ନିଆରା ବ୍ୟାଙ୍କ, ଯେଉଁଠି ଟଙ୍କା ନୁହେଁ ଜମା ହୁଏ ‘ରାମନାମ’

The Sakala Picture
Published On

ବ୍ୟାଙ୍କଗୁଡ଼ିକରେ ସାଧାରଣତଃ ଆର୍ଥିକ କାରବାର ହୋଇଥାଏ। କିନ୍ତୁ ପଞ୍ଜାବ ପଟିଆଲାର ତ୍ରିପଡ଼ି ସହରରେ ଥିବା ଶ୍ରୀ ରାଜରାଜେଶ୍ବର ଶିବ ମନ୍ଦିରରେ ରାମନାମ ଜମା ହେଉଥିବା ଏକ ବ୍ୟାଙ୍କ ଅଛି। ଏହାର ନାମ ‘ରାମନାମ’ ବ୍ୟାଙ୍କ ରଖାଯାଇଛି। ବ୍ୟାଙ୍କ ଭଳି ଏଠାରେ ଭକ୍ତମାନେ ନିଜ ନିଜ ଖାତା ଖୋଲନ୍ତି। କିନ୍ତୁ ସେହି ସବୁ ଖାତାରେ କେବଳ ରାମନାମ ଜମା ହୋଇ ରହେ। ଶିବ ମନ୍ଦିରରେ ପୂଜକ ପଣ୍ଡିତ ନରେଶ କୁମାର ଏ ସମ୍ପର୍କରେ କହିଛନ୍ତି ଯେ – ଏଭଳି […]

ବ୍ୟାଙ୍କଗୁଡ଼ିକରେ ସାଧାରଣତଃ ଆର୍ଥିକ କାରବାର ହୋଇଥାଏ। କିନ୍ତୁ ପଞ୍ଜାବ ପଟିଆଲାର ତ୍ରିପଡ଼ି ସହରରେ ଥିବା ଶ୍ରୀ ରାଜରାଜେଶ୍ବର ଶିବ ମନ୍ଦିରରେ ରାମନାମ ଜମା ହେଉଥିବା ଏକ ବ୍ୟାଙ୍କ ଅଛି। ଏହାର ନାମ ‘ରାମନାମ’ ବ୍ୟାଙ୍କ ରଖାଯାଇଛି। ବ୍ୟାଙ୍କ ଭଳି ଏଠାରେ ଭକ୍ତମାନେ ନିଜ ନିଜ ଖାତା ଖୋଲନ୍ତି। କିନ୍ତୁ ସେହି ସବୁ ଖାତାରେ କେବଳ ରାମନାମ ଜମା ହୋଇ ରହେ।

ଶିବ ମନ୍ଦିରରେ ପୂଜକ ପଣ୍ଡିତ ନରେଶ କୁମାର ଏ ସମ୍ପର୍କରେ କହିଛନ୍ତି ଯେ – ଏଭଳି ବ୍ୟାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ରାମନାମ ସହିତ ଯୋଡ଼ିବା ଏବଂ ଏହାର ମହିମା ବିଷୟରେ ଲୋକଙ୍କୁ ଅବଗତ କରାଇବା। ମଣିଷ ସଞ୍ଚିତ ଅର୍ଥ କେବଳ ବଞ୍ଚି ରହିବା ପାଇଁ ଆବଶ୍ୟକ ହୋଇଥାଏ, କିନ୍ତୁ ‘ରାମନାମ’ ମଣିଷର ମୃତ୍ୟୁ ପରେ ବି ଥାଏ। ଏହି ରାମନାମ ସୁଖ, ସମୃଦ୍ଧି, ଶାନ୍ତି ଓ ଆନନ୍ଦ ପାଇବାର ଏକମାତ୍ର ମାର୍ଗ। ପ୍ରାୟ ଦୁଇ ମାସ ତଳେ ଏହି ବ୍ୟାଙ୍କ ଖୋଲାଯାଇଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୨୫୦ ଜଣ ବ୍ୟକ୍ତି ଏହି ବ୍ୟାଙ୍କରେ ଖାତା ଖୋଲି ସାରିଲେଣି ବୋଲି ସେ କହିଛନ୍ତି।

27 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp