ବାଇ: ଅପେକ୍ଷାର ହେଲା ଅନ୍ତ । ଆରମ୍ଭ ହେଲା ଫଟାଫଟ କ୍ରିକେଟର ମହାକୁମ୍ଭ ଆଇପିଏଲର ପଞ୍ଚଦଶ ସଂସ୍କରଣ । ଦୀର୍ଘ ଦୁଇ ବର୍ଷ ହେଲା ଭାରତୀୟ କ୍ରିକେଟପ୍ରେମୀ କରିଥିବା ଅପେକ୍ଷାର ଘଟିଲା ଅନ୍ତ । ଆଉ ପ୍ରଥମ ଲଢେଇରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପରକିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସ । ପ୍ରଥମ ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତି ନେଇଛି ଗତଥରର ଉପ-ବିଜେତା କୋଲକାତା ନାଇଡ ରାଇଡର୍ସ । ଦୁଇ ନୂଆ ଅଧିନାୟକଙ୍କୁ ନେଇ […]

ମୁମ୍ବାଇ: ଅପେକ୍ଷାର ହେଲା ଅନ୍ତ । ଆରମ୍ଭ ହେଲା ଫଟାଫଟ କ୍ରିକେଟର ମହାକୁମ୍ଭ ଆଇପିଏଲର ପଞ୍ଚଦଶ ସଂସ୍କରଣ । ଦୀର୍ଘ ଦୁଇ ବର୍ଷ ହେଲା ଭାରତୀୟ କ୍ରିକେଟପ୍ରେମୀ କରିଥିବା ଅପେକ୍ଷାର ଘଟିଲା ଅନ୍ତ । ଆଉ ପ୍ରଥମ ଲଢେଇରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପରକିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସ । ପ୍ରଥମ ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତି ନେଇଛି ଗତଥରର ଉପ-ବିଜେତା କୋଲକାତା ନାଇଡ ରାଇଡର୍ସ । ଦୁଇ ନୂଆ ଅଧିନାୟକଙ୍କୁ ନେଇ ଏଥର ମୈଦାନକୁ ଓହ୍ଲାଇବେ ଦୁଇ ଦଳ । ରବିନ୍ଦ୍ର ଜାଡେଜା ଚେନ୍ନାଇ ସୁପରକିଙ୍ଗସର କ୍ୟାପଟେନ୍ ରହିଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସର କ୍ୟାପଟେନ୍ ହେଉଛନ୍ତି ଶ୍ରେୟସ ଆୟର ।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

ଏଥର ଆଇପିଏଲର ସବୁ ମ୍ୟାଚ୍ ମୁମ୍ବାଇ ଓ ପୁଣେରେ ହିଁ ଖେଳାଯିବ । ଚଳିତ ଆଇପିଏଲରେ ଟିମ୍ ସଂଖ୍ୟା ୮ରୁ ୧୦କୁ ବୃଦ୍ଧି କରାଯାଇଛି । ଗୁଜରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜିଆଂଟସ୍ ହେଉଛନ୍ତି ନୂଆ ଟିମ୍ । ୨୦୨୦ ସଂସ୍କରଣର ସଂପୂର୍ଣ୍ଣ ସିଜନରେ ୟୁଏଇରେ ଖେଳାଯାଇଥିଲା । ଯଦିଓ ୨୦୨୧ ଆଇପିଏଲ ସିଜିନ୍ ଘରୋଇ ମାଟିରେ ଆରମ୍ଭ ହୋଇଥିଲା କିନ୍ତୁ କରୋନା ମହାମାରୀ ପାଇଁ ସିଜିନର ଅବଶିଷ୍ଟ ମ୍ୟାଚ୍‌ ପୁଣି ୟୁଏଇରେ ଖେଳାଯାଇଥିଲା । କିନ୍ତୁ ୨୦୨୨ ଆଇପିଏଲର ପଞ୍ଚଦଶ ସଂସ୍କରଣ ସଂପୂର୍ଣ୍ଣ ଭାବେ ଘରୋଇ ଭେନ୍ୟୁରେ ଆୟୋଜିତ ହେବ । ସେଥିପାଇଁ ମୁମ୍ବାଇ ଓ ପୁଣେରେ ୪ଟି ଭେନ୍ୟୁ ଚୟନ କରାଯାଇଛି ।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

26 Mar 2022 By The Sakala

ଆରମ୍ଭ ହେଲା ଆପିଇଏଲ ମହାସମର-୨୦୨୨; ଟସ ଜିତି ବୋଲିଂ ନିଷ୍ପତି ନେଲା କୋଲକାତା ନାଇଡ ରାଇଡର୍ସ

ମୁମ୍ବାଇ: ଅପେକ୍ଷାର ହେଲା ଅନ୍ତ । ଆରମ୍ଭ ହେଲା ଫଟାଫଟ କ୍ରିକେଟର ମହାକୁମ୍ଭ ଆଇପିଏଲର ପଞ୍ଚଦଶ ସଂସ୍କରଣ । ଦୀର୍ଘ ଦୁଇ ବର୍ଷ ହେଲା ଭାରତୀୟ କ୍ରିକେଟପ୍ରେମୀ କରିଥିବା ଅପେକ୍ଷାର ଘଟିଲା ଅନ୍ତ । ଆଉ ପ୍ରଥମ ଲଢେଇରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପରକିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସ । ପ୍ରଥମ ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତି ନେଇଛି ଗତଥରର ଉପ-ବିଜେତା କୋଲକାତା ନାଇଡ ରାଇଡର୍ସ । ଦୁଇ ନୂଆ ଅଧିନାୟକଙ୍କୁ ନେଇ ଏଥର ମୈଦାନକୁ ଓହ୍ଲାଇବେ ଦୁଇ ଦଳ । ରବିନ୍ଦ୍ର ଜାଡେଜା ଚେନ୍ନାଇ ସୁପରକିଙ୍ଗସର କ୍ୟାପଟେନ୍ ରହିଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସର କ୍ୟାପଟେନ୍ ହେଉଛନ୍ତି ଶ୍ରେୟସ ଆୟର ।

ଏଥର ଆଇପିଏଲର ସବୁ ମ୍ୟାଚ୍ ମୁମ୍ବାଇ ଓ ପୁଣେରେ ହିଁ ଖେଳାଯିବ । ଚଳିତ ଆଇପିଏଲରେ ଟିମ୍ ସଂଖ୍ୟା ୮ରୁ ୧୦କୁ ବୃଦ୍ଧି କରାଯାଇଛି । ଗୁଜରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜିଆଂଟସ୍ ହେଉଛନ୍ତି ନୂଆ ଟିମ୍ । ୨୦୨୦ ସଂସ୍କରଣର ସଂପୂର୍ଣ୍ଣ ସିଜନରେ ୟୁଏଇରେ ଖେଳାଯାଇଥିଲା । ଯଦିଓ ୨୦୨୧ ଆଇପିଏଲ ସିଜିନ୍ ଘରୋଇ ମାଟିରେ ଆରମ୍ଭ ହୋଇଥିଲା କିନ୍ତୁ କରୋନା ମହାମାରୀ ପାଇଁ ସିଜିନର ଅବଶିଷ୍ଟ ମ୍ୟାଚ୍‌ ପୁଣି ୟୁଏଇରେ ଖେଳାଯାଇଥିଲା । କିନ୍ତୁ ୨୦୨୨ ଆଇପିଏଲର ପଞ୍ଚଦଶ ସଂସ୍କରଣ ସଂପୂର୍ଣ୍ଣ ଭାବେ ଘରୋଇ ଭେନ୍ୟୁରେ ଆୟୋଜିତ ହେବ । ସେଥିପାଇଁ ମୁମ୍ବାଇ ଓ ପୁଣେରେ ୪ଟି ଭେନ୍ୟୁ ଚୟନ କରାଯାଇଛି ।

https://www.thesakala.in/sports/tata-ipl-season-15-started-kkr-win-the-toss-and-choice-to-field-first/article-10265
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର